ଲକ୍ଷ୍ମୀପ୍ରିୟା ଓଝା କେଉଁଠୁ ଆରମ୍ଭ କରିବି ? ସମସ୍ତେ ଜାଣନ୍ତି ବିଶିଷ୍ଠ ଗାଳ୍ପିକା କେନ୍ଦ୍ର ସାହିତ୍ୟ ପୁରସ୍କାର ବିଜେତା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କୁ | ତାଙ୍କ ସାହିତ୍ୟର ସବୁଠି ଆଲୋଚନା | କିନ୍ତୁ ଅନାଲୋଚିତ
Author: ସମ୍ପାଦକ
ବହି: ବର୍ଣ୍ଣ ଇନ୍ ବ୍ଲାକ୍ନେସ୍: ଆଫ୍ରିକା, ଆଫ୍ରିକାନ୍ସ ଆଣ୍ଡ ଦି ମେକିଂ ଅଫ୍ ମଡର୍ଣ୍ଣ ୱାର୍ଲ୍ଡ, ୧୪୭୧ ଟୁ ଦି ସେକେଣ୍ଡ ୱାର୍ଲ୍ଡ ୱାର୍ଲେଖକ: ହାୱାର୍ଡ ଡବ୍ଲ୍ୟୁ ଫ୍ରେଞ୍ଚ୍ପ୍ରକାଶକ: ଲିଭରାଇଟ୍, ପୃଷ୍ଠା: ୪୯୯ ବର୍ତ୍ତମାନ
ସୁପ୍ରିୟା ପ୍ରଶାନ୍ତ ଭାଗ –୮ ରାଗ ଅନୁରାଗ ରମେଶ ଗଲା ପରେ ମୁଁ ହାରମୋନିଅମ୍ ଧରି କେତେ ସମୟ ଅଭ୍ୟାସ କଲି। କାଲି ସନ୍ଧ୍ୟାରେ ଆମର ଦୂରଦର୍ଶନରେ ସିଧା ପ୍ରସାରଣ। ସେଥିପାଇଁ କଣ ପିନ୍ଧିବୁ
ଭାନୁଜୀ ରାଓ ଆମ ସମସ୍ତଙ୍କ ଶେଷ ଠିକଣାଅରୁଆ କଦଳୀ ବଣ ।ସଡ଼କ ସିଧା ଲମ୍ବିଛି,ଖୋଜି ପାଇବାରେ ଅସୁବିଧା ନାହିଁ,ଆପଣ ନିଶ୍ଚେ ଦିନେନା ଦିନେପହଞ୍ଚି ଯିବେ ଠିକ୍ ଜାଗାରେ । ନା-ନା, ଖ-ବ-ର-ଦା-ର,ବ୍ଲାଉଜ୍ର ଦ୍ୱିତୀୟ ବୋତାମରେଟିପ
ବହି: ଦେଖିନଥିବା ଘରପୋଡିର ଦୃଶ୍ୟଲେଖକ: ଭାନୁଶଙ୍କର ମହାନ୍ତିପ୍ରକାଶକ: ବର୍ଷା ପବ୍ଲିକେସନ, ଭୁବନେଶ୍ୱରମୂଲ୍ୟ: ୨୦୦ ଟଙ୍କା, ପୃଷ୍ଠା: ୧୨୦ ଦେଖିନଥିବା ଘରପୋଡିର ଦୃଶ୍ୟ, ଭାନୁଶଙ୍କର ମହାନ୍ତିଙ୍କର ପ୍ରଥମ ଗଳ୍ପ ସଂକଳନ । ଯେ କୌଣସି ଲେଖକ
ଭାନୁଜୀ ରାଓ ମୁଁ ଗୋଟିଏ ନଈକୁ ଚିହ୍ନିଥିଲି- ଭଲ ପାଇଥିଲି ।ଯିଏ ଏକ ବେଗବାନ ଘୋଡ଼ା ପରିଦୌଡୁଥିଲା ଭେଟିବାକୁ ସମୁଦ୍ର ।ସେ ଧାଉଁଥିଲା ଦୂର ବନସ୍ତର ବସନ୍ତକୁ ଛୁଇଁବାକୁ,ମଞ୍ଜରିତ ଡାଳ ସବୁ ଶିହରିତ ହେଉଥିଲେ
