ରାମକୃଷ୍ଣ ବୁଝି ହେଉନିମୁଁ ଖେଳୁଛି ଶବ୍ଦକୁନା ଶବ୍ଦ ଖେଳୁଛି ମୋତେକିଏ କାହାର ଅକ୍ତିଆରରେ ଏଡ଼େ ସୁରକ୍ଷିତ ଶବ୍ଦର ବିଶାଳ ଦୁର୍ଗସମୁଦ୍ର କୂଳର ବାଲିଘର ପରି ଧୋଇନିଏନିରବତାର ଢେଉ,ନିର୍ବାକ ଛିଡ଼ା ହୋଇ ରହେମୋର ନଥିବା ପଣରେ
Author: ସହ-ସମ୍ପାଦକ
କୈଳାସ ଚନ୍ଦ୍ର ସାହାଣୀ କୁରେଇ ଫୁଲର ବାସ୍ନାରେବାସ୍ନାୟିତ ସବୁଜ ଅରଣ୍ୟ,କେଉଁ ଧାଙ୍ଗିଡ଼ୀର ଗଭା ମଣ୍ଡନ କରିସେ ସାର୍ଥକତା ଲଭେ ନିଜ ଜୀବନର;କେବେ ବଣମଲ୍ଲୀର ନାମରେ ନାମିତକେବେ ମୁନିଋଷି ଅଧ୍ୟୁଷିତ ଉଟଜକୁଟଜର ଶୋଭାରେ ଶୋଭାମୟ !
ବିନୟ ମହାପାତ୍ର ମନ ପଚାରିଲା : କୋଳି ଖାଇବାକୁ ଯିବୁ ? ମୁଁ ଟିକିଏ ଆଗ୍ରହ ଦେଖାଇ ପଚାରିଲି, କୋଳି ? କି କୋଳି ? କେଉଁଠି ଅଛି ? ମନ କହିଲା :
ମଧୁମିତା ମିଶ୍ର ସୂର୍ଯ୍ୟ ଆସିଥିଲା । ସବୁବେଳେ ସେ ଆସେ । ସବୁଦିନ ସେ ଆସେ । କିନ୍ତୁ ମୋ ପାଖରେ ସମୟ ନଥାଏ । ତେଣୁ ସେ ତା ବାଟରେ ଆସେ ଓ
ଭୁବନେଶ୍ଵର : ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ଆସନ୍ତା ମଇ ୧୦ ତାରିଖରେ ୨୩ତମ ପୁସ୍ତକ ‘ଅପରୂପ ଶ୍ରୀଜଗନ୍ନାଥ’ର ମୁଦ୍ରଣ କାର୍ଯ୍ୟ ଆରମ୍ଭ ହେବ । ଏହି ଅବସରରେ ଭାରତୀୟ
ଭୁବନେଶ୍ଵର : ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ପତ୍ରିକା ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ସ୍ଥାନୀୟ ରେଡ଼କ୍ରସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପତ୍ରିକାର ଲୋକକଳା ବିଶେଷାଙ୍କ ଉନ୍ମୋଚନ,
