ଗୋଲକ ବିହାରୀ ବେହେରା ପରିଶ୍ରମ ଯିଏ କରେ ନାହିଁ ସିଏପ୍ରକୃତରେ ଅପରାଧୀକର୍ମ ହିଁ ଜୀବନ କର୍ମ ଶାନ୍ତି ଦିଏଉଦେ ହୁଏ ସଦବୁଦ୍ଧି । କର୍ମର ଉପରେ ଆମ ଅଧିକାରଫଳ ପ୍ରଭୁଙ୍କ ହସ୍ତରେବିଶ୍ଵାସର ସହ କର୍ମ
Category: କବିତା
ହିମାଂଶୁ ଆଚାରୀ ସକାଳର ସେଇ ସ୍ୱର୍ଣ୍ଣିମ ଆଭାରେ କିଏ ଆଙ୍କିଦେଲା ରାତିପାଦଟି କାହିଁକି ପରାକ୍ରମୀ ହେଲା ଫୁଲିଲା କାହିଁକି ଛାତି,ଗଡ଼ ଜିଣି ରାଜା ଫେରିବା ଆଗରୁ କିଏ ବିଞ୍ଚିଦେଲା କଣ୍ଟାଅଦୃଶ୍ୟ ହେଉ କି ଅଦୃଷ୍ଟ
ଡ. ସତ୍ୟ ଦାଶ ବରଷାରେ ଭିଜି ବାହାରିଲି ଖୋଜିମୋ ରାଜଧାନୀ ପ୍ରିୟାକୁପାଛୋଟି ନେଇକି ତା ଶାଢ଼ୀ କାନିରେପୋଛିଦେଲା ମୋର ହିଆକୁ, ଖାଇବାକୁ ଦେଲା କାଜୁ କିସମିସବସିଲା ଦୂରେଇ ଦୂରେଡାକିଲେ ଆସିଲା ଯାକିଯୁକି ହୋଇହାତକୁ ଚୁମିଲା
ଅଦ୍ଵୈତ କୁମାର ପଣ୍ଡା ସ୍ଵପ୍ନ ସବୁ ଭାଜି ହୋଇଗଲା ବୟସର ବୈଶାଖୀ ଖରାରେମନ ଝାଉଁ ବଣ ଝାଉଁଳିଲା ତା ତାତିଲା ଝାଞ୍ଜି ପବନରେ । ମୁଁ କି ମୋର ବୋଲି କିଛି ନାହିଁସବୁ ନିରୁଦ୍ଦିଷ୍ଟ
ଲଲାଟେନ୍ଦୁ କବି ଚଳିବ ଜଳଧି ଜଳେ ଅଥଳ ଅତଳ ?ତୋଳିବ ବିପୁଳ ରତ୍ନ ଦୁର୍ମୂଲ୍ୟ ଉପଳ ? ୧॥ ଗୋଟିଗୋଟି ମଣିମୁକ୍ତା ଆଣିବ ଗୋଟାଇ,ସାଗର କି କହୁଅଛି କେବେ ନାହିଁ ନାହିଁ ? ୨॥
ତାରାପ୍ରସାଦ ଜେନା ଶାନ୍ତି ଦେବ ବୋଲି କହିଥିଲ ସିନା ଦୁଃଖ ଦେଇଦେଲ ବେଶିଲୁହ ପାଣି ମୋର ଶ୍ରାବଣଠୁ ବଡ଼, ସୁଖ ପାଇଲିନି ବେଶି । ୦ । ସୁଖ ଦୋଳି ପରେ ଝୁଲିବାଟା ମିଛ
