ଭୁବନେଶ୍ୱର : ଖଣ୍ଡଗିରି ମାତୃବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ‘ଆମ କୁନି ଗପ’ ବହି ଉନ୍ମୋଚିତ ହୋଇଯାଇଛି । ୫ମ, ୬ଷ୍ଠ ଓ ୭ମ ଶ୍ରେଣୀରେ ପାଠ ପଢ଼ୁଥିବା ପିଲାମାନଙ୍କ ଦ୍ୱାରା ଅନୂଦିତ

Read More

ସଂଘମିତ୍ରା ଭୂତିଆ ଯେବେ ଆମେ ଦୁହେଁ ପରସ୍ପରକୁଜାଣି ନଥିଲୁ,ସେବେ ହିଁ ହେଇଥିଲାଆମର ପ୍ରଥମ ଦେଖା ! ଯେବେ ଦୁହେଁ ନାଁ ଜାଣିଲୁ ଦୁହିଁଙ୍କରସେବେ ଜଣେ ଅନ୍ୟରଭାଷା ଚିହ୍ନିବା ଛଡ଼ାଆଉ କିଛି କାମ ନଥିଲା ଆମର

Read More

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀର ୬୭ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ଆୟୋଜିତ ହୋଇଯାଇଛି । ଏହି ସାରସ୍ୱତ ଉତ୍ସବରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା, ସାହିତ୍ୟ

Read More

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ସ୍ଥାନୀୟ ଏକ ଘରୋଇ ହୋଟେଲରେ ନାଟ୍ୟକାର ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ନଅ ଗୋଟି ଅପ୍ରକାଶିତ ନାଟକକୁ ନେଇ ନାଟକ ସଂକଳନ “ନୀରବ ଝଡ଼ ଓ

Read More

ଲତିକା ମହାପାତ୍ର ଉତ୍ତପ୍ତ ମଧ୍ୟାହ୍ନରେ ଜୀବନରଭିନ୍ନ ଗୋଟେ ବାସ୍ନା ଜହ୍ନ ଅଛି ଜ୍ୟୋତ୍ସ୍ନା ନାହିଁରାତି ଅଛି ରତି ନାହିଁପ୍ରିୟ ପାଶେ ପ୍ରୀତି ନାହିଁଜୀବନର ମଧ୍ୟାହ୍ନରେ.. ମୁଁ ନିଜକୁ ପଚାରେ ଏମିତିକହେ କିଛି ଅଛି କିଛି

Read More

ଭୁବନେଶ୍ଵର : ୨୦୨୪ ବର୍ଷ ନିମନ୍ତେ ଆଦ୍ୟା ପ୍ରକାଶନୀ ଓ ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୁଲ୍ୟରେ ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ସ୍ଵର୍ଗତ ଅକ୍ଷୟ ଚନ୍ଦ୍ର ରାୟଙ୍କ ସ୍ମୃତିରେ ସ୍ଥାପିତ ‘ଅକ୍ଷୟ ଚନ୍ଦ୍ର ରାୟ

Read More

କୁଳମଣି ଷଡ଼ଙ୍ଗୀ ସତରେ କିଏ ସ୍ଵର୍ଗ ଦେଖିଛି ! କିନ୍ତୁ କୁହାଯାଏ ବାହାଘର ସ୍ଵର୍ଗରେ ନିର୍ଣ୍ଣୟ କରାଯାଇଥାଏ । ରାମମୋହନ ଯେତେବେଳେ ରାଧିକାଙ୍କୁ ଦେଖିବାକୁ ଯାଇଥିଲେ, ପ୍ରଥମ ଦେଖାରେ ହିଁ ତାଙ୍କ ଅନ୍ତର୍ଚକ୍ଷୁରେ ସେ

Read More

ଭୁବନେଶ୍ଵର : ଚଳିତ ଜୁଲାଇ ୧୮ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚୀନର ହାଙ୍ଗଝୋ ଓ ବେଜିଂ ସହରରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ କବିତା ମହୋତ୍ସବରେ ଯୁବ ଓଡ଼ିଆ ଲେଖକ ଓ ଫିଲ୍ମ ନିର୍ଦ୍ଦେଶକ

Read More

ପୂରବୀ ଶତପଥି ଘର ବୋଲି ଜାଗାଟିଏ ମୋରଯୋଉଠି ବେଶ୍‌ ସହଜ ମୁଁ,ଆଖି ଖୋଲିବା ପରଠୁ ଯୋଉ ଜାଗାକୁଜଲ୍‌ଦି ଛାଡ଼ି ବାହାରକୁ ଚାଲି ଆସିବାକୁତରତର ମୁଁ । ପାହାନ୍ତିଆ ଚା’ ଦୋକାନରେ ପେପର୍‌ ପଢ଼ାରୁ,କାନ ସାରା

Read More

ପ୍ରଦୀପ କୁମାର ପଣ୍ଡା ତମେ ଶବ୍ଦମୁଁ ତୁମକୁ ଲେଖେତୁମକୁ ନେଇ ମୁଁ ହଟ୍ଟଗୋଳ କରେ । ତୁମେ କିନ୍ତୁ ନୀରବନୀରବତାଠୁ ବଳି ଅଧିକ ନୀରବ ।ତୁମେ ବସ୍ତୁତଃ ଜଡ଼ମୁଁ ମୋର ଅହଂକାର ପିନ୍ଧେଇତୁମକୁ ଜୀବନ

Read More