ରାଧାମୋହନ ଗଡ଼ନାୟକ -୧-ବିଷର ଜଗତେ ମୁହିଁ, ଦେଖିଅଛିଜୀବନର ମଧୁ!ମଧୁରାଜ୍ୟେ ବିଷ ତୁମେ କେଉଁପରିସୃଜିଅଛ ବନ୍ଧୁ?ପ୍ରୟୋଜନ ନାହିଁ ଆଉ, ଶେଷ ଏବେମନ୍ଦିର ଅଧ୍ୟାୟ,ସେଥିପାଇଁ ସୁଚତୁର ଅସ୍ତ୍ର ତୋଳିନେଇଚ ବିଦାୟ । -୨-ତୁମରି ନାଆଁରେ ବନ୍ଧୁ ମୁଁ

Read More

ବହି – ସ୍ପିଡ୍‍ ଆଣ୍ଡ ସ୍କେଲ୍‍: ଆନ୍‍ ଆକସନ୍‍ ପ୍ଲାନ ଫର ସଲଭିଂ ଆୱାର କ୍ଲାଇମେଟ୍‍ କ୍ରାଇସିସ୍‍ ନାଓଲେଖକ – ଜନ ଡୁଅରପ୍ରକାଶକ – ପେଙ୍ଗୁଇନ୍‍ପୃଷ୍ଠା – ୪୪୮, ମୂଲ୍ୟ – ୭୯୯ ଟଙ୍କା

Read More

ଶରତକୁମାର ରାଉତ ଅରିନ୍ଦମ ଜାଣିଥିଲା, ସ୍ୱଦେଶ ଓ ବିଦେଶ ମଧ୍ୟରେ ଢ଼େର ଫରକ୍ ରହିଛି । ସ୍ୱଦେଶରେ ଜଣେ ନାଗରିକ ସବୁକିଛିର ସ୍ୱାଧୀନତା ପାଇଥାଏ । ଆଉ ବିଦେଶରେ ସବୁକିଛି ସୀମା ଭିତରେ କରିବାକୁ

Read More

ଲକ୍ଷ୍ମୀପ୍ରିୟା ଓଝା କେଉଁଠୁ ଆରମ୍ଭ କରିବି ? ସମସ୍ତେ ଜାଣନ୍ତି ବିଶିଷ୍ଠ ଗାଳ୍ପିକା କେନ୍ଦ୍ର ସାହିତ୍ୟ ପୁରସ୍କାର ବିଜେତା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କୁ | ତାଙ୍କ ସାହିତ୍ୟର ସବୁଠି ଆଲୋଚନା | କିନ୍ତୁ ଅନାଲୋଚିତ

Read More

ବହି: ବର୍ଣ୍ଣ ଇନ୍‍ ବ୍ଲାକ୍‍ନେସ୍‍: ଆଫ୍ରିକା, ଆଫ୍ରିକାନ୍ସ ଆଣ୍ଡ ଦି ମେକିଂ ଅଫ୍‍ ମଡର୍ଣ୍ଣ ୱାର୍ଲ୍ଡ, ୧୪୭୧ ଟୁ ଦି ସେକେଣ୍ଡ ୱାର୍ଲ୍ଡ ୱାର୍‍ଲେଖକ: ହାୱାର୍ଡ ଡବ୍ଲ୍ୟୁ ଫ୍ରେଞ୍ଚ୍‍ପ୍ରକାଶକ: ଲିଭରାଇଟ୍‍, ପୃଷ୍ଠା: ୪୯୯ ବର୍ତ୍ତମାନ

Read More

ସୁପ୍ରିୟା ପ୍ରଶାନ୍ତ ଭାଗ –୮ ରାଗ ଅନୁରାଗ ରମେଶ ଗଲା ପରେ ମୁଁ ହାରମୋନିଅମ୍ ଧରି କେତେ ସମୟ ଅଭ୍ୟାସ କଲି। କାଲି ସନ୍ଧ୍ୟାରେ ଆମର ଦୂରଦର୍ଶନରେ ସିଧା ପ୍ରସାରଣ। ସେଥିପାଇଁ କଣ ପିନ୍ଧିବୁ

Read More

ଶରତକୁମାର ରାଉତ ଆଜିର ସମାଜରେ ସମୁଦ୍ରର ସ୍ରୋତ ପରି ପ୍ରଶଂସା ପିପାସୁ ଓ କ୍ଷମତାଲିପ୍‌ସୁ ମଣିଷର ଅରଣ୍ୟ । ସମାଜସେବା, ସାହିତ୍ୟିକତା, ଅଭିନୟ, ସଙ୍ଗୀତ, କ୍ରୀଡ଼ା, ଅସାଧାରଣ ବୈଜ୍ଞାନିକ କୌଶଳ, ଆଭିଜାତ୍ୟ ରାଜନୀତି କିମ୍ବା

Read More

ଭାନୁଜୀ ରାଓ ଆମ ସମସ୍ତଙ୍କ ଶେଷ ଠିକଣାଅରୁଆ କଦଳୀ ବଣ ।ସଡ଼କ ସିଧା ଲମ୍ବିଛି,ଖୋଜି ପାଇବାରେ ଅସୁବିଧା ନାହିଁ,ଆପଣ ନିଶ୍ଚେ ଦିନେନା ଦିନେପହଞ୍ଚି ଯିବେ ଠିକ୍‍ ଜାଗାରେ । ନା-ନା, ଖ-ବ-ର-ଦା-ର,ବ୍ଲାଉଜ୍‍ର ଦ୍ୱିତୀୟ ବୋତାମରେଟିପ

Read More