ଧନଞ୍ଜୟ ସ୍ଵାଇଁ ପୁଣିଥରେ ଆସନ୍ତନି ବାଉଁସିଏ ବେତକୋଳି ଧରିପୁଣିଥରେ ଆସନ୍ତନି ଷଢେଇଏ ଧୂଳିଭାତ କରି । ୦ । ପୁଣିଥରେ ଆସନ୍ତନି କାଠୁଆଏ ହଳଦୀ ଲଗେଇପୁଣିଥରେ ଆସନ୍ତନି ହାତେ ଧରି କାଇଁଚ ଭୋଗେଇପୁଣିଥରେ ଆସନ୍ତନି
Category: କବିତା
ଛବିରାମ ସେଠୀ ଆହେ ଜଗନ୍ନାଥ ସୃଷ୍ଟିକର୍ତ୍ତା ତୁମ୍ଭେଗଢିଛ ସୁନ୍ଦର ଧରାକେଡ଼େ ମଧୁମୟ ଏ ସାରା ଜଗତରାତି ହୁଏ ଦିନ ପରା ।(୧) ତୁମ୍ଭେ ତ ତୋଳିଛ ନିହାଣ ମୁନରେବିଶାଳ ପୃଥିବୀ ଘରମଣିଷ ଜାତିକୁ ସଂସାରେ
ବିଭୁଦତ୍ତ ଦାସ ସମୀରର ସୁଉସୁଉ ସଙ୍ଗୀତ ମୂର୍ଚ୍ଛନାସେଥିରେ କାକଳିର ସ୍ୱର ସଂଯୋଜନା,ସତେ ଅବା ସୁସଜ୍ଜିତ ଅଙ୍ଗବାସେ କାନନପ୍ରକୃତିର ଶୋଭାକୁ କରେ ମଣ୍ଡନ । ଋତୁ ଚକ୍ରେ ଏହା ଶରତର ଆଗମନଶୁଣି ପ୍ରଫୁଲ୍ଲିତ ହୁଏ ପ୍ରକୃତିର
ସୁନିତା ବଳ ନିର୍ଜୀବ କୁଟାକାଠିମାଟିର ପ୍ରଲେପ ତଳେଲୁକ୍କାୟିତା ବିରାଜିତାଶାରଦା ବରଦାଦିବ୍ୟରୂପା ଶତରୂପାତୁମରି ମଙ୍ଗଳମୟୀ ସତ୍ତା । ସାକାର ନିରାକାର ଅଣାକାରଚିନ୍ମୟୀ, ମୃଣ୍ମୟୀ ସତ୍ ଚିତ୍ ଆନନ୍ଦ ସ୍ଵରୂପା,ସବୁ ଆବାହନ, ବିସର୍ଜନ, ବିଲ୍ଵବରଣପୂର୍ବରୁ ଓ ପରେତୁମେ
ଦୁର୍ଗା ପ୍ରସାଦ ମଲ୍ଲିକ ହେ ମହାତ୍ମା, ହେ ଜାତିର ପିତାସତ କହୁଛି, ବିଶ୍ୱାସ କରସବୁରି ମୂଳରେ ତୁମେ । କିଛି ବଦଳି ନାହିଁ କିବଦଳିବ ନାହିଁଆଜି ବି ତୁମେ ନମସ୍ୟ, ଚିର ପୂଜନୀୟଆଜି ବି
ଗୀତାଞ୍ଜଳି ପୃଷ୍ଟି ବରଷାର ଅନ୍ତେ ଆସିଛି ଶରତଚପଳା ପ୍ରକୃତି ସାଥେଚାମର ହଲେଇ ହସେ କାଶତଣ୍ଡୀଶୁଭ୍ର ଧବଳ ପଥେ । ଆସିବ ଆସିବ ପାରବଣ ଋତୁଧରା ହେବ ଚମତ୍କାରଘୁଞ୍ଚିଯିବ କ୍ଳେଶ ଭରିଯିବ ହସପ୍ରାଣେ ପ୍ରାଣେ ପୁଲକର
ଅରୁଣ କୁମାର ମିତ୍ର ଶରତ ଆସିକି ଦ୍ବାର ପ୍ରାନ୍ତେଖୁସି ଖୁସି ସୁଲଳିତ ପବନଦେଖୁଅଛି ବରଷାର ଅନ୍ତେଡାଳେ ପ୍ରଜାପତି, ଆସେ ଶୁଭକ୍ଷଣ । ମଧ୍ୟେ ମଧ୍ୟେ ଭାରି ବୃଷ୍ଟିନୂଆ ରୂପେ ଦିଶୁଅଛି ଧରଣୀକିଏ କଲା ଅପରୂପ
