ଯାଜପୁର ସେତେବେଳେ ଏମିତି ଆଲୁଅମୟ ନଥିଲା। ମାନସା ପୋଲ ଛାଡିଲା ପରେ କଲେଜ ଛକରେ ଗୋଟେ ଶଏ ପାୱାରିଆ ବଲ ଜଳୁଥିଲା। ବାଟ ସାରା କିଆବୁଦା।ମାଇନର ସ୍କୁଲରେ ପଢିଲା ବେଳେ ସେଇ ରାସ୍ତାରେ ଡାହାଣ
ଶରତ କୁମାର ରାଉତ ମହାମାରୀ କରୋନା ଭୂତାଣୁ ସାରା ଭାରତକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲା । ପ୍ରତିମୁହୂର୍ତରେ ରୋଗୀ ସଂଖ୍ୟା ବଢୁଥିଲା ଓ ମୃତ୍ୟୁ ସଂଖ୍ୟା ବି ଆଗକୁ ଚାଲିଥିଲା । ପ୍ରବାସୀ
ବିଦ୍ୟୁତ ପ୍ରଭା ମିଶ୍ର ତୁମେ ଆସିବାର ସୂଚନା ଦେଲାଣିଚୋରା ଚଇତାଳି ଆସି,ଆମ୍ର କୁଞ୍ଜ ରେ ମଧୁର କୁହୁ ସ୍ୱରେକୋକିଳଗାଇଲା ବସି lବଉଳ ବାସରେ ମତୁଆଲା ହୋଇଭ୍ରମର ଗୁଞ୍ଜନ କରେ,ହଳଦୀ ବସନ୍ତ ତୁମ ଆଗ ମନୀଗାଉଛି
ଅଭୟକାନ୍ତ ପଣ୍ଡା ଛାଟର କଥା ସେ କହେ ଚାଟଶାଳୀପାଷାଣ ହୃଦୟେ କୋଣାରକ ତୋଳିତା ସିଲଟ କହେ କେତେ ଗାର ଟାଣିତାହା ଗାର ନୁହେଁ ଆମ ଜୀବନ କାହାଣୀ ଛାଟର କଥା ସେ କହେ ଚାଟଶାଳୀଶୁଷ୍କ
ରୀକ୍ଷିରାମ ମେହେର ହେ ଭଗବାନ ଗଢିଲ ଛତିଶ କୋଟି ଜୀବଶ୍ରେଷ୍ଟ ଜୀବ ମାନ୍ୟତା ଦେଲେ ମଣିଷସମସ୍ତ ଙ୍କ ଠୁଁ ଅଲଗା ଗଢ଼ିଲ ଦେଇମସ୍ତିଷ୍କରେ ଦେଲ ଅନେକ ବୁଦ୍ଧି ବିବେକ,ମଣିଷ ମଣିଷ ଭିତରେ ସୃଷ୍ଟି କଲେକେବଳ
ଭାଷାକୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା । ଓଡ଼ିଆ ଭାଷା ହଜି ଯାଉଛି, ଓଡ଼ିଆ ଭାଷା କ୍ରମଶଃ ଲୋପ ପାଇ ଯାଉଛି, ପାଠକେ ଆଉ ବହି ପଢୁ ନାହାନ୍ତି, ପତ୍ରିକା ସଂଖ୍ୟା କମି
ପୁସ୍ତକ: ମହାତ୍ମା ଗାନ୍ଧୀ- ସାମ୍ବାଦିକ ଓ ସମ୍ପାଦକସମ୍ପାଦନା: ଡ. ମୃଣାଳ ଚାଟାର୍ଜୀ ଓ ସ୍ନେହାଶିଷ ସୁରପ୍ରକାଶକ: ଶେଫାଳୀ କମ୍ୟୁନିକେଶନପୃଷ୍ଠା: ୩୧୨, ମୂଲ୍ୟ: ୩୫୦ ଟଙ୍କାପ୍ରଥମ ପ୍ରକାଶ: ଜାନୁଆରୀ ୨୦୨୧ସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା ମୋହନଦାସ
ସୁପ୍ରିୟା ପ୍ରଶାନ୍ତ କବିତା ପାଠ ସ୍ଥାନରେ ଜଣ ଜଣ କରି ଆମେ ପହଞ୍ଚିଗଲୁଣି। ପ୍ରେମ କବିତାରେ ରାତି ରାତି ବୁଡିରହୁଥିବା କବିସ୍ୱରୂପା ଦେବୀ ମଧ୍ୟ ତାଙ୍କ ମେଳିରେ ଆସି ପହଞ୍ଚିଲେ। ଆଜି ତାଙ୍କର ପ୍ରଥମ
