ଭୁବନେଶ୍ଵର : ବିଶ୍ଵ କବିତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ଦିନ ବାଣୀବିହାର ପରିସରରେ ଥିବା ତାଳପଦେଶ୍ଵରୀ ସାହିତ୍ୟ ଆସରର ମାସିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆସରର ସଭାପତି ଅମୂଲ୍ୟ କୁମାର ଦାଶଙ୍କ
Author: ସହ-ସମ୍ପାଦକ
ଭୁବନେଶ୍ଵର : ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହରପ୍ରିୟା ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ ଶ୍ରୀସୁଦର୍ଶନ ଦାରୁ ଅରଣ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖ୍ୟ
ମୁକୁଲ ମିଶ୍ର ନଳ ତଳେ ଗରା ପୁରି ଆସିବାରସେ ଶବ୍ଦ ଭ୍ରମଆଉଛାତି ଗହୀରରୁ ପୋତା ପ୍ରେମମୁକୁଳି ଆସୁଥିବାର ଦିବାସ୍ଵପ୍ନ ସବୁ କିଛି ରାତି ପରି ପାହିଯାଏ ମୋ ସହ । ଗୋଟେ ସରୁ ନଥିବା
ଭୁବନେଶ୍ଵର : ‘ଝରଣା ସାହିତ୍ୟ ସଂସଦ’ ତରଫରୁ ‘ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ‘ଝରଣା’ ଓ ‘ଚିରସମର୍ଥା’ ପତ୍ରିକାର ସମ୍ପାଦକ ମନୋଜ କୁମାର ଜେନାଙ୍କ ସଭାପତିତ୍ଵରେ
ପ୍ରଦୀପ କୁମାର ପଣ୍ଡା ବାହୁଡ଼ିଯିବାକୁ ବାହାରିନାହିଁ ମୁଁ ଘରୁ । ମୋ ଛଡ଼ା କିଏ ଥିଲା ମୋର ଅପେକ୍ଷାରେଘରେ ବା ଘାଟରେ, ହେଜ ନାହିଁ ମୋର,ମୋଠୁ ଫେରିପାଇବାର କାହାର କିଛିବାକିଥିଲା କି ମୋ ଛଡ଼ା,
ଭୁବନେଶ୍ଵର : ବର୍ତ୍ତମାନ ଶ୍ରଦ୍ଧା ଶବ୍ଦଟି ହଜିହଜି ଯାଉଛି ଓ ଆମେ କାହାକୁ ଶ୍ରଦ୍ଧା କରୁଛେ ତା ମଧ୍ୟ ଜାଣି ପାରୁନାହାନ୍ତି । ମାତ୍ର ଲେଖକ ଓ କବିର ଶ୍ରଦ୍ଧା ସବୁବେଳେ ତା ଲେଖନୀରେ
