ଭୁବନେଶ୍ୱର : ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆରମ୍ଭ ହୋଇଥିବା ୧୫ ଦିନିଆ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଏହି କର୍ମଶାଳାରେ ଯୋଗ ଦେଇଥିବା

Read More

ଭୁବନେଶ୍ଵର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ତଥା ଓଡ଼ିଆ ମିଡ଼ିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ବାଣୀବିହାର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ତଥା ପୁରାଣବିତ

Read More

ଭୁବନେଶ୍ୱର : ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ଥାନୀୟ ଶାରଳା ଭବନ ଠାରେ ଭାଷା ପ୍ରକାଶନ ଦ୍ଵାରା ପ୍ରକାଶିତ ହୋଇଯାଇଛି କଥାକାର ଉମାଶଙ୍କର ମିଶ୍ରଙ୍କର ଦୁଇଟି ପୁସ୍ତକ । ଉପନ୍ୟାସ ‘ରହସ୍ୟାବୃତ୍ତ’ ଓ

Read More

ଭୁବନେଶ୍ୱର : ନବଗୁଞ୍ଜର ସଂସ୍କୃତି ମଞ୍ଚ, ଭୁବନେଶ୍ୱର ପକ୍ଷରୁ ୨୦୨୩ ବର୍ଷ ପାଇଁ ବରିଷ୍ଠ ଶିଶୁ ସାହିତ୍ୟିକ, ସ୍ୱନାମଧନ୍ୟ କଥାକାର, ସଂସ୍କୃତି ପ୍ରେମୀ, ଜୀବନୀ ଲେଖକ ତଥା ଲୋକପ୍ରିୟ ସ୍ତମ୍ଭକାର ପ୍ରଫେସର ଦାଶ ବେନହୁର(ଜିତେନ୍ଦ୍ର

Read More

ଭୁବନେଶ୍ୱର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଚଳିତ ବର୍ଷର ୪୪ତମ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଉପନ୍ୟାସିକ ଭୀମ ପୃଷ୍ଟି । ତାଙ୍କ ଲିଖିତ ବହୁଚର୍ଚ୍ଚିତ ଉପନ୍ୟାସ

Read More

ଭୁବନେଶ୍ଵର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକ୍ସର ରୌପ୍ୟ ଜୟନ୍ତୀ ଉଦଘାଟନୀ ଉତ୍ସବ ବୁଧବାର ସ୍ଥାନୀୟ ଭାରତୀୟ ବିଦ୍ୟାଭବନର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଡ. ବିଧୁପ୍ରଭା ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି

Read More

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ପ୍ରହରାଜ ପ୍ରତିଭା ପୂଜା ପରିଷଦ ପକ୍ଷରୁ ବୁଧବାର ଦିନ ସୂଚନା ଭବନଠାରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ

Read More

କ୍ଷଣାପ୍ରଭା ମହାନ୍ତି ତାକୁ ବିସର୍ଜନ କଲାପରେକେଉଁ ପୁଣ୍ୟକାମ କଲାପରି ଲାଗେ କେଜାଣି, କିଏ ପାଏ ଯେ ଆତ୍ମସନ୍ତୋଷ ?ଶିଳ୍ପୀ ନା ପୂଜକ, ନା ମୂକସାକ୍ଷୀ ପରିଦେଖୁଥିବା ଅଗଣିତ ଦର୍ଶକ l ପ୍ରତିବର୍ଷ ଅଶିଣ ଆସିଲେମନେପଡ଼େ

Read More

ସୁରଞ୍ଜନ ପାତ୍ର ବୋଉ କହିଥିଲା ଧନରେଦେଖିଚାହିଁ ଚଳିବୁ ବାହାରେପକ୍ଷୀକୁ ଦେଖି ମନେ ତୋ’ର ଭରିବୁନିଅଦମ୍ୟ ଉଡ଼ାଣନିଘା ରଖିଥିବୁ ଟିକେ ନିଆଁ ଓ ପାଣିକୁଦୂରେଇ ରହିବୁ ଟିକେ ମୋହିନୀ ଛାଇରୁଛାଇ ବି ବେଳେବେଳେ ଦଂଶିପାରେକାଳସର୍ପ ରୂପେ

Read More

ଭୁବନେଶ୍ୱର : ସିଦ୍ଧସାଧକ ଭାଗବତକାର ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଗତକାଲି ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଏହି

Read More