ସୁଧାଂଶୁ ଶେଖର ବେହେରା ତୁମକୁ ତ ତୁମ ଜୀବନ ମାଗି ନଥିଲି …ମାଗିଥିଲି ଜୀବନର କିଛି ସମୟ,ତମେ ତାକୁ ବି ଦେଇ ପାରିଲନି …ଯିଏ ସବୁବେଳେ କହୁଥିଲା;ତୁମ ପାଇଁ ମୋ ଜୀବନ ଦେବାକୁ ପଡ଼ିଲେ

Read More

ମଧୁମିତା ମିଶ୍ର ପଥର ପଥରେ ପଡ଼ି ରହିଥାଏ ନଯାଏ କାହାରି ଦୃଷ୍ଟି…ପଥର କୁହେନା କେବେ ସେ ଅଟଇ ଈଶ୍ୱରଙ୍କର ହିଁ ସୃଷ୍ଟି…।ପଥର ଆସିଲେ କାହାରି ବାଟରେ ଗୋଡ଼ରେ ଆଡ଼େଇ ହୁଏ…ପଥର ରହିଲେ ନଈର ଭିତରେ

Read More

ସବିତା ସାହୁ ମୋ ସହରରେ ବର୍ଷା ସକାଳ,ଟୋପାଟୋପା ବର୍ଷାରକଅଁଳ ସ୍ଵପ୍ନକୁ ସାଉଁଟିବାର ସକାଳ … ତୋ ସହରରେ ବର୍ଷାର ତାଣ୍ଡବ,ଧୂସର ଭୟାତୁର ମନଜଳାର୍ଣ୍ଣବ ସହରରୁ ସ୍ଵପ୍ନର ବୀଜ … ନଷ୍ଟ ହେଉଥିବାର ସକାଳତୋ ପୃଥିବୀରେ

Read More

ଗାୟତ୍ରୀ ଦାସ ଶିଳ୍ପୀ …ଯେବେ ଏକଲାପଣ ଆଚ୍ଛନ୍ନ କରେ,ଧିମାଧିମା ନିଶା ହୋଇ ତମେଚଢୁଥାଅ ପାଦେ ପାଦେ ,ନିଦ୍ରା ନିବିଡ଼ ସ୍ଵପ୍ନମାନଙ୍କ ଦେହରେପରସ୍ତ ପରସ୍ତ ମୋହ ସଞ୍ଚି ଦେବାକୁ । ଏମିତି ବେଳେବେଳେ ନିରବରେଆକାଶମନସ୍କ ହେବାକୁ

Read More

ପ୍ରଣୟ ସୁଧା ବାରୁଦ ଯୁଗ ପରେଏହା ଜଣା ନାହିଁ ଯେଯଦି ଫୁଲଟିଏ ଫୁଟେ କେଉଁଠିତେବେ ଫୁଲକୁ ମିଠେଇ ମାଗିବା ପାଇଁମହୁମାଛିମାନେ ଆଉ ଥିବେ କି ନାହିଁ,ଲୁହର ଠିକଣା ପାଇବାକୁଆଖି ହଳେ ନଥିଲାବେଳେବର୍ଷା ବତୁରା ପବନରରେଆଉ

Read More

ସୁପ୍ରଜିତ କୁମାର ସାହୁ କାହା ପ୍ରତୀକ୍ଷାରେ ଏ ଚଳଚଞ୍ଚଳ ଆଖିକେତେ ଭୟଙ୍କର ସତେ ଏ ବିନିଦ୍ର ରାତିଜହ୍ନ ଜୋଛନା କି ଥରୁଟେ ଆସନ୍ତ ଦେଖି !ବାଟ ଆର ପାରେ ରହିଛି କି ସେହି ସୁଖୀ

Read More

ଅସିତ କୁମାର ପଣ୍ଡା ଘଣ୍ଟା ଢ଼ୋଲ ମାଦଳରପଟୁଆର ନେଇଦେବୀ ଆସନ୍ତି ମଣ୍ଡପକୁ,ନବ ପତ୍ରିକାକୁ ପଟ୍ଟବସ୍ତ୍ରରେଆଚ୍ଛାଦନ କରିମୃଣ୍ମୟୀ ମୂର୍ତ୍ତି ପାଖରେସଜେଇ ଦିଅନ୍ତି ଗୋସେଇଁ,ଯା’ଦେବୀ ସର୍ବ ଭୁତେଷୁ ପାଠରେଆରାଧନା ଚାଲେ ଦେବୀଙ୍କର ।ଧୂପ ଦୀପ ନୈବେଦ୍ୟରଷୋଡ଼ଶ ଉପଚାର

Read More

ବେବିନା ରଥ କେଉଁ ଆଲୋକର ମୋହରେଜୀବନର ସହରକୁଆକସ୍ମିକ ପଶିଆସେ ଅନ୍ଧାରର ନଈତାସ୍ ଘର ଭଳି ଭୁଶୁଡି ପଡ଼େଛାତି ଭିତରର ଇମାରତଯେଉଁ ଇମାରତ ଗଢିଥିଲୁ ଆମେପୂର୍ବଜଙ୍କ ରକ୍ତ ଓ ସ୍ୱେଦରେ । ମଦଭାଟିରେ ମୁହ୍ୟମାନ ମାନବିକତାନିଶାଗ୍ରସ୍ତ

Read More

ଶୁଭଶ୍ରୀ ମହାରଣା ବିଶ୍ଵାସର ତାରବାଡ଼ରେବନ୍ଧା ରହିଛି ଆମ ସମ୍ପର୍କଯୋଉଠି ସନ୍ଦେହ ଓ ଅବିଶ୍ଵାସର ସ୍ଥାନ ନାହିଁବସ୍ ର ସିଟ୍ କୁ ରୁମାଲ ପକାଇଅକ୍ତିଆର କଲାପରିରଖିଛି କେବଳ ଚେନାଏ ହସଓ ମୁଠାଏ ଆତ୍ମବିଶ୍ଵାସ । କେବେକେବେତା’ର

Read More