ବିଜୟ କୁମାର ଜେନା “ପୁରୁଷ ପିଲାଟି କେବଳ ‘ପୁଅଟିଏ ହେଇ’ ଜନ୍ମ ହୋଇଛି ବୋଲି ସେ ନିହାତି ଖୁସି ହେବା କଥା…” ଏୟା ତାକୁ ପ୍ରତ୍ୟକ୍ଷ ବା ପରୋକ୍ଷରେ କୁହାଯାଇଥାଏ ଓ ସେ ଏତିକି
Author: ସହ-ସମ୍ପାଦକ
ମନୋଜ ମିଶ୍ର ସବୁ ତାରାମାନେକାଳେ ଦିନେପ୍ରେମିକା ଥିଲେ,ଖୁବ ପ୍ରେମ କରୁଥିଲେ.. ସେମାନେ କବିତା ଲେଖିଲେରଡ଼ ନିଆଁରେ ଜଳିଲେଖୁବ ଜାଳିଲେଆଉ..ସୁନା ପରି ଦାଉଦାଉ ଝଟକିଲେ… ହଠାତ ଦିନେଖବର ଉଡିଲା..ଆକାଶ ଶାଖାରେସେମାନେମାଳମାଳ ହେଇ ଟାଙ୍ଗି ହେଇଗଲେ.. ସମସ୍ତଙ୍କ
ବିନୟ ମହାପାତ୍ର ବୈଶାଖର ଧୁଉ ଧୁଉ ଦିପହରେସବୁ କିଛି ଜଳୁଛି ଯେମିତି,ଜନପଦ, ନଗରର ରାଜରାସ୍ତା,ବୃକ୍ଷର ପ୍ରତିଟି କୀଶଳୟସବୁ କିଛି ଜଳିଯାଏ ଏଠି ।ଜଳିଯାଏ ପଥିକର ପାଦ,ତୁମେ କି ଜାଣିଛ ?ତିଳେ ଧୁଆଁ ଦିଶେନି କେଉଁଠି,ସମସ୍ତେ
ପୁସ୍ତକ: ଲୋକସମ୍ପର୍କ ଓ କର୍ପୋରେଟ ଯୋଗାଯୋଗଲେଖକ: ଡ. ମୃଣାଳ ଚାଟାର୍ଜୀ ଓ ସୌମ୍ୟ ରଞ୍ଜନ ବିହାରାପ୍ରକାଶକ: ଶେଫାଳୀ କମ୍ୟୁନିକେଶନ୍ସ, ଢେଙ୍କାନାଳପୃଷ୍ଠା: ୨୪୮ମୂଲ୍ୟ: ୩୦୦ ଟଙ୍କାସମୀକ୍ଷା: ହରପ୍ରିୟା ଷଡ଼ଙ୍ଗୀ ____________________ ଗଣମାଧ୍ୟମ, ଗଣ ଯୋଗାଯୋଗ ଓ
ଭୁବନେଶ୍ଵର : ଏ ମାଟିର ବିଶିଷ୍ଟ କବି ସାହିତ୍ୟିକ ତଥା ଶିକ୍ଷାବିତ୍ କବି ଭୂଷଣ ରାଜକିଶୋର ପଟ୍ଟନାୟକଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । କାର୍ଯ୍ୟସୂଚୀ ଅନୁସାରେ ସକାଳ ୮ ଘଟିକା
ଭୁବନେଶ୍ଵର : ଖ୍ୟାତନାମା ସାରସ୍ଵତ ସାଧକ ପ୍ରଫେସର ଦୋଳଗୋବିନ୍ଦ ଶାସ୍ତ୍ରୀଙ୍କ ସ୍ମୃତିରେ ଏକ ସାରସ୍ଵତ ଉତ୍ସବ ସୋମବାର ଦିନ ଶାରଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଡ. ଦୋଳଗୋବିନ୍ଦ ଶାସ୍ତ୍ରୀ ଫାଉଣ୍ଡେସନ ପକ୍ଷରୁ ସଭାପତି
ଭୁବନେଶ୍ଵର : ଓଡ଼ିଶାର ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ତରଫରୁ ୨୦୨୪ ବର୍ଷ ନିମନ୍ତେ ‘ଗଳ୍ପ ଗଞ୍ଜାମ ସମ୍ମାନ’ ଘୋଷଣା କରାଯାଇଛି । ସମ୍ପାଦକ ଭାଗୀରଥି ବେହେରାଙ୍କ କହିବାନୁସାରେ
ସତ୍ୟନାରାୟଣ ଗନ୍ତାୟତ “ନଇମ୍ ମୋକିମ୍ ଦି ଭାଇ ଆସିବେନି, ଆଜି ତାଙ୍କର ପର୍ବ ଜାଣିଚୁ ନା” ବୋଲି କହେ ବୁଡୁ ଗୌଡ ! “ସେ ଦି’ ଭାଇ ଯଦି ଆସିବେନି ଆଉ କି’ ଖେଳ
