ସବିତା ସାହୁ ମୋ ସହରରେ ବର୍ଷା ସକାଳ,ଟୋପାଟୋପା ବର୍ଷାରକଅଁଳ ସ୍ଵପ୍ନକୁ ସାଉଁଟିବାର ସକାଳ … ତୋ ସହରରେ ବର୍ଷାର ତାଣ୍ଡବ,ଧୂସର ଭୟାତୁର ମନଜଳାର୍ଣ୍ଣବ ସହରରୁ ସ୍ଵପ୍ନର ବୀଜ … ନଷ୍ଟ ହେଉଥିବାର ସକାଳତୋ ପୃଥିବୀରେ
Author: ସହ-ସମ୍ପାଦକ
ଅରୁଣ କୁମାର ତ୍ରିପାଠୀ ମୋ ଲେଖା କେବେ ବାହରିବ ବୋଲି ଆଜିକାଲି ସମସ୍ତଙ୍କ ବ୍ୟକ୍ତିଗତ ଚିନ୍ତା । ଖବରକାଗଜଟିଏକୁ ଲେଖାଟେ ଦେଲେ ନା ସେଥିରୁ ମିଳୁଛି ପ୍ରାପ୍ତିସ୍ୱୀକାର ନା ପ୍ରତ୍ତ୍ୟୁତ୍ତର । ହଁ ଦେଖୁଛି,
ଶିବାଶିଷ ପାଢ଼ୀ ଧୀରେଧୀରେ ପ୍ଲାଟଫର୍ମ ଛାଡୁଥିଲା ଟ୍ରେନ । ସବୁ କଥା ସରିଥିଲେ ବି ଯେମିତି କିଛି ବାକି ରହି ଯାଇଥିଲା । ଝରକା ପଟୁ ପାଟିକରି କହୁଥିଲେ ଶ୍ରୀମୟୀ । “ଦେଖ, ଯେମିତି
ଗାୟତ୍ରୀ ଦାସ ଶିଳ୍ପୀ …ଯେବେ ଏକଲାପଣ ଆଚ୍ଛନ୍ନ କରେ,ଧିମାଧିମା ନିଶା ହୋଇ ତମେଚଢୁଥାଅ ପାଦେ ପାଦେ ,ନିଦ୍ରା ନିବିଡ଼ ସ୍ଵପ୍ନମାନଙ୍କ ଦେହରେପରସ୍ତ ପରସ୍ତ ମୋହ ସଞ୍ଚି ଦେବାକୁ । ଏମିତି ବେଳେବେଳେ ନିରବରେଆକାଶମନସ୍କ ହେବାକୁ
ଭୁବନେଶ୍ଵର : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଓଡ଼ିଆ କବିମାନଙ୍କ ଦ୍ୱାରା ରଚିତ
ମନୋରମା ସାହୁ ଏଇ ଟିକେ ଆଗରୁ କୋଳାହଳରେ ଫାଟି ପଡୁଥିବା ଘରଟି ଏବେ ଶୂନଶାନ୍ । ମଝିରେ କେବଳ ବୋଉର ସୁଁସୁଁ କାନ୍ଦଣା ଓ ବାପାଙ୍କର ଦୀର୍ଘନିଃଶ୍ଵାସ ଶୁଭୁଛି ଯାହା । ସେତକ ନଶୁଭୁଥିଲେ
ସୁପ୍ରଜିତ କୁମାର ସାହୁ କାହା ପ୍ରତୀକ୍ଷାରେ ଏ ଚଳଚଞ୍ଚଳ ଆଖିକେତେ ଭୟଙ୍କର ସତେ ଏ ବିନିଦ୍ର ରାତିଜହ୍ନ ଜୋଛନା କି ଥରୁଟେ ଆସନ୍ତ ଦେଖି !ବାଟ ଆର ପାରେ ରହିଛି କି ସେହି ସୁଖୀ
ଶିବାଶିଷ ପାଢ଼ୀ ଗଭୀର ଜଳର ମାଛ @ଶିବାଶିଷ ପାଢ଼ୀ ଖବରଟି ପାଇଲାବେଳଠୁ ଅସ୍ଥିର ହେଉଥିଲା ମନ । ଇଛା ହେଉଥିଲା ସାଙ୍ଗେସାଙ୍ଗ ପହଞ୍ଚି ଯାଆନ୍ତି ଘରେ । ଜୀବନର ସର୍ବଶ୍ରେଷ୍ଠ ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ
