ନନ୍ଦିନୀ ଦାସଙ୍କୁ ବ୍ରିଟିଶ ଏକାଡ଼େମୀ ବୁକ୍ ପ୍ରାଇଜ୍

ଭୁବନେଶ୍ୱର : ଭାରତରେ ଜନ୍ମିତ ନନ୍ଦିନୀ ଦାସ ୨୦୨୩ ବର୍ଷର ମର୍ଯ୍ୟାଦାଜନକ ବ୍ରିଟିଶ ଏକାଡ଼େମୀ ବୁକ୍ ପ୍ରାଇଜ୍ ବିଜୟିନୀ ହୋଇଛନ୍ତି । ଏହି ୪୯ ବର୍ଷୀୟା ଇଂଲିଶ ପ୍ରଫେସର ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡରେ ପ୍ରଧ୍ୟାପନା କରନ୍ତି । ନନ୍ଦିନୀ ତାଙ୍କ ପୁସ୍ତକ ‘କୋର୍ଟିଂ ଇଣ୍ଡିଆ : ଇଂଲଣ୍ଡ। ମୋଗଲ ଇଣ୍ଡିଆ ଆଣ୍ଡ ଦ ଓରିଜିନ ଅଫ୍ ଏମ୍ପାୟାର’ ପାଇଁ ବ୍ରିଟିଶ ଏକାଡ଼େମୀ ବୁକ୍ ପ୍ରାଇଜ୍ ଫର୍ ଗ୍ଲୋବାଲ କଲ୍ଚରାଲ ଅଣ୍ଡରଷ୍ଟାଣ୍ଡିଂ ପୁରସ୍କାର ବାବଦରେ ୨୫୦୦୦ ପାଉଣ୍ଡ ମିଳିବ । ସପ୍ତଦଶ ଶତାବ୍ଦୀରେ ମୋଗଲ ଶାସନ କାଳରେ ଭାରତକୁ ବ୍ରିଟେନର ପ୍ରଥମ କୂଟନୈତିକ ମିଶନରେ ଆସିଥିବା ରାଷ୍ଟ୍ରଦୂତ ସାର୍ ଥୋମାସ୍ ରୋଏଙ୍କ ଉପରେ ଏହି ଇଣ୍ଟରନ୍ୟାଶନାଲ ନନ୍ ଫିକ୍ସନର କାହାଣୀ ଗତିଶୀଳ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *