ସୁରଞ୍ଜନ ପାତ୍ର ବୋଉ କହିଥିଲା ଧନରେଦେଖିଚାହିଁ ଚଳିବୁ ବାହାରେପକ୍ଷୀକୁ ଦେଖି ମନେ ତୋ’ର ଭରିବୁନିଅଦମ୍ୟ ଉଡ଼ାଣନିଘା ରଖିଥିବୁ ଟିକେ ନିଆଁ ଓ ପାଣିକୁଦୂରେଇ ରହିବୁ ଟିକେ ମୋହିନୀ ଛାଇରୁଛାଇ ବି ବେଳେବେଳେ ଦଂଶିପାରେକାଳସର୍ପ ରୂପେ
Category: କବିତା
ବିଷ୍ଣୁପ୍ରିୟା ଜେନା ଲୁହ କେଇବୁନ୍ଦା ବଖାଣି ଥାଏଅକୁହା କାହାଣୀ ଜୀବନ ସାରାରଗୋପନରେ ଛାତି ଚିରି ବୋହିଆସେତତଲା ଲୁହର କେଇ ଧାର । ଜୀବନ ମରୁ ଉପତ୍ୟକାରେକଲବଲ ଏଇ ଜୀବନଟାଡହଡ଼ହ ତତଲା ବାଲିରେଖାଲି ପାଦେ ପରସ୍ତ
ଅରୁଣ ମିତ୍ର ଏମିତି ଯଦି କାନୁନ ଆସେ ଦେଶେଝିଅ ପିଲା ଯିବ ପୁଅ ଘରକୁନୂଆ ବରର ବେଶେ,ବିବାହ ପରେ ଝିଅ ରହିଥାଉସିଏ ତାର ନିଜ ଗୃହେବ୍ୟତିକ୍ରମରେ ଦଣ୍ଡ ପାଇବେଅଭିଭାବକ ଯିଏ । ବନ୍ଦ ହେବଟି
ଗୀତାଞ୍ଜଳି ପୃଷ୍ଟି ଶବ୍ଦମାନେ ସତେ କୋଳାହଳ କରିଆସନ୍ତେ କି ପାଶେ ଧାଇଁଲେଖି ମୁଁ ଯାଆନ୍ତି ଅନେକ କବିତାମୋ ମନର ଶ୍ରଦ୍ଧା ଦେଇ । ଅଳପ ଦିନର ଗଳପ ଆମରହେଇ ଯାଆନ୍ତା ସ୍ମରଣୀୟପରାଣ ଆବେଗେ ତୋଳି
କୁଳମଣି ଷଡ଼ଙ୍ଗୀ ଆହା କି ସୁନ୍ଦର ଦିଶଇ ନଭେ ପୁନେଇଁ ଜହ୍ନ !!ଆ’ ଜହ୍ନମାମୁଁ ଖେଳିବ ତୋର ସାଙ୍ଗେ ମୋ’ଧନ । ଆ’ ଜହ୍ନମାମୁଁ ଆଆରେ ନେଇ ସରଗ ଫୁଲ,ଖେଳିବ ତୋ ସଙ୍ଗେ କହ୍ନେଇ
କ୍ଷଣପ୍ରଭା ମହାନ୍ତି ସ୍ମୁତି ଅନୁଭୂତି ସବୁ ସେ ସାଉଁଟି, କେବେ ବସେ ମନ ମାରିକୋମଳ ତନୁରେ ବର୍ଷାର ଛିଟାଶୀହରଣ ଦିଏ ଭରି । ମନ ଅଳିନ୍ଦତା ଆନ୍ଦୋଳିତ ହୁଏ, କେତେ ଯେ ଅବୁଝା ପ୍ରଶ୍ନକେବେ
