ଭୁବନେଶ୍ଵର: ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ବୁଧବାର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କବିତା ରଚନା ସହ ସମାଲୋଚନା, ଅନୁବାଦ
ବହି: ବୁଲେଟସ୍ ଓଭର ବମ୍ବେଲେଖକ : ଉଦୟ ଭାଟ୍ଟିଆପ୍ରକାଶକ: ହାରପର କଲିନ୍ସପୃଷ୍ଠା: ୨୪୩, ମୂଲ୍ୟ: ୩୯୯ଟଙ୍କା ହିନ୍ଦୀ ବାଣିଜ୍ୟିକ ଚଳଚ୍ଚିତ୍ରରେ ନାୟକ ପରି ଖଳନାୟକ ବି ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ ଅବସ୍ଥାପିତ । ଆଉ
ପ୍ରବାସୀ ଭାଷା ସମ୍ମାନ-୨୦୨୨ ଘୋଷିତ ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଓଡି଼ଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ସସ’ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ-୨୦୨୨ ଘୋଷଣା କରାଯାଇଛି ।ଅନୁଷ୍ଠାନର
ଭୁବନେଶ୍ୱର: ଗବେଷଣା ପ୍ରତି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି । ଓଡି଼ଆ ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା(ଓୟୁଆରଆଇଆଇପି)ରେ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି
ବହି: ଇନଫେକ୍ସିଅସ ପାଥୋଜେନସ୍ ଆଣ୍ଡ ହାଓ ଉଇ ଫାଇଟ ଦେମ୍ଲେଖକ: ଜନ ଏସ୍ ଟ୍ରେଗୋନିଂପ୍ରକାଶକ: ସାଇମନ ଆଣ୍ଡ ସୁଷ୍ଟରପୃଷ୍ଠା: ୩୭୪, ମୂଲ୍ୟ: ୬୯୯ ଟଙ୍କା ୨୦୧୯ ଶେଷ ଏବଂ ୨୦୨୦ର ଆରମ୍ଭବେଳେ କରୋନା ଭାଇରସର
କୃଷ୍ଣାକେଶୀ ବଳିୟାରସିଂହ ସମାନତାର ଦ୍ୱାହି ଦେଇକରତାଳି ସାଉଁଟିଲଶ୍ରୋତାମଣ୍ଡଳୀରେପ୍ରିୟ ବକ୍ତା ବୋଲାଇଲ ତୁମ ପରେ ହେଲିମୁଁ ମଞ୍ଚାସିନକରିବାକୁ କିଛି ଅଡ଼ୁଆପ୍ରଶ୍ନର ସମାଧାନ ରାତିରେ ମୋ ଚଲାପଥହୋଇଯାଏ କଣ୍ଟକିତଦେଉଥାଏ କେଉଁ ଅଜଣାବିପଦର ସଙ୍କେତ….ତୁମ ପୁରୁଷ ଜାତି ପାଇଁଆଜି
ଶୁଭଶ୍ରୀ ପ୍ରଧାନ ଏଠି ଗଣତନ୍ତ୍ର ହୁଏ ରାଜନୀତି ହାତେ ବଳାତ୍କାର,ହଁ ମୁଁ ସୁଭାଷ କହୁଛିଏବେବି ଚେଇଁରହିଛି,ମୋ ଅଖଣ୍ଡ ଭାରତ ମାଆକୁଦିଲ୍ଲୀରୁ ପଲ୍ଲୀ ଖଣ୍ଡ ଖଣ୍ଡ ହେବାର ଦେଖୁଛି lସବୁ ଷଡଯନ୍ତ୍ରର ସୂତ୍ରଧାରକ ଶକୁନି ମାମୁଁଙ୍କୁ,ଖୁବ
ବହି: ଇଣ୍ଡିଆନସ ଇନ୍ ଲଣ୍ଡନ ଫ୍ରମ ଦି ବାର୍ଥ ଅଫ ଦି ଇଷ୍ଟ ଇଣ୍ଡିଆ କମ୍ପାନୀ ଟୁ ଇଣ୍ଡିପେଣ୍ଡଣ୍ଟ ଇଣ୍ଡିଆଲେଖକ: ଅରୁପ ଚାଟାର୍ଜୀପ୍ରକାଶକ: ବ୍ଲୁମସ୍ ବେରୀପୃଷ୍ଠା: ୫୭୦ । ମୂଲ୍ୟ: ୧୨୯୯ ଟଙ୍କା ତିରିଶ
