ଗୀତାଞ୍ଜଳି ପୃଷ୍ଟି ପୂଜ୍ୟ ଗୁରୁଦେବ ଦେବତା ସମାନତୁମ ପଦେ ରଖି ଲୟଅତିକ୍ରମି ବାଧା ଜିଣିବି ଜଗତତୁଟାଇ ମନରୁ ଭୟ । ତୁମ କର ସ୍ପର୍ଶେ ଦୂରହେଲା ମୋରଅଜ୍ଞାନ ତମସା ଘୋରଦେଖାଇଲ ତୁମେ ଶୂନ୍ୟରୁ ପୂର୍ଣ୍ଣକୁବ୍ରହ୍ମମୟ
Category: କବିତା
ପୁଷ୍ପଲତା ଶତପଥୀ ଭୁଲି ହୁଏନାହିଁ ଅଭୁଲା ଅତୀତସ୍ମୃତି ହୋଇଯାଏ ରହିଯେତେ ଖୋଜିଲେ ବି ମିଳେନାହିଁରହେ ପ୍ରଶ୍ନବାଚୀ ହୋଇ । ହେ ମୋର ଅତୀତ କାହିଁ ଚାଳିଗଲମୋତେ କରିଦେଇ ଏକାଅଫେରା ରାଇଜେ ରହିଅଛି ମୁହିଁସାଉଁଟୁଛି ପରିଭାଷା
ତାରାପ୍ରସାଦ ଜେନା ରକେଟରେ ବସି ଚାଲ ଆମେ ମିଶି ପଳେଇଯିବା ଜହ୍ନକୁସେଇଠାରେ କେତେ ମଜା କରି ସତେବଢ଼େଇଦେବା ପ୍ରେମକୁ…….ରକେଟରେ ବସି ଚାଲ ଆମେ ମିଶି….. ! ୦ ! ଥଣ୍ଡାଥଣ୍ଡା ମନ କାଟି ସବୁଦିନହସିବା
ବିଶ୍ୱେଶ୍ୱର ମାଝୀ ରାତିରେ ଆଲୋକ ଦେଖାଏ ଶଶାଙ୍କଶୀତଳତା ଭରିଦିଏଗୁରୁଦ୍ରୋହୀ ଶାପ ପକ୍ଷେ ଆଲୋକିତପକ୍ଷେ ଅନ୍ଧକାର ସହେ । ଶିବଙ୍କ ଜଟାରେ ଶୀତଳତା ଭରିରାହୁକେତୁ କୋପ ସହଗ୍ରହ ମଧ୍ୟେ ଗଣା ପ୍ରଭାବିତ କରେଜୀବନକୁ ଚନ୍ଦ୍ର ଗ୍ରହ
କହ୍ନେଇ ସାହୁ କବିର ମୃତ୍ୟୁ ପରେହାତ ତାର ଛିଣ୍ଡି ପଡ଼ିଲା ଶିକୁଳିରୁବର୍ଷା ଘନେଇ ଆସିଲାଇତସ୍ତତ ହୋଇ ପଡ଼ି ରହିଲେ ଗଛମାନେଆକାଶ ବରଫ ପାଲଟିଗଲା,ମାଟି ଉର୍ବର ହେଲା କବିର ରକ୍ତରେ l କବି ଜନ୍ମିବାର ଗୋଟେ
ଡ. ଅମୀୟ ମହାପାତ୍ର ସିନ୍ଦୂରା ଫାଟିଲାପୂରୁବ ଆକାଶେ ସୂରୁଯ ଉଠିଲାପକ୍ଷୀ କଳରବ ସକାଳ ସନ୍ଦେଶ ଦେଇଗଲା । ସକାଳ ଶୀତଳ ସୁଲୁସୁଲୁ ବାଆଦେହ ଉଲୁସାଇ ଦିଏ,ସୁନ୍ଦର ଶ୍ୟାମଳ ପ୍ରକୃତି ସୁଷମାଜନ ମନ ମୋହି ନିଏ
ଘନଶ୍ୟାମ ପଲେଇ ଶ୍ରବଣ କୁମାର ଅନ୍ଧ ବାପାମା’ରକରୁଥିଲା ସଦା ସେବାକାନ୍ଧରେ ଭାରକୁ ବୋହିଣ ଦିହିଁଙ୍କୁକରଇ ଆଣିବା ନେବା । (୧) ତାଙ୍କରି ଶରଧା ଦୂର କରେ ବାଧାସଞ୍ଚାରେ ନୂତନ ପ୍ରାଣଏ ସ୍ଥାନୁ ସେ ସ୍ଥାନ
ଲତିକା ମହାପାତ୍ର ଆଜିକାଲି ଖୁବ ହଇଚଇଗୋଟେ ତୁମ୍ଭି ତୋଫାନଅସମ୍ଭବ ଦରଦର ସୁଅଲେଖନୀମାନେ ଚଳଚଞ୍ଚଳମୁଖା ତଳେ ଜାନୁଆର ହସକୁତ୍ସିତ କଟାକ୍ଷଦରଦର ଝୀନ ଆବରଣ ତଳେକାମନାର କୋଳାହଳ … ଆମେ କେଉଁ ସବୁ ଦୁଃଖକୁ ବଖାଣିବାବିକଳରେ କ୍ରନ୍ଦନ
