ଦେବଯାନୀ ରାୟ ଆସ ଖରାକୁ ପିଠି କରି ଗଢ଼ିବା ଆମ୍ବ୍ର କୁଞ୍ଜକୋଇଲି କୁହୁତାନେ ଚିତ୍ରେଇବା ସ୍ଵପ୍ନ ପୁଞ୍ଜ । ମହାବାତ୍ୟା ଭୋଗି ସାରିଥିବା ଡେଣାମାନଙ୍କୁଦେଇଦେବା ଗୋଟେଗୋଟେ କୁହୁକ ସ୍ପର୍ଶଅସଜଡ଼ା ଜୀବନକୁ ସଜେଇବା ଧାଡ଼ି କରିନିଜ
Tag: life
ଭବାନୀ ଶଙ୍କର ନାଥ ଶାନ୍ତିର ପରୀ ମୁଁହିରେଶାନ୍ତି ମୋର ଲୋଡ଼ା,ଅଶାନ୍ତିର କାଳ ଗୃହରେକରାଅନା ମୋତେ ଛିଡ଼ା । ଏ କାଳ ଗୃହରୁ ମୁକ୍ତି କରିଦିଅ ବାହାରେ ମୋତେ ଛାଡ଼ି,ମୁକ୍ତ ଆକାଶେ ଉଡ଼ିବି ମୋଅବସ ଡେଣାକୁ
ଶ୍ଵେତପଦ୍ମା ପାଢୀ ପକ୍ଷୀଟିଏ ପରିଣତ ବୟସରେ ପହଞ୍ଚିଲେ ସାରା ଆକାଶେ ଉଡ଼ିବାକୁ ଚାହେଁ । ହେଲେ ବେଳେବେଳେ ଏକ ଭୟ ଓ ଲଜ୍ୟାର କଳାମେଘ ତା’ ଉଡ଼ାଣକୁ ରୋକିଦିଏ । ବିଜୁଳି ଚମକରେ ଚମକି
ସଞ୍ଜୟ କୁମାର ଜୟସିଂହ ସ୍ଵାର୍ଥ ପାଇଁ ଗଢା ନିବିଡ଼ ସମ୍ପର୍କଯେତେ ମିଛ ଅଭିନୟ,ସ୍ଵାର୍ଥ ସରିଗଲେ ଆପଣା ଯେ ପରଭୁଲିଯାଏ ପରିଚୟ । ମଣିଷ ହୋଇକି ମଣିଷ ଚିହ୍ନିବାସହଜ ନୁହଁଇ ଏତେ,ମଣିଷ ଭିତରେ ମଣିଷ ଅଛନ୍ତିଦାନବ
ବିଜୟଲକ୍ଷ୍ମୀ ଦାଶ ମାୟା ମୋ ପଛରେ, ଆଉ ମୁଁ ନିର୍ବାଣ ପଛରେ ଧାଇଁ ଥାଉ ! ଏମିତି ଅନେକ ବାଟ ଧାଇଁଲା ପରେ ମୁଁ ଯେବେ କ୍ଳାନ୍ତ ଅନୁଭବ କଲି ଠିକ୍ ସେତିକିବେଳେ ଦେଖିବାକୁ
ଓମକାର ମିଶ୍ର ଗୋଟିଏ ଜଙ୍ଗଲରେ ଗୋଟିଏ ହାତୀ ଥିଲା । ସେ ବହୁତ ଦୁଷ୍ଟମୀ କରୁଥିଲା । ଜଙ୍ଗଲର ଅନ୍ୟ ପଶୁପକ୍ଷୀମାନଙ୍କୁ ହଇରାଣ କରେ । ଅନ୍ୟମାନେ ଦିନେ ତେଣୁ ଏନେଇ ରାଜାଙ୍କ ପାଖରେ