ଇଂ ସଚିଦାନନ୍ଦ ବାରିକ ଏଠି ଗୁରୁ ତ ସମସ୍ତେତମେ, ମୁଁପଢୁଥିବା ପଢଉଥିବାଶିଖୁଥିବା ଶିଖାଉଥିବାଏମିତି ଅନେକ …ସମସ୍ତେ ଜ୍ଞାନର ଅଧିକାରୀ, ଅଧ୍ୟବସାୟ, ସାଧାନା ଆଉ ପରିବେଶଏସବୁ ଜଣେ ଜଣେ ଉତ୍ତମ ଶିକ୍ଷକସେମାନଙ୍କ ତ୍ୟାଗ ବଳିଦାନକୁ ନେଇଯେତେସବୁ

Read More

ଶରତ କୁମାର ରାଉତ ରକ୍ତରେ ଜୁଡୁବୁଡୁ ହୋଇ ପଡ଼ିରହିଥିଲା ନକ୍ସଲ୍ କମାଣ୍ଡର୍‌ର ମୃତ ଶରୀର । ତଳିପେଟରେ ଗୁଳିବିଦ୍ଧ ସ୍ଥାନଟି ସ୍ପଷ୍ଟ ଦେଖାଯାଉଥିଲା । କିଛି ଦୂରରେ ୫ ଜଣ ପୁଲିସ୍ କର୍ମଚାରୀ ମଧ୍ୟ

Read More

ଭୁବନେଶ୍ୱର : ଓଡ଼ିଶାର ସମକାଳୀନ ଇତିହାସ ସମ୍ପର୍କରେ ଆମେ ବିଶେଷ କିଛି ଜାଣୁନା । ଜାଣିବାକୁ ଇଚ୍ଛା କଲେ କି ଚେଷ୍ଟା କଲେ ବି ସେଭଳି କିଛି ଇତିହାସ ପୁସ୍ତକ ଆମ ହସ୍ତଗତ ହୁଏନା

Read More

ଦ୍ୱିତୀ ଚନ୍ଦ୍ର ସାହୁ ନନ୍ଦ ମହାରାଜ ବ୍ରଜବାସୀଙ୍କ ସହ ବସି ଆଲୋଚନା କରୁଥାନ୍ତି । ଆଲୋଚନାର କାରଣ ହେଉଛି ଇନ୍ଦ୍ର ଦେବଙ୍କୁ ସନ୍ତୁଷ୍ଟି ଲାଗି ପୂଜାର ଆୟୋଜନ । ଏକଥା ପାଖରେ ଖେଳୁଥିବା ଶ୍ରୀକୃଷ୍ଣ

Read More

ଜିତେନ୍ଦ୍ର ପରିଡ଼ା ଦାଣ୍ଡ ଦୁଆର ସେପଟୁହାୱାଇ ଚପଲର ଫଟଫଟ ଶବ୍ଦପବନରେ ଘର ଭିତରକୁ ପଶେକାହିଁକି କେଜାଣି ଛାତି ଧଡପଡ୍ ହୁଏମା’ର ଶୁଖିଲା ମୁଁହ ଶେଥା ପଡିଯାଏ ॥ ଚପଲ ଶବ୍ଦରୁ ହିଁ ବୁଝିହୁଏଆଉଥରେ ଶରାଘାତ

Read More

ଲାବଣ୍ୟ ନାୟକ ମାଟିରେ ପାଦ ଥାପିବା ଦିନଠୁପ୍ରତିଥର ଅନ୍ଧ ମୁହାଣରେଝୁଣ୍ଟି ପଡୁଥାଏ,ବୟସକୁ ପେଡିରେ ଗଣ୍ଠିଲି କରିଦୁଃଖକୁ ସାଇତି ରଖେ,ପୋଖରୀର ପଙ୍କ ପରିବୋଳି ହୋଇଥାଏ ସଂସାରର ଦାୟିତ୍ୱ !! ସବୁ ପ୍ରଶଂସାକୁ ଜୁଡାରେବେଣୀ ପରି ବାନ୍ଧି

Read More

ସୁପ୍ରିୟା ପ୍ରଶାନ୍ତ ଭାଗ -୩ ସଂଗୀତ ଅଭ୍ୟାସ ସନ୍ଧ୍ୟା ବେଳକୁ ରମେଶ ଆସି ପହଞ୍ଚିଲା। ବର୍ଷା ଛାଡିଯାଇଥାଏ। ରଥଯାତ୍ରାକୁ ଆଉ ମାସେ ପାଖାପାଖି ବାକି। ଆମର କେତେଗୁଡେ ସଂଗୀତ କାର୍ଯ୍ୟକ୍ରମ ପରକୁ ପର ଅଛି।

Read More

ଭୁବନେଶ୍ୱର : କବିତା ପୁସ୍ତକ ପ୍ରକାଶ କରିବା ପାଇଁ ପ୍ରକାଶକମାନେ ଆଉ ଆଗ ଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହା ଦ୍ଵାରା କବିମାନେ କିଛି ପରିମାଣରେ ପ୍ରଭାବିତ ହେଉଛନ୍ତି । ଆଜି ‘ସମ୍ବାଦ

Read More

ଶିଶିର କୁମାର ପଣ୍ଡା ଆମ ଘର ଆଗେ ଥିଲା ଯେଉଁ ଖାଲି ପଡ଼ିଆଭାବିଚିନ୍ତି ସଫା କରି ଲଗେଇଲି ନଡ଼ିଆ । ଆଉ କିଛି ଜାଗା ବଞ୍ଚିବାରୁ ମୁହିଁ ଜାଣିକିପୋତିଦେଲି ଫୁଲ ଗଛ ଗୋଟେ ଗୋଟେ

Read More