ଶିବାଶିଷ ପାଢ଼ୀ ପଦୋନ୍ନତି ତାସହ ପୁଣି ପୁରୁଣା ଜାଗାରେ ପୋଷ୍ଟିଙ୍ଗ । ଡବଲ ଖୁସିର ଧମାକାରେ ଉତଫୁଲ୍ଲିତ ଥିଲା ବର୍ଷାର ମନ । ବର୍ଷା ମାନେ ? ଶ୍ରୀମତୀ ବର୍ଷାରାଣୀ ଦାସ, ନୂତନ ଭାବେ
Author: ସହ-ସମ୍ପାଦକ
ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଅବସରପ୍ରାପ୍ତ ଅଧ୍ୟାପିକା ସଞ୍ଜୁରାଣୀ ମିଶ୍ରଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ ସଂକଳନ ‘ସ୍ମୃତି ଖିଏ’ ଲୋକାର୍ପିତ ହୋଇଯାଇଛି ।ଏହି ସଂକଳନର ପ୍ରଥମ ଭାଗରେ ରହିଛି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ନଅଟି
ଗୀତାଞ୍ଜଳି ପୃଷ୍ଟି କୋଟି ଲାବଣ୍ୟକୁ ଉପହାସ କରିତୁମ ରୂପକାନ୍ତି ହସେକହ କଳାକାହ୍ନୁ କଳାଠାକୁରହେଏମିତି କାହିଁକି ଦିଶେ ll ରଥ ପଥ ଆଜି ଶୋଭା ପାଉଅଛିତୁମ ଦିବ୍ୟ ସ୍ପର୍ଶ ପାଇଦେବତା ମାନବ ସର୍ବେ ଏକାକାରଭାବ ଭକ୍ତି
ଛବିରାମ ସେଠୀ ତୁହିରେ କାଳିଆ ତୁ ବଡ଼ ଛଳିଆଆସିବୁ ଭକ୍ତଙ୍କ ପାଇଁନୀଳାଚଳେ ଧାମେ ଯାତରା କରିବୁଭାଇଭଉଣୀଙ୍କୁ ନେଇ ।(୧) ରଥରେ ଚଢିବୁ ମନ ହରଷରେଜଗତ ଜନଙ୍କ ମେଳେଗହଳି ଲଗାଇ ବୁଲିବୁ ଦାଣ୍ଡରେସେବାୟତଙ୍କର ବଳେ ।(୨)
ବିଜୟଲକ୍ଷ୍ମୀ ଦାଶ ଶବ୍ଦର ତରଙ୍ଗଟିଏବେଳୁ ବେଳ ବଢୁଥାଏତୁମକୁ ଛୁଇଁବାକୁ ଯାଇବାରବାର ଫେରୁଥାଏ ପ୍ରତିଥର ହାର ପରେନିରାଶାଟେ ଘାରୁଥାଏସୁଖ ଦୁଃଖ ଯା’ ଯେତେପ୍ରତିକ୍ରିୟା କରୁଥାଏ ରାଗେ କେବେ କେବେ କାନ୍ଦେକେବେ ପୁଣି ଡରୁଥାଏପାପୀ(ତୁଚ୍ଛା ଭୟ ଗୋଟେ)
ଭୁବନେଶ୍ୱର : ମାସିକ ଓଡ଼ିଆ ପତ୍ରିକା କାଦମ୍ବିନୀର ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ଏକ ଘରୋଇ ହୋଟେଲରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବରେ
ଭୁବନେଶ୍ଵର : ଭୁବନେଶ୍ଵରସ୍ଥ ଢେଙ୍କାନାଳ କଲଚରାଲ୍ ଆସୋସିଏସନ ପକ୍ଷରୁ ଆମେରିକାରେ ରହୁଥିବା ପ୍ରକାଶକ ଓ ଲେଖକ ସତ୍ୟ ପଟ୍ଟନାୟକଙ୍କ ସମ୍ବର୍ଦ୍ଧନା ଉତ୍ସବ ତଥା ‘ଅବକ୍ଷୟମୁଖୀ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି’ ଆଲୋଚନାଚକ୍ର ସ୍ଥାନୀୟ
ଦେବବ୍ରତ ଜେନା ମେଘମନ୍ଦ୍ରା ଜମା ବୁଝେନା କବିତା । ବୁଝେନା କାହିଁକି ରୂପା ଢଳେଇ ଚନ୍ଦ୍ରିକାରେମୁଁ ଫଟା ଲାଉତୁମ୍ବାଟିଏ ଧରି ବାହାରିଯାଏଶବ୍ଦ ଭିକ୍ଷା ପାଇଁ । ବୁଝେନା ସେକାହିଁକି ମୁଁ ଦିନେଦିନେ ଗୋଟେନିଆଁଚଟା ଖରାବେଳକୁ
