ସୁପ୍ରିୟା ପ୍ରଶାନ୍ତ ଭାଗ –୫ ବିବାହ ପ୍ରସ୍ତାବ ରାତିଟା ଅନିଦ୍ରା ବିତିଲା। ତଥାପି ଖଟ ଉପରେ ପଡି ରହିଲି। ଏତେ ସକାଳୁ ଉଠିକି କଣ କରିବି? ବର୍ଷା ପାଗରେ ବାହାରକୁ ଯାଇ ଦି ଘେରା
Author: ସମ୍ପାଦକ
ଢେଙ୍କାନାଳ : ଅନୁବାଦ ଏକ କଳା । ସାହିତ୍ୟର ଅନୁବାଦ ହେଉଛି ସୃଜନାତ୍ମକ କଳା । ହେଲେ ଅନୁବାଦର କେତୋଟି ବୈଷୟିକ ଗୁଣ ରହିଛି । ଏହାର ବ୍ୟବସାୟିକ ଦିଗ ବି ରହିଛି ।
ଶ୍ରୀମାନ ସର୍ବଗିଳା ହେ ଅତି ପଣ୍ଡିତ ଆଧୂନିକ ଶିକ୍ଷିତ ଜନ;ବହୁ ଗବେଷଣା ପରେଉତ୍କଟ ଭକ୍ତି ଯେଣୁ ହୋଇଛି ଉତ୍ପନ୍ନତୁମ ଚତୁର୍ଖୁରାକୁ ପ୍ରଣାମଉକୁଟୁଛି ଅନ୍ତରରୁ ପ୍ରବଳ ସମ୍ମାନ । ତୁମ ଚଲାପଥେ ଯେଉଁ କାର୍ପେଟ ବିଛାଯାଏତା’
ଅନୁପ କୁମାର ମିଶ୍ର ଜହ୍ନରାତି କ’ଣ ଖାଲି ଦେହତାତି ନା ଆଉକିଛିଜହ୍ନରାତି କ’ଣ ଖାଲି ଦରଲିଭା ସ୍ମୃତି ନା ମୂକସାକ୍ଷୀ ମୁଁ ଦରାଣ୍ଡି ଦରାଣ୍ଡି ଜହ୍ନରାତିପଛ ଆଖିମାନଙ୍କୁ ଟାଳିଦେଇ, ତୁମ କୁଡ଼ିଆରେଓଜାଡ଼ି ଅଣାୟତ ଅନ୍ତର୍ଦାହ
ବହି: ଉତ୍ତମ କୁମାର: ଏ ଲାଇଫ୍ ଇନ୍ ସିନେମା (ଭାଷା: ଇଂରାଜୀ)ଲେଖକ: ସାୟନ ଦେବ ଚୌଧୁରୀପ୍ରକାଶକ: ବ୍ଲୁମ୍ସବରୀପୃଷ୍ଠା: ୨୯୭, ମୂଲ୍ୟ: ୧୨୯୯ ଟଙ୍କା ଭାରତୀୟ ସିନେ-ଜଗତରେ ଉତ୍ତମ କୁମାର (୧୯୨୬-୧୯୮୦) ଏକ ପରିଚିତ ନାମ
ପ୍ରାଣକୃଷ୍ଣ ପାଣିଗ୍ରାହୀ ଗୁଣପୁରର ସର୍ବ ପୁରାତନ ମନ୍ଦିର ହେଉଛି ଉମା ରାମଲିଙ୍ଗଶ୍ୱର ମନ୍ଦିର ( ବାଘୁଆ ଦେଉଳ ) । ଉମା ମାନେ ପାର୍ବତୀ, ରାମଲିଙ୍ଗେଶ୍ବର ମାନେ ଶିବ। ଏହି ମନ୍ଦିରକୁ ବହୁ ବର୍ଷ
ସୌଦାମିନୀ ସାହୁ ଅଭିମାନ ନାହିଁ ଅଭିଯୋଗ ନାହିଁତୁମେ ପରା ମୋର ଆପଣାରଅଧିକାର ପାଇଁ ଆସିବିନି କେବେତୁମେ ତ ରହିଛ ସାଥେ ମୋର ।୧। ଅସ୍ଵୀକାର ନାହିଁ ଆସିବାର ପରେତୁମରି ବାଟକୁ ଚାହିଁଥିବିଅଝଟିଆ ତୁମେ ଅଭିସାର
ଶିବାଶିଷ ପାଢ଼ୀ ନୂଆ ଅଫିସର ଜଏନ କରିବା ଆଗରୁ ତାଙ୍କ ବିଷୟରେ ଖବର ସଂଗ୍ରହରେ ଲାଗି ପଡ଼ିଥିଲେ ଥୋକାଏ । ସେ ଭିତରୁ ପ୍ରମୁଖ ଥିଲେ ଆମ ଅନନ୍ତବାବୁ । ଭୀଷଣ ଭାବେ ଯୋଗାଡ଼ିଆ
