ଅରୁଣ କୁମାର ତ୍ରିପାଠୀ ଛୁଆବେଳେ ପଢିଥିବା କଥାମାନ ପ୍ରାୟତଃ ସେରବ୍ରୋମ୍ ରେ ରହିଯାଏ । ଅଧ୍ୟାପନା କାଳରେ ଚାଟଙ୍କୁ ସେଥିଲାଗି ନିୟମିତ କୁହେ, ସୁଷମ୍ନାକାଣ୍ତକୁ ଠିଆ କରି ରଖ । ବୋଧହୁଏ ସେୟା ୨୦୦୬
Author: ସହ-ସମ୍ପାଦକ
ସଂଘମିତ୍ରା ସାମନ୍ତରାୟ ଗୋଟେ ଧାଡ଼ି ଲେଖାକୁଲିଭେଇଦେଲି,କାହିଁକି ଲିଭେଇଲିର କାରଣରେଉତ୍ତର ଥିଲା : ମୋ ଅନ୍ୟମନସ୍କତା ସେ ଅନ୍ୟମନସ୍କତା ହେଉବା ହେଉ ମୋ ଭାବପ୍ରବଣତାଯା’ର ବାଚାଳପଣରେ ଲିଭିଗଲେ ସେମାନେହଜିଗଲାସେମାନଙ୍କ ସହିତ କେତେଗୁଡି଼ଏ ମହକିତ ଅକ୍ଷରହଜିଗଲେ ବିସମୟର
ଭବାନୀ ଶଙ୍କର ନାଥ ଲୁହ ଦେଇଗଲା ଲୌହଦାନବଚାରିଆଡ଼େ ଖାଲି ମଣିଷ ଶବ, କରମଣ୍ଡଳରେ କରାଳ ରାତ୍ରୀମରି ହଜିଗଲେ କେତେ ଯେ ଯାତ୍ରୀ, ପତ୍ନୀ ଆଗେ ପତୀ ଦେହ ଛାଡ଼ିଲାବାପମା’ ଛେଉଣ୍ଡ ପିଲା ହୋଇଲା, ଭାଙ୍ଗିଗଲା
ଜୟପୁର : ଜୟପୁରର ବିଶିଷ୍ଟ ଶିକ୍ଷାବିତ୍ ତଥା ଯୁବ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀଙ୍କ ପୁସ୍ତକ “ସ୍ମୃତି ଓ ବିସ୍ମୃତି – ଘଟଣାକ୍ରମ ୨୦୨୨” ଲୋକାର୍ପିତ ହେଇଯାଇଛି । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’
ମୁକୁନ୍ଦ ଶତପଥୀ ସକାଳୁ ସକାଳୁ ସେ ଚଢେଇ ଦି’ଟାର ଶବ୍ଦରେ ଉଠୁଥିଲି ମୁଁ । ମୋ ରୋଷେଇଘରର ଝରକାରେ ତାଙ୍କ ଥଣ୍ଟରେ ଖୁମ୍ପି ଏକ ମୃଦୁ ଶବ୍ଦ ତିଆରି କରିବା ତାଙ୍କର ଏକ ଅଭ୍ୟାସ
ଜିନାତମାମ୍ ଦର୍ଜୀ କିଏ କହିଥିଲା, ହାଣିଦେବି ହିନ୍ଦୁଙ୍କୁକିଏ କହିଥିଲା, ଦେଖିଲେ ଗୋଟିଗୋଟି ମାରିଦେବି ମୁସଲିମଙ୍କୁକିଏ କହିଥିଲା, ର’ ବୁଝିବି ଏ ଖ୍ରୀଷ୍ଟିଆନମାନଙ୍କ କଥାକିଏ କହିଥିଲା, ବୁଦ୍ଧମାନଙ୍କୁ ତଡ଼ିଦେବି ଦେଶ ବାହାରକୁକିଏ ଗରିବ ଲୋକଙ୍କୁ ଦେଖି
ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ସମ୍ବୋଧନ ସମ୍ପର୍କର ସମ୍ବେଦନଶୀଳତାକୁ ଜଣାଇଦିଏ । ଯେବେ ଆପଣଙ୍କୁ ‘ତୁମେ’ ଡାକିବାକୁ ଆପଣ ପ୍ରବର୍ତ୍ତାଉଥିଲେ ଓ ମୁଁ ବାରବାର ଅସ୍ଵୀକାର କରୁଥିଲି, ସେଇବେଳେ ଆପଣ ଏକଥା କହୁଥିଲେ । ମନେଅଛି,
ସ୍ନେହାଶିଷ ମହାନ୍ତି ମୁଁ ଏବେ ଏବେ ଭିଜିଛି ବର୍ଷାରେଆକାଶରେ ଆଉ ମେଘ ନାହିଁଯାହାଥିଲା ସବୁ ଶେଷ ହେଲାଆଉ ଏଠି ପ୍ରେମ ଫ୍ରେମ ନାହିଁ … । ତୁମେ ଚାଲ ଫେରିଚାଲଯେଉଁଠାରୁ ଆସିଥିଲ ଦିନେତୁଚ୍ଛାଟାରେ ଖୋଜୁଛ