ହୃଷିକେଶ ସ୍ଵାଇଁ ତୁମ ସହ ହେଲା ପ୍ରଥମ ଦେଖା,ପହିଲି ବସନ୍ତ ଫୁଲର ବାସ୍ନାକବିତାର ସେଇ ପ୍ରଥମ ପଦଶବ୍ଦରେ ଶବ୍ଦରେ ଫଗୁଣ ଛିଟା,ପ୍ରଣୟ ଆବେଶ ପ୍ରଥମ ଲେଖା । ତୁମ ସହ ହେଲା ପ୍ରଥମ କଥା,ମେଘ

Read More

ତପନ ସାହୁ ଟହ ଟହ ଲାଲ ଫଳ ମହାକାଳମହ ମହ ଲାଲ ଫୁଲଚାରିପଟେ କଣ୍ଟା କଣ୍ଟା ମାଳ ମାଳପୋଡାମୁହିଁ ମୁଁ…. ଜାଣିଥା’ନ୍ତି କେମିତିବାହାବେଦୀରେ ଜାଳି ବିଡା ବିଡା ଶାଳହତଭାଗା….….ଗେହ୍ଲାରେସିନ୍ଦୂରେ ଯା’ ସିନ୍ଥି କଲୁ ତୁ

Read More

ତାରାପ୍ରସାଦ ଜେନା ସେଇ ଗଛ ଅଛି ସେଇ ଛାଇ ଅଛି, ତୁମେ ନାହଁ ଛାଇ ତଳେସେଇ ଗୀତ ଅଛି ସ୍ବର ହଜିଲାଣି, ଜାଣିନାହିଁ କେତେବେଳେ ।ମେଘ ଉଠୁଥିଲା ବର୍ଷା କାଚୁଥିଲା, ମନେପଡ଼ି କାନ୍ଦ ଲାଗେସେଇ

Read More

ଅନୁପ କୁମାର ଦଳବେହେରା ଧବଳ ରୂପସୀ କବିର ପ୍ରେୟସୀଆକାଶ ମଥାର ଟୀକାଅନୁପ୍ ଛାତିର ପ୍ରଣୟ ସନ୍ତକନୀରବ ପଣର ଲେଖା । ଅନ୍ଧାର ରାତିରେ, ଆଲୋକ ଦେହରେଜିଇବାକୁ ଦିଅ ରାହାଦେବଦାସ ମୁଁ ସୁରା ପାନ କରେସଜାଇ

Read More

ଚିତ୍ତରଞ୍ଜନ ନାୟକ ଏ ଯେଉଁମୋହ ମାୟାର ବନ୍ଧନରେବାନ୍ଧି ହୋଇଛି ମୁଁତୁମ ସହିତ.. ଜ୍ଞାନ ଆଉ ଯୋଗ ହିଁମୁକ୍ତ କରିପାରେଏହି ନାଗଫାଶରବନ୍ଧନରୁ.. କାୟା ସ୍ଥିର..ମନ ଅସ୍ଥିରମିଛର ମାୟା ଜାଲରେହୁଏ ମୁଁ ବ୍ୟାକୁଳ ପାଣିରେ ଫିଙ୍ଗିଲେପଥରଲହଡ଼ିର ତରଙ୍ଗଛୁଇଁ

Read More

ଡ. ଜ୍ୟୋତି ପ୍ରକାଶ ମହାପାତ୍ର ବାପା ହେବା ଭାରି ସହଜ ମ ! ବୋଉ ଉପରେ ସଂସାର ଛାଡ଼ିଦେଇଖରା, ବର୍ଷାରେ ସେ ସଂସାର ପାଇଁତିଆରୁ ଥିବ ଛାତ,ପୁଅ ଝିଅ ଶୋଇଗଲେଅନ୍ଧାରରେ ଲୁଚିତାଙ୍କ କପାଳରେଛୁଉଁଥିବ ଆଶୀର୍ବାଦର

Read More
nightsky

ନୀଳିମା ନିବେଦିତା ରାତି ହେଲେ ଆକାଶରେ ତାରା ଫୁଟେଆଉ ମୋ ଦେହରେ, ପରାସର ପରଶ । ରାତି ହେଲେ ମୁଦା ଆଖିରେ କିଏ ଦେଖୁଥାଏ ସପନମୋ ଓଠରେ କିନ୍ତୁ, ରଚରଚ ହେଇ ପାଚୁଥାଏଶବ୍ଦଙ୍କ କ୍ଲେଶ,ବିରତି

Read More

ଶର୍ମିଷ୍ଠା ପାଣିଗ୍ରାହୀ ଜୀବନରେ ଅପେକ୍ଷା ତାକୁ ପଚାରଯିଏ ଏକତରଫା ପ୍ରେମ କରୁଛିଯାହାର ଦିନ ପରେ ଦିନ ବିତି ଯାଉଛିଆଶା ରୂପକ ଦୀପଟିଏ କ୍ଷୀଣ ଆଲୋକ ଦେଉଛିପାଇବାର ଆଶାରେ ବହୁତ କିଛି ହଜିଯାଉଛିତଥାପି ସେ ଚାହିଁ

Read More

ସାଇ ମହାପାତ୍ର ବା ବା ରେ ଓଡ଼ିଶା ସରକାରତୋ କାନ ରେ ପଡ଼ିଲା ନାହିଁ ଓଡ଼ିଆ ଙ୍କ ଚିତ୍କାରଓଡ଼ିଶା ର ସୀମା ଏବେ ହେବାକୁ ଯାଉଛି ଆନ୍ଧ୍ର ରଆମ ମାଟି କୁ ସୁରକ୍ଷା ଦେବାରେ

Read More

ହେମନ୍ତ କୁମାର ରାଉତ ଗଛର କାୟାରେ ନିର୍ଲିପ୍ତ ନୀଳପକ୍ଷୀର ଗୁଂଜରଣନୀଳବୃନ୍ତ ମହମହ ମହକିତଗଛର ଛାଇ ବୋଉର ଶୈଶବର ପଣତ ।ପୌଷର ଶୀତରେ ବୈଶାଖିର ତାତିରେବର୍ଷାର ରୁମଝୁମ୍ ଗୀତରେନିବୁଜ ପତ୍ରମାନଙ୍କ ସଂଗଠିତ ଆତ୍ମାରେଯେମିତି ଉଡ଼ୁଥାଏ ମୋ

Read More