ସରୋଜ କୁମାର ସାହୁ ସ୍ଵଚ୍ଛ ନିରିମଳ କାଚର ଦେହରେଝଲସି ଉଠଇ ବତୀଅଳପ ବହୁତ ଜଳେ ସେହି ପୁଣିସଞ୍ଜରୁ ବହଳ ରାତି । ଡରିଯାଏ ନାହିଁ ଝଡ଼ବତାସକୁଥିରିଥିରି ହୋଇ ଜଳେଅନ୍ଧାର ହଟାଇ ଦେଖାଏ ଆଲୋକଉଜ୍ଜଳ ଶିଖାର

Read More

ବଳରାମ ପୂଜାରୀ ଦୂରରୁ ଦିଶୁଥିଲା, ଜଙ୍ଗଲ ମଝିରେମୋ ମାଟିଲେସା ସ୍ୱର୍ଗମୋ ମାଆର, ଜଙ୍ଗଲ ଫେରନ୍ତାବୋଝେ କାଠଭାରରୁଓହ୍ଲାଉଥିଲେ ଝାଳବୁହା ପାର୍ଶ୍ୱଦେବତା ମାନେ,ଜଳ, ଜମି, ଜଙ୍ଗଲ ଓ ଜୀବିକାର ସଂଜ୍ଞା ନିର୍ଦ୍ଧାରଣ କରୁଥିଲେଆବାହନ ହୋଇଥିବା, ଶୁଖିଲାଶୁଖିଲା ଦାରୁବ୍ରହ୍ମଖେଡ଼ଜନା,

Read More

ମଧୁମିତା ମିଶ୍ର ସେ ଗାଈଆଳ ଟୋକାର ବଂଶୀସ୍ଵର ତ ଶୁଭୁ ନଥିଲା..!କି ସେ ଯମୁନାଟି କୁଳୁକୁଳୁ ହୋଇ ବହିଯାଉ ନଥିଲା..!!କାଖରେ ମାଠିଆ ନଥିଲା କି ଗଭାରେ ଫୁଲଟେ ବି ନଥିଲା..!ପାଉଁଜି ବାଲିରେ ପୋତି ହୋଇ

Read More

ଜ୍ଞାନ ରଞ୍ଜନ ସ୍ଵାଇଁ ସବୁକିଛି ଠିକଠାକ ଅଛି ତୁମ ହାତଗଢା ବିଶ୍ୱର ସହର,ଠିକଣା ଜାଗାରେ ଗ୍ରହ, ଚନ୍ଦ୍ର, ନକ୍ଷେତ୍ର ଓ ତାରାଆକାଶ ତଳେ ଅତଳତଳ ସମୁଦ୍ର, ସମୁଦ୍ର ସେପାଖ ଶୂନ୍ୟଘରପାହାଡ଼, ପର୍ବତ, ଗଛ ଓ

Read More

ଭବାନୀ ଶଙ୍କର ନାଥ ଶାନ୍ତିର ପରୀ ମୁଁହିରେଶାନ୍ତି ମୋର ଲୋଡ଼ା,ଅଶାନ୍ତିର କାଳ ଗୃହରେକରାଅନା ମୋତେ ଛିଡ଼ା । ଏ କାଳ ଗୃହରୁ ମୁକ୍ତି କରିଦିଅ ବାହାରେ ମୋତେ ଛାଡ଼ି,ମୁକ୍ତ ଆକାଶେ ଉଡ଼ିବି ମୋଅବସ ଡେଣାକୁ

Read More

ବିଭୁ ସାମନ୍ତ ଜଙ୍ଗଲ ଯିବୁ !କୋଳି ଖାଇବୁ ,ବାଘ ଆସିଲେ… ଡରିବୁନି ? ଏତିକି କହିସେ ଫୁଙ୍କିବା ଆଗରୁ ମୁଁତା’ ଆଖି ଯୋଡ଼ାକ ବନ୍ଦ କରିଦିଏ । ପୌଷ ସିନା ପାଉଁଶ ତଳୁମେଲାଣି ମାଗେହେଲେ

Read More

ଅବିନାଶ ସାହୁ ପୁଣିଥରେ ମୋ ସାମ୍ନାରେ ତତେଅଚାନକ ଛିଡ଼ାକଲା ଡିସେମ୍ବର ତତେ ହଠାତ୍ ସାମ୍ନାରେ ପାଇଖୁସିରେ ଫୁଲିଗଲା ଓଠତରଟିଗଲା ଆଖିଛାତିର ଦୁକୁଦୁକି ବଢିଲା କି କମିଲାଜାଣିବା ପୂର୍ବରୁମିଛ ହସଟେ ମୁହଁକୁ ଫୋପାଡ଼ି ଚାଲିଗଲୁ ।

Read More

ରାମକୃଷ୍ଣ ବାରିକ ଭୋଟ ସରିବା ପରେ…ଗାଁରେ ଆଉ କେହି କାଇଁକାନ ପାଖେ ଫୁସଫାସ୍ ହେଉନିଷଡ଼ଯନ୍ତ୍ରର ଶବ୍ଦ ଫାନ୍ଦି ସମର୍ଥନ ପାଇବାକୁଆଉ କିଏ କାଇଁ ଘରକୁ ଅନ୍ଧାରୀବିଜେ କରୁନି… ଅଦିନିଆ ଭଲମନ୍ଦ ବୁଝାର ପର୍ବ ସରିଛିମିଛିମିଛିକା

Read More

ବିଚିତ୍ରାନନ୍ଦ ଜେନା ମାଟି ଆଜି ଦୁଇ ଭାଗଗୋଟେ ପଟ ହସରେ ବିଭୋରକାହା ପ୍ରେମର ପୂର୍ଣ୍ଣତା ପାଇପାଇ ଆଞ୍ଜୁଳାଏ ସ୍ୱପ୍ନସୌଭାଗ୍ୟର ଆୟୁଷ… ଆରପଟେ ତମାମ ବୋବାଳିଲୁହରେ ବତୁରୁଛି ମାଟିତଥାପି ଗଜାମାଡ଼ସବୁ ଆଶା ସବୁ ଭରସାତା ଦେହରେ

Read More

ଶତରୂପା ମିଶ୍ର ବାଗୀଶ୍ଵରୀ ଆହେ ଦେବୀ ସରସ୍ଵତୀ ଧରା ପରେ ଅବତରି,ବସନ୍ତ ପଞ୍ଚମୀ ଶୁଭ ମୁହୂରତେ ଦିଅ ସୁଜ୍ଞାନ ବିତରି । ଚନ୍ଦ୍ର ସମ ଶ୍ୱେତବସ୍ତ୍ର ପରିହିତା ଶ୍ୱେତ କମଳେ ବିରଜି,ଶ୍ୱେତ ରାଜହଂସ ବାହନେ

Read More