ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ବାଲେଶ୍ଵର ଜିଲ୍ଲାର ଶଙ୍ଖାରୀ ଗସ୍ତ କରିଛନ୍ତି । ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ
Author: ସହ-ସମ୍ପାଦକ
ଭୁବନେଶ୍ଵର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ସୃଜନ ଶକ୍ତିର ବିକାଶ ଦିଗରେ କାର୍ଯ୍ୟରତ ତାଳପଦେଶ୍ଵରୀ ସାହିତ୍ୟ ଆସର ପକ୍ଷରୁ ଗତକାଲି ବିଶ୍ଵବିଦ୍ୟାଳୟର ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରାଯାଇଛି । ସ୍ନାତକୋତ୍ତର ଓଡ଼ିଆ
ଦୁର୍ଗା ପ୍ରସାଦ ମଲ୍ଲିକ ହେ ମହାତ୍ମା, ହେ ଜାତିର ପିତାସତ କହୁଛି, ବିଶ୍ୱାସ କରସବୁରି ମୂଳରେ ତୁମେ । କିଛି ବଦଳି ନାହିଁ କିବଦଳିବ ନାହିଁଆଜି ବି ତୁମେ ନମସ୍ୟ, ଚିର ପୂଜନୀୟଆଜି ବି
ଗୀତାଞ୍ଜଳି ପୃଷ୍ଟି ବରଷାର ଅନ୍ତେ ଆସିଛି ଶରତଚପଳା ପ୍ରକୃତି ସାଥେଚାମର ହଲେଇ ହସେ କାଶତଣ୍ଡୀଶୁଭ୍ର ଧବଳ ପଥେ । ଆସିବ ଆସିବ ପାରବଣ ଋତୁଧରା ହେବ ଚମତ୍କାରଘୁଞ୍ଚିଯିବ କ୍ଳେଶ ଭରିଯିବ ହସପ୍ରାଣେ ପ୍ରାଣେ ପୁଲକର
ଭୁବନେଶ୍ୱର : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ ‘ରଚନା’ ପକ୍ଷରୁ ଆସନ୍ତା ୧୩ ତାରିଖ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ପି.ପି. ଏକାଡ଼େମୀ ସଭାଗୃହରେ ‘କଥାକାର ମନୋଜ ପଣ୍ଡା ସର୍ଜନ ପୁରସ୍କାର ସମାରୋହ ଓ ସ୍ମାରକୀ
ଅରୁଣ କୁମାର ମିତ୍ର ଶରତ ଆସିକି ଦ୍ବାର ପ୍ରାନ୍ତେଖୁସି ଖୁସି ସୁଲଳିତ ପବନଦେଖୁଅଛି ବରଷାର ଅନ୍ତେଡାଳେ ପ୍ରଜାପତି, ଆସେ ଶୁଭକ୍ଷଣ । ମଧ୍ୟେ ମଧ୍ୟେ ଭାରି ବୃଷ୍ଟିନୂଆ ରୂପେ ଦିଶୁଅଛି ଧରଣୀକିଏ କଲା ଅପରୂପ
ଭୁବନେଶ୍ଵର : ଯାଜପୁର ଜିଲ୍ଲା ସୁକିନ୍ଦା ନିବାସୀ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଡ. ଲକ୍ଷ୍ମୀକାନ୍ତ ଦାଶ ବିଶ୍ଵ ଦରବାରରେ ନିଜର ପରାକାଷ୍ଠା ପ୍ରତିପାଦନ କରିପାରିଛନ୍ତି । ତାଙ୍କ କବିତା ଗିନିଜ୍ ବୁକ୍ ଅଫ୍
ଭୁବନେଶ୍ୱର : ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ୨୦୨୩ ବର୍ଷ ନିମନ୍ତେ ସାହିତ୍ୟ ପୁରସ୍କାର ଘୋଷଣା କରିଛି । ଅନୁଷ୍ଠାନର ଅଧ୍ୟକ୍ଷ ଭାଗୀରଥି ବେହେରା ଏବଂ ସଭାପତି ଡା. ରାଜେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ
ଡ. ଶୈଳଜା ମିଶ୍ର ପୂର୍ବ ଭଳିବରଷକେ ଥରେନିର୍ଦ୍ଧିଷ୍ଟ ଦିନମାନଙ୍କରେସେମାନେ ଆମରମନେପଡ଼ନ୍ତି, ଉଇ ଲାଗିଥିବା ଫଟୋକୁସେଦିନ କିନ୍ତୁ ଯତନରେମଖମଲ କପଡ଼ା ଉପରେ ରଖିଗେଣ୍ଡୁ ମାଳା ପିନ୍ଧାଇବଡ଼ବଡ଼ ଭାଷଣ ଦେଉ ଆମେମାନେ ନିର୍ଜୀବ ମୂର୍ତ୍ତିମାନେଫଟୋ ଉଠାଇବାକୁବାଧ୍ୟ ହୁଅନ୍ତି,
