ଦୀପକ କୁମାର ସ୍ଵାଇଁ ଦେଶ କିଛି ମାଟି, କିଛି ସମୁଦ୍ର ଆଉ ପର୍ବତଦେଶ କିଛି ଗଛ, କିଛି ମଣିଷ ଆଉ ଇତର ଆଖି ଯେତେ ବାଟ ଦେଖିପାରିଲା ସେତିକି ଦେଶମନ ବୁଝିବା ପର୍ଯନ୍ତ ଯାହା
Category: କବିତା

ମାନସ ରଞ୍ଜନ ସ୍ଵାଇଁ କେମିତି କହିବିଅନାମ ଉଦାସରେମୋ ପଟର ଇପ୍ସିତ ଦୃଶ୍ୟଗୋଟେ କୃଷ୍ଣପକ୍ଷର ଲମ୍ବିଥିବା ରାସ୍ତା ବୋଲିଯେଉଁଠି କିଛି ଶୀର୍ଷକ ନରଖିକେହି ତ ଛାଡ଼ିଲେନି ପଦଚିହ୍ନଗୋଟେ ନିତାନ୍ତ ଖାଲି ଜାଗାରେପ୍ରସ୍ତୁତ ଥାଇ ଗୋଟେ ହାତରେ

ଗୌତମ କୁମାର ଦେ ମତେ ଭଲ ଲାଗେ ତୁମ ଶୁଭ୍ର କପାଳ…ମୋତେ ଆହୁରି ଭଲ ଲାଗେସେଥିରେ ଥାଏ ଯଦି ପ୍ରୀତିର ନାଲି ଟିକିଲି…. ତମର ଲାଜୁଆ ମୁହଁରେସତେଜତା ଦେଖିଲେ ମତେ ଲାଗେ,ଜହ୍ନ ରାତିର ଘାସ

ତାରାପ୍ରସାଦ ଜେନା ସେଇ ଗଛ ଅଛି ସେଇ ଛାଇ ଅଛି, ତୁମେ ନାହଁ ଛାଇ ତଳେସେଇ ଗୀତ ଅଛି ସ୍ବର ହଜିଲାଣି, ଜାଣିନାହିଁ କେତେବେଳେ ।ମେଘ ଉଠୁଥିଲା ବର୍ଷା କାଚୁଥିଲା, ମନେପଡ଼ି କାନ୍ଦ ଲାଗେସେଇ