ଶ୍ରୀମତୀ ପଦ୍ମିନୀ ଦାଶ ଜୀବନଟା ଏଠି ମରୀଚିକା ଭଳିଛାଇ ଆଲୁଅର ଖେଳକେତେବେଳେ ସୁଖ କେତେବେଳେ ଦୁଃଖଜଣାପଡ଼େ ନାହିଁ ପଥ । ଭାବିଥିବା କଥା ଓଲଟା ହୁଅଇବୁଝିପାରେ ନାହିଁ ମନବଞ୍ଚିବା ମରିବା ଏକାଠି ଏଇଠିଛାଇ ଆଲୁଅର

Read More

ବିଶ୍ଵେଶ୍ଵର ମାଝୀ ରମାକାନ୍ତ ଜଣେ ସଚ୍ଚୋଟ ପଦସ୍ଥ ବ୍ୟାଙ୍କ ଅଧିକାରୀ ଭାବରେ ଚଉତିରିଶ ବର୍ଷ ବିଭିନ୍ନ ଦାୟିତ୍ଵ ସୂଚାରୁରୂପେ ତୁଲାଇ ତଥା ବହୁ ପ୍ରଶଂସା ସାଉଁଟି ଅବସର ନେଇଛନ୍ତି ଏଇ ଛଅ ମାସ ତଳେ

Read More

ଭୁବନେଶ୍ୱର : ଚଳିତ ୨୦୨୩ ବର୍ଷର ସମ୍ମାନଜନକ ‘ଗାଁ ମଜଲିସ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ହେବେ କବି ଫନୀ ମହାନ୍ତି । ଏହାସହ ଗାଁ ମଜଲିସ ସାହିତ୍ୟ ସଂସଦ ପକ୍ଷରୁ ବିଭିନ୍ନ ବିଭାଗରେ ସମ୍ମାନିତ

Read More

ଭୁବନେଶ୍ୱର : ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍‌’ (ଶବ୍ଦ ଓ ଭାବନାର ଉତ୍ସବ) ଶୀର୍ଷକରେ ଦ୍ଵିତୀୟ ଥର ପାଇଁ ତ୍ରିଦିବସୀୟ ସୋଆ

Read More

ଧନଞ୍ଜୟ ସ୍ଵାଇଁ ପୁଣିଥରେ ଆସନ୍ତନି ବାଉଁସିଏ ବେତକୋଳି ଧରିପୁଣିଥରେ ଆସନ୍ତନି ଷଢେଇଏ ଧୂଳିଭାତ କରି । ୦ । ପୁଣିଥରେ ଆସନ୍ତନି କାଠୁଆଏ ହଳଦୀ ଲଗେଇପୁଣିଥରେ ଆସନ୍ତନି ହାତେ ଧରି କାଇଁଚ ଭୋଗେଇପୁଣିଥରେ ଆସନ୍ତନି

Read More

ମଧୁମିତା ମିଶ୍ର ଲେଖନୀ ସ୍ୟାହିକୁ କହିଲା:କିଛି ଲେଖିବା…ଆଗେଇ ଆସିଲା,ଆସ ! ଲିପିବଦ୍ଧ କରିବା କିଛିସୁଖ ଦୁଃଖର କାହାଣୀ…କିଛି ସ୍ଵପ୍ନ ତଥା ବାସ୍ତବତାର ରାଗିଣୀ… ଲେଖିବା ପୁଣି କିଛିବିତିଯିବା ଗତ ମୁହୂର୍ତ୍ତକୁଲିପିବଦ୍ଧ କରିଯିବା ପୁଣିଆଗାମୀ ଏକ

Read More

ଭୁବନେଶ୍ୱର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ସପ୍ତମ କବିତା ସଂକଳନ ‘ମିନୁର ମିନି କବିତା’ ଉନ୍ମୋଚିତ ହୋଇଯାଇଛି । ପ୍ରକାଶକ ତଥା ଲେଖକ ସରୋଜ ବଳଙ୍କ

Read More

ପ୍ରଦୀପ କୁମାର ପଣ୍ଡା ମୋର ଆଖିରେ ଆକାଶଓ ଆକାଶର ଆଖିରେ ମୁଁପ୍ରାୟତଃ ସମାନ ଦିଶୁ,ମତେ କେବେ ଶୂନ୍ୟ କରିନାହିଁ ଆକାଶବା ଆକାଶକୁ ମୁଁ । ଆମେ ଦିହେଁ କିନ୍ତୁ ଦୁଇଟି ଭିନ୍ନ ଅସ୍ତିତ୍ବହୁଏତ ପଦାର୍ଥ

Read More

ଭୁବନେଶ୍ୱର : “ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଶା ନାଗରିକ ମହାମଞ୍ଚ” ପକ୍ଷରୁ ଐତିହାସିକ, ଗବେଷକ, ସାହିତ୍ୟିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୩ ତମ ଜନ୍ମଦିବସ ଅବସରରେ ତାଙ୍କ ସାରସ୍ୱତ କୃତି ‘ପ୍ରାଚୀ

Read More

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସ୍ଥାନୀୟ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି । ଏକାଡ଼େମୀର

Read More