ଭୁବନେଶ୍ୱର : ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ତଥା ବିଶିଷ୍ଟ ମୁଖ୍ୟଯନ୍ତ୍ରୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପୁଣ୍ୟ ସ୍ମୃତିରେ ‘ପ୍ରତିଭା ରାୟ ଟ୍ରଷ୍ଟ’ ଓ ‘ଆଦ୍ୟା ପ୍ରକାଶନୀ’ ପକ୍ଷରୁ ତୃତୀୟ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ’ ପୁରସ୍କାର

Read More

ସୁଶ୍ରୀ ଶୁଭସ୍ମିତା ମହାନ୍ତି ଯୁବ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀଙ୍କ ପ୍ରଥମ ନିବନ୍ଧ ସଂକଳନ ନିକଟ ଅତୀତରେ ପ୍ରକାଶିତ ହୋଇଯାଇଛି । ୨୦୨୨ ମସିହାରେ ଘଟିଥିବା ପ୍ରାୟ ସମସ୍ତ ଘଟଣାମାନଙ୍କ ଏକ ଶୈକ୍ଷିକ ବିଷ୍ଳେଷଣ

Read More

ପୂର୍ଣ୍ଣ ଦାସ ତୁ ଇତିହୀନ ଚିଠିରୁ ଚଉଠେଭୋଦେଇ ମେଘର ବାଦ,ତୁ ଶୀତ ସକାଳ, କଅଁଳ ଖରା ମୁଁଅତୀତର ଅପବାଦ । ବୁଢ଼ୀ ବାସୁଳେଇ ନେତ ପରି ତୁହିମୁଁ ମଉନ ମାଟିଘୋଡ଼ା,ଝୁଣା, ପଣା, ଧୂପ ଧୂଆଁର

Read More

ଭୁବନେଶ୍ୱର : ପ୍ରଣମ୍ୟ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଁରେ ୧୯୨୨ ମସିହା ଜୁନ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଏକାଧାରରେ ସେ ଥିଲେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ,

Read More

ବିଜୟ ଚୌଧୁରୀ ଯାହାର ଗର୍ଭରେ ରହି ତାକୁଅହରହ ଜଠରକୁ ଗୋଇଠା ମାରିଲି କିନ୍ତୁ ସେଆନନ୍ଦ ଅନୁଭବ କଲା,ସେ ମୋ ମା । ଯିଏ ମୋତେ କଥା କହିବା ଶିଖାଇଲା,ତା ସ୍ତନରୁ କ୍ଷୀର ଦେଇ ମଣିଷ

Read More

ଅଭିଜିତ୍ ସାହୁ ଲମ୍ବୋଦର ନାୟକ, ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅଧୀନରେ ଥିବା କୁଟୁରା ଅନ୍ତର୍ଗତ ଛଣପୁର ଗାଁରେ | ପେସାରେ ଶିକ୍ଷକ, ସ୍ୱଭାବରେ ଜଣେ ସଚ୍ଚୋଟ ଲୋକ ଓ କିନ୍ତୁ ଟିକେ

Read More

ନୀଳିମା ନିବେଦିତା ଦରଜ ହିଁ ଦରଜା ହୁଏଅନୁଭବର,ବେଳା ଛୁଇଁ ଫେରୁଥିବା ଜୁଆର ହିଁଶୋଷ ମେଣ୍ଟାଏସାଗରର । ଫୁଲ ଫୁଟି ମଉଳିଯିବା ସଂସାରର ନିୟମଆଶାରେ ସନ୍ଦେହ ଅଙ୍କୁରେଇବା ମଣିଷର କାମତା’ବୋଲି କ’ଣ ମୁଁ ଚୁପ୍ ବସିବି

Read More

ଭୁବନେଶ୍ୱର : କପିଳେନ୍ଦ୍ରଦେବ ନଥିଲେ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା ସାରଳା ଦାସ ନଥାନ୍ତେ । ତାଙ୍କୁ ଓଡ଼ିଆରେ ମହାଭାରତ ଲେଖିବା ପାଇଁ ସଂସ୍କୃତ ପଣ୍ଡିତମାନେ ବିରୋଧ କରୁଥିଲେ । କପିଳେନ୍ଦ୍ରଦେବ ହିଁ ତାଙ୍କୁ ରାଜଦରବାରକୁ

Read More

ବନେଶ୍ଵର : ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟ ସଂଗ୍ରହାଳୟ ପରିସରର ସମ୍ମିଳନୀ କକ୍ଷରେ ଦେବେନ୍ଦ୍ର କୁମାର ଦାଶ ଓ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ରଚିତ ଇଂରାଜୀ ପୁସ୍ତକ ‘ଫକୀରମୋହନ ସେନାପତି:

Read More