ବିଶ୍ୱନାଥ ସାହୁ ଯୁଦ୍ଧ ଆଉ କଣ କି…. ?ବାପ ଦେଇଥିବା ତରବାରୀକୁ ଘସି, ମାଜି, ଶାଣଦେଇନାକକୁ ଆହୁରି ଆହୁରି ଆହୁରି ଗୋଜିଆ କରିବାର ଏକ ଅପଚେଷ୍ଟା ।ସେତେବେଳେ ପାଟିରୁ ତୁହାକୁ ତୁହା ଗୁଳି ଛୁଟେ,ଆଉ
Category: କବିତା
ଅର୍ପିତା ବିଶ୍ୱାଳ କର୍ମମୟ ଜୀବନରୁ ଅବସର ଘଟାଇରାତିର ନିର୍ଜନ ଅନ୍ଧାରରେଏକୁଟିଆ ଜିଇଁବାକୁ ଇଚ୍ଛା ହୁଏ ଶୂନଶାନ ନିଶବ୍ଦ ଅନ୍ଧାରରେଚିତ୍ରପଟ୍ଟ ସଦୃଶ୍ୟଦିଶିଯାଏ ଅତୀତର ମିଠା ମୁହୂର୍ତ୍ତଇଚ୍ଛା ହୁଏ ପୁଣିଥରେ ଫେରିବାକୁସାଉଁଟି ଆଣି ରଖିବାକୁଅଭୁଲା ଅତୀତର ସ୍ମୃତିକୁ
ଲଲାଟେନ୍ଦୁ କବି ଭାଵଭୂମି ଵିଳାସିନୀ ମାନିନୀ କଵିତା,କେ ବୁଝେ ମରମ ତଵ ଅଳପ ଚିନ୍ତନେ,ଵୈଶ୍ଵାନରେ ସୁରନରେ ସଦା ପ୍ରଶଂସିତା,ମହାଭାଵ ଉପୁଜାଅ ଗୁଣୀଜ୍ଞାନୀଜନେ ॥୧ ନ ଥିଲା ଯେ କାଳେ ଭୂମି ଜଳ ଅଗ୍ନି ଵାତ,ନଥିଲା
ଦିବାକର ନାୟକ ଜ୍ଞାନର ସୂରୁଜ ଆଜି ହୋଇଛି ଉଦୟକାମ କ୍ରୋଧ ମୋହ ମାୟା ନେଇଛି ବିଦାୟଅନ୍ତର ଖୋଜୁଛିଅଧର ଭଜୁଛିଓଁ ନମଃ ଶିବାୟ… ଓଁ ନମଃ ଶିବାୟ ।। ଶ୍ମଶାନନିବାସୀ ହର ଅନଳନୟନଆଶୁତୋଷ ମହାଦେବ ବୃଷଭବାହନବିଭୂତିଭୂଷଣଭୂଜଙ୍ଗଧାରଣଶିବ
କୃଷ୍ଣାକେଶୀ ବଳିୟାରସିଂହ ସମାନତାର ଦ୍ୱାହି ଦେଇକରତାଳି ସାଉଁଟିଲଶ୍ରୋତାମଣ୍ଡଳୀରେପ୍ରିୟ ବକ୍ତା ବୋଲାଇଲ ତୁମ ପରେ ହେଲିମୁଁ ମଞ୍ଚାସିନକରିବାକୁ କିଛି ଅଡ଼ୁଆପ୍ରଶ୍ନର ସମାଧାନ ରାତିରେ ମୋ ଚଲାପଥହୋଇଯାଏ କଣ୍ଟକିତଦେଉଥାଏ କେଉଁ ଅଜଣାବିପଦର ସଙ୍କେତ….ତୁମ ପୁରୁଷ ଜାତି ପାଇଁଆଜି
ଶୁଭଶ୍ରୀ ପ୍ରଧାନ ଏଠି ଗଣତନ୍ତ୍ର ହୁଏ ରାଜନୀତି ହାତେ ବଳାତ୍କାର,ହଁ ମୁଁ ସୁଭାଷ କହୁଛିଏବେବି ଚେଇଁରହିଛି,ମୋ ଅଖଣ୍ଡ ଭାରତ ମାଆକୁଦିଲ୍ଲୀରୁ ପଲ୍ଲୀ ଖଣ୍ଡ ଖଣ୍ଡ ହେବାର ଦେଖୁଛି lସବୁ ଷଡଯନ୍ତ୍ରର ସୂତ୍ରଧାରକ ଶକୁନି ମାମୁଁଙ୍କୁ,ଖୁବ
