ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ନାମରେ ‘ଶାନ୍ତନୁ କୁମାର ଆଚାର୍ଯ୍ୟ ଫାଉଣ୍ଡେସନ’ ଗତକାଲି ହୋଟେଲ ନ୍ୟୁମାରିଅନରେ ଉଦ୍ଘାଟିତ ହୋଇଯାଇଛି । କଳା ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା, ପ୍ରଫେସର

Read More

ଚିତ୍ତରଞ୍ଜନ ନାୟକ ଖୋଲିଦେଲି ନିଜଠି ନିଜକୁସବୁ କଟାଦାଗସବୁ ଘା, ଝାଳଗନ୍ଧସବୁ ଅସହାୟତା, ଅହଙ୍କାରଏ ସବୁ ତୁମରକହିପାରିବିନି କି ଆସ ଢାଙ୍କିଦିଅଏ ଜନ୍ମ ଜନ୍ମାନ୍ତରର ଅପରାଧଏ ଅମୃତ ଅମୃତ ଦିଶୁଥିବାତତଲା ଜହରବୈରାଗ୍ୟ ପରି ଶୂନଶାନଏ ନିଆଁର

Read More

ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ସଂଗ୍ରାହକ ଓ ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ ୧୯୦୭ ମସିହା ଆଜି ଜୁଲାଇ ୧୨ ତାରିଖରେ ନୟାଗଡ଼ ଅନ୍ତର୍ଗତ ରାଇପୁର ଗ୍ରାମରେ ଜନ୍ମ ହୋଇଥିଲେ । ସେ

Read More

ବହି: ‘ସ୍ୱପ୍ନଶ୍ରବା’, ‘ମଧୁବ୍ରତା’ ଏବଂ ‘ଅମୋକ୍ଷ ତପ’କବି: ଉମାକାନ୍ତ ମହାପାତ୍ରପ୍ରକାଶକ: ଶ୍ରୀପର୍ଣ୍ଣା ପ୍ରକାଶନୀ, ଉଦୟରାଗ କମ୍ପେ୍ଲକ୍ସ, ପୁରୀପ୍ରଥମ ପ୍ରକାଶ: ୨୦୧୯ମୂଲ୍ୟ: ୧୧୦, ୧୫୦ ଏବଂ ୧୫୦ ଟଙ୍କା ଉମାକାନ୍ତ ମହାପାତ୍ର ନିଜର ସ୍ୱତନ୍ତ୍ର ଶୈଳୀ

Read More

ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳାଠାରେ ମାନସିଂହ ସାହିତ୍ୟ ସଂସଦ ପକ୍ଷରୁ ୩୦ତମ ମାସିକ ଆଭାଷୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ରୁ ଉର୍ଦ୍ଧ୍ଵ କବି ଓ କବୟତ୍ରୀ

Read More

ଭୁବନେଶ୍ୱର : ଆଧୁନିକ ସମାଜ ଏବେ ବିବର୍ତ୍ତନ ମଧ୍ୟରେ ଗତି କରୁଛି । ବୈଜ୍ଞାନିକ ଚିନ୍ତାଧାରା ଓ ବିଶ୍ଳେଷଣ ପଦ୍ଧତି ପ୍ରତ୍ୟେକ ବ୍ୟକ୍ତିର ଧର୍ମ ଓ ଈଶ୍ଵର ବିଶ୍ଵାସକୁ ପ୍ରଭାବିତ କରିବାରେ ଲାଗିଛି ।

Read More

ଭୁବନେଶ୍ଵର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଅନୁବାଦିକା ଶାରଦା ରଥଙ୍କ ହିନ୍ଦୀରୁ ଅନୁବାଦ ପୌରଣିକ ଉପନ୍ୟାସ ‘କୁନ୍ତି’ ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି । ସୋମବାର ଦିନ ରାଜଭବନଠାରେ

Read More

ଭୁବନେଶ୍ୱର : ସୁଶ୍ରୀ ହରପ୍ରିୟା ସାହୁଙ୍କ କବିତା ସଂକଳନ “ଶିଶୁ କବିତା ସମଗ୍ର” ଏବଂ ସାତଟି କବିତା ପୁସ୍ତକର ଏକତ୍ରିତ ରୂପ ‘ସପ୍ତବର୍ଣ୍ଣା’ ରାଜଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି

Read More

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଆଶିଷ ମହାପାତ୍ର ‘ଆସେନ୍ସନ୍ ଅଫ୍ ଓଡ଼ିଆନ୍ ଫୋକ୍ ଆଣ୍ଡ ଇଣ୍ଡିଜେନସ ଡ୍ୟାନ୍ସ’ ଓ ସ୍ନାତକୋତର ପରିଷଦର ମୁଖ୍ୟ ଚକ୍ରଧର ବେହେରା ଓ ଚନ୍ଦ୍ରଶେଖର ସେଠୀଙ୍କ ଦ୍ଵାରା

Read More

ଧନଞ୍ଜୟ ସ୍ଵାଇଁ ଛିଟା ଛିଟା ବର୍ଷା ଲାଗେ ଭାରି ମିଠାମନରେ ଲଗାଏ ନିଆଁନିଆଁ ନୁହେଁ ସିଏ ଏ ଦେହେ ଅଦିନେବସନ୍ତର ମଧୁଛୁଆଁ । ବରଷା ଝରଇ ଝରଝର ହୋଇବଜାଇ ବିଜୁଳି ବାଜାଯା’ ଲାଗି ଏ

Read More