ଭୁବନେଶ୍ୱର : ସାହିତ୍ୟ ଏକାଡ଼େମୀ, ନୂଆଦିଲ୍ଲୀ ସମେତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଏକ ମିଳିତ ଆନୁକୂଲ୍ୟରେ ସଂଘଠିତ ହୋଇଥିବା “ସୌର ଭାଷା ସମ୍ମେଳନ” ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି

Read More

ଅରୁଣ କୁମାର ତ୍ରିପାଠୀ ଭେଣ୍ଟିଲେଟରରେ ଯେବେ ମୁଁ ଅଚେତ ଥିଲିମୋ କଷ୍ଟକୁ ନିଜର କରିକଇଁକଇଁ ହେଇ ଚାଲିଆସିଥିଲ ତମେଅନଅଥରାଇଜଡ୍ ଲିଭ୍ କୁ ଭୃକ୍ଷେପ ନକରିମୋ ପାଦ ଧରି କାନ୍ଦୁଥିଲ ଯେବେହେଲେ ନିର୍ଦ୍ଦୟ ବିଧାତାମୋ ପାଟିରୁ

Read More

ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଜୀବନର ସୁଆଦ ଅଛି । ମରଣ ନାହିଁ, ଦୁଃଖ ନାହିଁ । କେଡ଼େ ଚମତ୍କାର ଓ ଆବେଗପୂର୍ଣ୍ଣ ଶବ୍ଦରେ ଜୀବନକୁ ଦୁଇ ଧାଡ଼ିରେ ଲେଖି ଦେଇଥିଲେ ଗୋପୀନାଥ ମହାନ୍ତି

Read More

ଡ. ବିଭୁଦତ୍ତ ନାୟକ ଦୀପଟିଏ ହେଇକିଛି ସମୟ ଜଳିପାରିବ ମୋ ପାଇଁ ?ବିଶ୍ଵାସ ଅଛି ମୋର, ତୁମେ ମନା କରିବନି,ଏଠି ଖୁବ୍ ଅନ୍ଧାରକଥା ଦିଅ, ଆଲୁଅ ଧାରେବିଚ୍ଛେଇ ଦେଇଥିବମୋ ଅଙ୍କାବଙ୍କା ଚଲାପଥରେମୋର ଶେଷ ପଦପାତ

Read More

ବହି: ନିଉ ଏଜ୍ ପବ୍ଲିକ ରିଲେସନଲେଖକ: ସୁବିର ଘୋଷପ୍ରକାଶକ: ସାହିତ୍ୟ ସଂସଦ, କୋଲକତାମୂଲ୍ୟ: ୮୫୦ ଟଙ୍କା ପବ୍ଲିକ ରିଲେସନସ୍ ବା ଲୋକ ସଂପର୍କ ବର୍ତ୍ତମାନ ଏକ ସମ୍ମାନଜନକ ବୃତ୍ତି । ଏହାର ଅବଧାରଣା ଦୀର୍ଘ

Read More

ବିଶ୍ୱଜିତ ପାଣି ମନେନାହିଁ ମୋର ମନମୟୂରୀକୁ ମନ ଦେଇଥିଲି କେବେ….ମେଘ ଘୋଟିଥିଲା, ତାରା ଫୁଟିଥିଲା, ଜହ୍ନ ଉଠୁଥିଲା ନଭେ…!କାକରଭିଜା ସେ ପାହାନ୍ତି ଅନ୍ଧାରେ ଅବା ବତୀ ଯେବେ ଲିଭେ….କିବା ସଞ୍ଜବେଳେ ମନ୍ଦିରରୁ ଯେବେ ମଙ୍ଗଳଆଳତୀ

Read More

କେନ୍ଦ୍ରାପଡ଼ା : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୌସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ଏକ ବିଷୁବ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ସ୍ଥାନୀୟ ସଞ୍ଜିବନୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ

Read More

ମାନସ ରଞ୍ଜନ ନାୟକ ଜୀବନ ଜୀବିକାର ପ୍ରତିଦ୍ୱନ୍ଦ୍ୱିତାରେ, ଭିଟାମାଟି ଦୁଃସ୍ଵପ୍ନଚେତନାର ଚୌହଦୀରେ କ୍ଷୀଣ ଶୁଭେ, ହରେ ରାମ ହରେ କୃଷ୍ଣ ।ହଜିଛି ଆତ୍ମୀୟତା, ବିବିଧତା ସତ୍ତ୍ୱେ ଭାଷାର ପ୍ରଗଳ୍ଭତାପ୍ଲାଷ୍ଟିକ୍ ଟଙ୍କା ବଜାରରେ, ମହଙ୍ଗା ମିଳେ

Read More