ଭୁବନେଶ୍ଵର : ଜୀବନ ସଂଘର୍ଷ ଓ ସଂଗ୍ରାମ ମଣିଷକୁ ଅଧିକ ସଫଳ କରାଏ । ପ୍ରତିକୂଳତା ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ ଓ ତାହା ସୃଜନଶୀଳତାକୁ ଉତ୍ସାହିତ କରେ ବୋଲି ଗାଳ୍ପିକ, ଗୀତିକାର ଓ

Read More

ମଧୁମିତା ମିଶ୍ର ଜନ୍ମରୁ ନାମରେ ପରିଚିତ ନର କର୍ମେ ଉତ୍ତର ଜୀବନେପରିବାର ବନ୍ଧୁ ସାଙ୍ଗ ମହଲରେ ଆପଣା ପର ଗହଣେକିଏ ଜାଣେ ସେ ଯେ ସନ୍ତାନ ତାଙ୍କରି କିଏ କୁହେ ସହୋଦରକିଏ ପୁଣି କୁହେ

Read More

କେଦାର ମିଶ୍ର ଆକାଶରେ ମିଳେଇ ଯାଇଥିବା ଶେଷ ବିନ୍ଦୁ ପକ୍ଷୀପବନରେ ନିଖୋଜ ମଲ୍ଲିକାର ଶେଷ ପାଖୁଡ଼ା ବାସ୍ନାଛାତିରେ ପଥର ହୋଇଯାଇଥିବା ସର୍ବ ପୁରାତନ ଛାନ୍ଦଶେଷ ଡଙ୍ଗାରେ ସମୁଦ୍ର ଟପିଥିବା ଆମର ବିଷାଦଖାଲି କାଗଜରେ କେହି

Read More

ଭୁବନେଶ୍ଵର : କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟନିର୍ବାହୀ ବୈଠକରେ ଆଜି ୨୦୨୫ ବର୍ଷ ନିମନ୍ତେ ଓଡ଼ିଆ ସମେତ ୨୩ଟି ଭାଷା ପାଇଁ ଯୁବ ପୁରସ୍କାର ଘୋଷଣା କରାଯାଇଛି । ଚଳିତଥର ଓଡ଼ିଆ ଭାଷାରେ ଏକାଡ଼େମୀର

Read More

ବିନୟ ମହାପାତ୍ର ଜୀବନ ମାନେ କି ଯନ୍ତ୍ରଣା ଖାଲି,ଆଉ କେଇ ଟୋପା ଲୁହ,ଆଖିକୋଣୁ ନିତି ଝରି ବୋହିଯାଏ,ଭିଜେ ଆଖିପତା, ଓଠକୁ ଭିଜାଏନା’ ତୁମ କାନି, ନା’ ମୋ ଚିବୁକକେମିତି ଧରିବ କୁହ ।ଯନ୍ତ୍ରଣାର ଏଠି,

Read More

ଭୁବନେଶ୍ଵର : କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର’ ୨୦୨୫ ପାଇଁ କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର (ଜନ୍ମ ୧୯୮୨)

Read More

ଭୁବନେଶ୍ଵର : ଭାଷାଭିତ୍ତିକ ଓଡ଼ିଶା ଗଠନ ତଥା ଓଡ଼ିଆ ଭାଷା ଆନ୍ଦୋଳନକୁ ଏକଦା ଶକ୍ତି ଦେଇଥିବା ପତ୍ରିକା ‘ମୁକୁର’ ସ୍ମୃତିକୁ ଆଧାର କରି ପ୍ରକାଶ ପାଇଛି ‘ଓଡ଼ିଆ ସାହିତ୍ୟର ମୁକୁର’ । କଟକ ସିଡ଼ିଏର

Read More

ବିନୟ ମହାପାତ୍ର ଜୀବନର ଅଗଣାରେକେବେ ଫୁଲ,କେବେ କଣ୍ଟା ବିଛାଇଯୌବନ ମୋ ସାଥେନିତିନିତି ଲୁଚକାଳି ଖେଳୁଥିଲା,ମୋ ହାତ ଛାଡ଼ି ଚାଲିଯିବ ବୋଲିନିତି ନୂଆନୁଆବାହାନା ଖୋଜୁଥିଲା ।ମୁଁ ସଂଶୟରେ ରହିଗଲି,ନା ଫୁଲ ସବୁ ଗୋଟାଇ ପାରିଲି,ନା ପାଦରୁ

Read More