ଚିତ୍ତରଞ୍ଜନ ନାୟକ ଅନୁଭବ ତୁମେ ମୋ ପ୍ରେମରଯାହା ଉତ୍ପନ୍ନ ହେଲାପ୍ରଥମ ଥରମୋ କଅଁଳ ନିଷ୍ପାପ ହୃଦୟରୁ !! ସ୍ପର୍ଶ ତୁମେ ସେହି ସ୍ନେହରଯାହା ଅନୁଭୂତ ହୁଏକାହା କାନ୍ଧରେମସ୍ତକର ସାହାରାମାଗିଲେ !! ପ୍ରତୀକ୍ଷା ତୁମେସେହି ମିଳନ

Read More

ଶୁଭଲକ୍ଷ୍ମୀ ବେହେରା ଦେଖଣାହାରୀ ତ ଅନେକ କଥା କହିବେ,କହି କହି ତୁମ ସ୍ଵାଧୀନ ଚିନ୍ତାଧାରାକୁପରାଧୀନ ମଧ୍ୟ କରିବେ,ହେଲେ ତୁମେ ନିଜ ସମ୍ବନ୍ଧରେ ଭାବିବ ଯେତେଥର,ହୃଦୟ ତୁମକୁ ପ୍ରତିଥର ସାନ୍ତ୍ଵନା ଦେବ,ନିଜେ ମୁଁ ନିଜର ।

Read More

ଭବାନୀ ଶଙ୍କର ନାଥ ଗାଁ ସ୍ମୃତି ଏକ ଅପାସୋରାଆଈମା’ର କାହାଣୀ ପେଡ଼ି,ଯେତେ ସାଉଁଟିବ ସେତେ ଭାଳି ହବମନୁ ନହୋଇବ ଫେଡ଼ି । ଗାଁ ଚାଟଶାଳୀ, ତା’ ଧାନକିଆରୀମନହୁଏ ତାକୁ ଝୁରି,ତା’ ମାଟିପବନ ଚନ୍ଦନର ସମମାଥେ

Read More

ପ୍ରଶାନ୍ତ କୁମାର ନାଥ ଦେଇଥିଲି ହସ ଓଠରେ ତୁମରମୋ ଆଖିରେ ଦେଲ ଲୁହସେ ଲୁହକୁ ପ୍ରିୟା ଆପଣା କରି ମୁଁକେମିତି ବଞ୍ଚିବି କୁହ । ସାଥେ ରହିବାର ଶପଥ କରିଲମଥାକୁ ମୋହର ଛୁଇଁତୁମେ ଗଲାପରେ

Read More

ଶ୍ରୀପାଳ ପଣ୍ଡା ମନେ ଇଚ୍ଛାଙ୍କ କୋଳାହଳଚାଲିବାକୁ ସମାଜ-ପରିଜନ ସହକାନ୍ଧରେ କାନ୍ଧ ମିଳାଇ !ବାସ ! କେଇପାଦ ଚାଲିବା କିନ୍ତୁଉପେକ୍ଷିତ, ଅଗ୍ରାହ୍ୟ, ଅଯୋଗ୍ୟସେଇ ଭୟରେ ମୁଁ ଅସ୍ଥିର, ଅଶାନ୍ତମୁଁ ନିଃସଙ୍ଗ ପଥର ପଥିକ ! କର୍ତ୍ତବ୍ୟ

Read More

ସୁଚରିତା ପାତ୍ର ତା’ର ଷ୍ଟେସନ… ସେ ସବୁବେଳେ କୁହେଷ୍ଟେସନ ଥରିଗଲେପାଣି ପରି ସେ ବି ଚହଲିଯାଏ …କେଜାଣି ତା’ର କ’ଣ ଏତେ ଆନ୍ତରିକତା ଏଇ ବାଣୀବିହାର ଷ୍ଟେସନ ସହରେଳ ଟ୍ରାକ୍ ଠାରୁ ଆରମ୍ଭ କରି

Read More

ଦେବଯାନୀ ରାୟ ଆସ ଖରାକୁ ପିଠି କରି ଗଢ଼ିବା ଆମ୍ବ୍ର କୁଞ୍ଜକୋଇଲି କୁହୁତାନେ ଚିତ୍ରେଇବା ସ୍ଵପ୍ନ ପୁଞ୍ଜ । ମହାବାତ୍ୟା ଭୋଗି ସାରିଥିବା ଡେଣାମାନଙ୍କୁଦେଇଦେବା ଗୋଟେଗୋଟେ କୁହୁକ ସ୍ପର୍ଶଅସଜଡ଼ା ଜୀବନକୁ ସଜେଇବା ଧାଡ଼ି କରିନିଜ

Read More

ଏନ୍. ନିଳମାଧବ ପାତ୍ର ମୁଁ ସେମାନଙ୍କ କଥାକୁନିରବରେ ଶୁଣୁଥିଲି,ତା’ର ଅର୍ଥ ନୁହେଁମୁଁ ସେମାନଙ୍କୁ ସମର୍ଥନ କରୁଥିଲି । ଅସହାୟ ଏ ପରିବେଶରେ,ଅସମାପ୍ତ ଏ ଆଲୋଚନା,ଅଯୌକ୍ତିକ ଏ ଉପସ୍ଥାପନା…। ସବୁ ପୃଷ୍ଠା ଖୋଲି ଦେଉଥିଲାସେ ତରଙ୍ଗିତ

Read More