ବେଣୁଧର ପାଢୀଙ୍କୁ ଗଙ୍ଗାଧର ବଳ ସ୍ମାରକୀ ସମ୍ମାନ

ଆନନ୍ଦପୁର : ବିଶିଷ୍ଟ ସାହିତ୍ୟିକ, ଗବେଷକ, ପ୍ରାବନ୍ଧିକ ପ୍ରଫେସର ଡ. ବେଣୁଧର ପାଢୀଙ୍କୁ ଆନନ୍ଦପୁର ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ବଳ ସ୍ମାରକୀ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି । ଆନନ୍ଦପୁର ସାହିତ୍ୟ ସଂସଦ ପକ୍ଷରୁ ମାର୍ଚ୍ଚ ୧୨ରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ସମାବେଶକୁ ଅସୁସ୍ଥତା ପାଇଁ ଆସିପାରି ନଥିବାରୁ ସଭାପତି ଗଦାଧର ମିଶ୍ର ଓ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ କବି କାର୍ତ୍ତିକ ମିଶ୍ର, ବ୍ୟଙ୍ଗ କବି ତ୍ରିଲୋଚନ ସା ପ୍ରମୁଖ ଏହି ସର୍ବୋଚ୍ଚ ସମ୍ମାନକୁ ଡ. ପାଢୀଙ୍କୁ ତାଙ୍କ ଫୁଲନଖରା ସ୍ଥିତ ବାସଭବନରେ ପ୍ରଦାନ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *