ରଘୁନନ୍ଦନ ମହାପାତ୍ର ଓ ଶ୍ରୁତକୀର୍ତ୍ତି ତ୍ରିପାଠୀ ସାରସ୍ଵତ ସମ୍ମାନରେ ସମ୍ମାନିତ ହେବେ ଭୁବନେଶ୍ଵର : ଓଡ଼ିଶାର ଜନପ୍ରିୟ ମନସ୍ତତ୍ତ୍ଵବିତ ଓ ସାହିତ୍ୟିକା ପ୍ରଫେସର ସଙ୍ଗୀତା ରଥଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଝୁମୁକା
ଭୁବନେଶ୍ୱର : ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ନିୟମିତ ପ୍ରକାଶ ପାଉଥିବା ଶିଶୁ କିଶୋର ପତ୍ରିକା “ମୋ ଆଶା” ଦୀପାବଳି ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ଭୁବନେଶ୍ୱର : ଓଡ଼ିଶା ଲାଇବ୍ରେରୀ ଏକାଡ଼େମୀ ପକ୍ଷରୁ ଗ୍ରନ୍ଥାଗାର ସପ୍ତାହ ପାଳନ ନିମନ୍ତେ ରାଜ୍ୟ ଗ୍ରନ୍ଥାଗାରର କର୍ମଚାରୀମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟ୍ୟମରେ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ
ବିଶ୍ୱେଶ୍ୱର ମାଝୀ ତାଙ୍କ ନିକଟ ସହରରେ ବିଖ୍ୟାତ ରାବଣ ପୋଡ଼ି, ବହୁ ଆତସବାଜିର ବର୍ଣ୍ଣବିଭା ସହ ଆକର୍ଷଣୀୟ ମୀନାବଜାର ଓ ଖାଇବାପିଇବା ଭାରି ମଜା । ଇଛା ନଥିଲେ ବି ସାଙ୍ଗମାନଙ୍କ ବାଧ୍ୟବାଧକତାରେ ଯାଇଥିଲା
ଭୁବନେଶ୍ୱର : ଭାରତରେ ଜନ୍ମିତ ନନ୍ଦିନୀ ଦାସ ୨୦୨୩ ବର୍ଷର ମର୍ଯ୍ୟାଦାଜନକ ବ୍ରିଟିଶ ଏକାଡ଼େମୀ ବୁକ୍ ପ୍ରାଇଜ୍ ବିଜୟିନୀ ହୋଇଛନ୍ତି । ଏହି ୪୯ ବର୍ଷୀୟା ଇଂଲିଶ ପ୍ରଫେସର ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡରେ ପ୍ରଧ୍ୟାପନା
ଭୁବନେଶ୍ୱର : ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସମ୍ମାନ ପାଇବା ପାଇଁ ଲେଖକ ଅମରେଶ ବିଶ୍ୱାଳ ମନୋନୀତ ହୋଇଛନ୍ତି । ଆଗାମୀ ୧୪ ତାରିଖରେ ମହାବୀର
ଛବିରାମ ସେଠୀ ଆହେ ଜଗନ୍ନାଥ ସୃଷ୍ଟିକର୍ତ୍ତା ତୁମ୍ଭେଗଢିଛ ସୁନ୍ଦର ଧରାକେଡ଼େ ମଧୁମୟ ଏ ସାରା ଜଗତରାତି ହୁଏ ଦିନ ପରା ।(୧) ତୁମ୍ଭେ ତ ତୋଳିଛ ନିହାଣ ମୁନରେବିଶାଳ ପୃଥିବୀ ଘରମଣିଷ ଜାତିକୁ ସଂସାରେ
ଭୁବନେଶ୍ଵର : ସାହିତ୍ୟ ମଣିଷକୁ ସମ୍ବେଦନଶୀଳ କରାଏ । କଠିନ ପରିସ୍ଥିତିର ମୁକାବିଲା କରିବାରେ ସହାୟକ ହୁଏ । କିନ୍ତୁ ସାଂପ୍ରତିକ ସମୟରେ ବିନା ପ୍ରୋତ୍ସାହନରେ ସାହିତ୍ୟ ପତ୍ରିକା ତିଷ୍ଠି ରହିବା କଷ୍ଟକର ।
ବିଭୁଦତ୍ତ ଦାସ ସମୀରର ସୁଉସୁଉ ସଙ୍ଗୀତ ମୂର୍ଚ୍ଛନାସେଥିରେ କାକଳିର ସ୍ୱର ସଂଯୋଜନା,ସତେ ଅବା ସୁସଜ୍ଜିତ ଅଙ୍ଗବାସେ କାନନପ୍ରକୃତିର ଶୋଭାକୁ କରେ ମଣ୍ଡନ । ଋତୁ ଚକ୍ରେ ଏହା ଶରତର ଆଗମନଶୁଣି ପ୍ରଫୁଲ୍ଲିତ ହୁଏ ପ୍ରକୃତିର
