ଘୋଷଣା ହେଲା ‘ମନୋଜ୍ଞ ଦିଗ୍ବଳୟ’ ଟ୍ରଷ୍ଟପ୍ରକାଶିତ ହେଲା ୧୦ଟି ପୁସ୍ତକ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ଆଜି ହେଉଛି ୮୮ତମ ଜନ୍ମବାର୍ଷିକୀ । ଏହି ଅବସରରେ ‘ମନୋଜ୍ଞ ଦିଗ୍ବଳୟ’ ଟ୍ରଷ୍ଟର ଘୋଷଣା ହୋଇଛି ।
Author: ସମ୍ପାଦକ

ଚାରୁ ଚନ୍ଦନ ଦାଶ ସମ୍ପୂର୍ଣ୍ଣା କେବେ ସେ ଚୁଲବୁଲି କେବେ ଆନମନା । ସେ ଭାରି ଲାଜକୁଳି । ପାଟିରୁ କଥା କମ୍ ହସ ବାହାରେ ତା’ର । ପାଠ ବି ଭଲ ପଢ଼େ

ବହି: ହୋଲ ନମ୍ବରସ୍ ଆଣ୍ଡ ହାଫ ଟ୍ରୁଥସ୍: ହ୍ଵାଟ ଡାଟା କ୍ୟାନ ଆଣ୍ଡ କ୍ୟାନନଟ ଟେଲ୍ ଅସ୍ ଆବାଉଟ୍ ମଡର୍ଣ୍ଣ ଇଣ୍ଡିଆଲେଖିକା: ରୁକ୍ମିଣୀ ଏସ୍ପ୍ରକାଶକ : ୱେଷ୍ଟଲାଣ୍ଡ, ମୂଲ୍ୟ: ୬୯୯ ଟଙ୍କା ରୁକ୍ମିଣୀ ଏସ୍

ଭୁବନେଶ୍ୱର: ଲେଖିକା ସୁଷମା ଲେଙ୍କାଙ୍କର ଗଳ୍ପ ସଙ୍କଳନ ‘ନୂଆ ସକାଳର ସୂର୍ଯ୍ୟ’ ଓ ଗୀତି କବିତା ସଙ୍କଳନ ‘ଶ୍ରୀକ୍ଷେତ୍ର ମହିମା’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଓଡି଼ଶା

୧୮୭୪ ମସିହାରୁ ପାଳନ ହୋଇଆସୁଛି ଯୋରନ୍ଦା ମେଳା ବାପିନା ସ୍ୱାଇଁ ଓଡ଼ିଶା ସମସ୍ତ ଭାରତୀୟ ଧର୍ମ ସମ୍ପ୍ରଦାୟର ଲୀଳାଭୂମି । ଏହି ପବିତ୍ର ଦେବଭୂମିରେ ଜୈନ, ବୌଦ୍ଧ, ଶାକ୍ତ, ବୈଷ୍ଣବ ଆଦିଙ୍କ ସହ ଜଡଉପାସକମାନେ

ଭୁବନେଶ୍ଵର: ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ବୁଧବାର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କବିତା ରଚନା ସହ ସମାଲୋଚନା, ଅନୁବାଦ

ବହି: ବୁଲେଟସ୍ ଓଭର ବମ୍ବେଲେଖକ : ଉଦୟ ଭାଟ୍ଟିଆପ୍ରକାଶକ: ହାରପର କଲିନ୍ସପୃଷ୍ଠା: ୨୪୩, ମୂଲ୍ୟ: ୩୯୯ଟଙ୍କା ହିନ୍ଦୀ ବାଣିଜ୍ୟିକ ଚଳଚ୍ଚିତ୍ରରେ ନାୟକ ପରି ଖଳନାୟକ ବି ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ ଅବସ୍ଥାପିତ । ଆଉ

ପ୍ରବାସୀ ଭାଷା ସମ୍ମାନ-୨୦୨୨ ଘୋଷିତ ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଓଡି଼ଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ସସ’ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ-୨୦୨୨ ଘୋଷଣା କରାଯାଇଛି ।ଅନୁଷ୍ଠାନର