ଭୁବନେଶ୍ୱର : ବିଶିଷ୍ଟ ଦର୍ଶନ ଶାସ୍ତ୍ରବିତ୍ ନାରାୟଣ ମହାନ୍ତିଙ୍କ ସମ୍ପାଦିତ ପୁସ୍ତକ ‘ରିଫ୍ଲେକସନ୍ସ’ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ୧୪ ଜଣ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍,
Author: ସହ-ସମ୍ପାଦକ
ଆନନ୍ଦପୁର : ବିଶିଷ୍ଟ ସାହିତ୍ୟିକ, ଗବେଷକ, ପ୍ରାବନ୍ଧିକ ପ୍ରଫେସର ଡ. ବେଣୁଧର ପାଢୀଙ୍କୁ ଆନନ୍ଦପୁର ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ବଳ ସ୍ମାରକୀ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି । ଆନନ୍ଦପୁର ସାହିତ୍ୟ ସଂସଦ ପକ୍ଷରୁ
(ଭାଗ – ୨) ଶିବସୁନ୍ଦର ମୁଁ ଆଜନ୍ମ ଦ୍ଵିଜ । ସେ ସବୁବେଳେ କୁହେ ତା ବାପା କଥା, “କେବେ ହାରି ଯିବୁନି କି ମରି ଯିବୁନି । ଯେତେ ଯନ୍ତ୍ରଣା ହେଉଥାଉନା କାହିଁକି,
ଅରୁଣ କୁମାର ତ୍ରିପାଠୀ ଛୁଆବେଳେ ପଢିଥିବା କଥାମାନ ପ୍ରାୟତଃ ସେରବ୍ରୋମ୍ ରେ ରହିଯାଏ । ଅଧ୍ୟାପନା କାଳରେ ଚାଟଙ୍କୁ ସେଥିଲାଗି ନିୟମିତ କୁହେ, ସୁଷମ୍ନାକାଣ୍ତକୁ ଠିଆ କରି ରଖ । ବୋଧହୁଏ ସେୟା ୨୦୦୬
ସଂଘମିତ୍ରା ସାମନ୍ତରାୟ ଗୋଟେ ଧାଡ଼ି ଲେଖାକୁଲିଭେଇଦେଲି,କାହିଁକି ଲିଭେଇଲିର କାରଣରେଉତ୍ତର ଥିଲା : ମୋ ଅନ୍ୟମନସ୍କତା ସେ ଅନ୍ୟମନସ୍କତା ହେଉବା ହେଉ ମୋ ଭାବପ୍ରବଣତାଯା’ର ବାଚାଳପଣରେ ଲିଭିଗଲେ ସେମାନେହଜିଗଲାସେମାନଙ୍କ ସହିତ କେତେଗୁଡି଼ଏ ମହକିତ ଅକ୍ଷରହଜିଗଲେ ବିସମୟର
ଭବାନୀ ଶଙ୍କର ନାଥ ଲୁହ ଦେଇଗଲା ଲୌହଦାନବଚାରିଆଡ଼େ ଖାଲି ମଣିଷ ଶବ, କରମଣ୍ଡଳରେ କରାଳ ରାତ୍ରୀମରି ହଜିଗଲେ କେତେ ଯେ ଯାତ୍ରୀ, ପତ୍ନୀ ଆଗେ ପତୀ ଦେହ ଛାଡ଼ିଲାବାପମା’ ଛେଉଣ୍ଡ ପିଲା ହୋଇଲା, ଭାଙ୍ଗିଗଲା
ଜୟପୁର : ଜୟପୁରର ବିଶିଷ୍ଟ ଶିକ୍ଷାବିତ୍ ତଥା ଯୁବ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀଙ୍କ ପୁସ୍ତକ “ସ୍ମୃତି ଓ ବିସ୍ମୃତି – ଘଟଣାକ୍ରମ ୨୦୨୨” ଲୋକାର୍ପିତ ହେଇଯାଇଛି । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’
ମୁକୁନ୍ଦ ଶତପଥୀ ସକାଳୁ ସକାଳୁ ସେ ଚଢେଇ ଦି’ଟାର ଶବ୍ଦରେ ଉଠୁଥିଲି ମୁଁ । ମୋ ରୋଷେଇଘରର ଝରକାରେ ତାଙ୍କ ଥଣ୍ଟରେ ଖୁମ୍ପି ଏକ ମୃଦୁ ଶବ୍ଦ ତିଆରି କରିବା ତାଙ୍କର ଏକ ଅଭ୍ୟାସ
ଜିନାତମାମ୍ ଦର୍ଜୀ କିଏ କହିଥିଲା, ହାଣିଦେବି ହିନ୍ଦୁଙ୍କୁକିଏ କହିଥିଲା, ଦେଖିଲେ ଗୋଟିଗୋଟି ମାରିଦେବି ମୁସଲିମଙ୍କୁକିଏ କହିଥିଲା, ର’ ବୁଝିବି ଏ ଖ୍ରୀଷ୍ଟିଆନମାନଙ୍କ କଥାକିଏ କହିଥିଲା, ବୁଦ୍ଧମାନଙ୍କୁ ତଡ଼ିଦେବି ଦେଶ ବାହାରକୁକିଏ ଗରିବ ଲୋକଙ୍କୁ ଦେଖି
