ଶୁଭଲକ୍ଷ୍ମୀ ବେହେରା ଦେଖଣାହାରୀ ତ ଅନେକ କଥା କହିବେ,କହି କହି ତୁମ ସ୍ଵାଧୀନ ଚିନ୍ତାଧାରାକୁପରାଧୀନ ମଧ୍ୟ କରିବେ,ହେଲେ ତୁମେ ନିଜ ସମ୍ବନ୍ଧରେ ଭାବିବ ଯେତେଥର,ହୃଦୟ ତୁମକୁ ପ୍ରତିଥର ସାନ୍ତ୍ଵନା ଦେବ,ନିଜେ ମୁଁ ନିଜର ।
Tag: love
ପ୍ରଶାନ୍ତ କୁମାର ନାଥ ଦେଇଥିଲି ହସ ଓଠରେ ତୁମରମୋ ଆଖିରେ ଦେଲ ଲୁହସେ ଲୁହକୁ ପ୍ରିୟା ଆପଣା କରି ମୁଁକେମିତି ବଞ୍ଚିବି କୁହ । ସାଥେ ରହିବାର ଶପଥ କରିଲମଥାକୁ ମୋହର ଛୁଇଁତୁମେ ଗଲାପରେ
ଦୀପକ କୁମାର ସ୍ଵାଇଁ ତମ ଦାଣ୍ତ ଦୁଆରେ ଅଟକିଛି ହଳେ ପାଦପାଦ ତଳେ ଚାପି ଦେଇ ଯେତେ ଅପବାଦତମ ଗାଁ ପ୍ରତି ଗଳିର ଧୂଳିରେ ମୁଁ ଖୋଜୁଛିଜାଣି ଜାଣି ହଜାଇ ଥିବା ଜୀବନର ନିଧି
ସୀମାଞ୍ଚଳ ରଣା ରାତିର ନିର୍ଜନତା ଆମ୍ବ ଗଛରୁ ଝିଙ୍କାରୀର ଝୀଂଝୀଂ ଶବ୍ଦ ଆଉ ଜୁରୀକୁପୁଡାରୁ ହେଟାର ଗର୍ଜନରେ ଥରିଉଠେ ଶରୀର, ଟାଙ୍କୁରି ଉଠେ ଲୋମ । ବିଜୁଳି ଆଲୋକକୁ ପର କରି ଫିକାଫିକା ଜହ୍ନ
ସୁଚରିତା ପାତ୍ର ତା’ର ଷ୍ଟେସନ… ସେ ସବୁବେଳେ କୁହେଷ୍ଟେସନ ଥରିଗଲେପାଣି ପରି ସେ ବି ଚହଲିଯାଏ …କେଜାଣି ତା’ର କ’ଣ ଏତେ ଆନ୍ତରିକତା ଏଇ ବାଣୀବିହାର ଷ୍ଟେସନ ସହରେଳ ଟ୍ରାକ୍ ଠାରୁ ଆରମ୍ଭ କରି
ଏନ୍. ନିଳମାଧବ ପାତ୍ର ମୁଁ ସେମାନଙ୍କ କଥାକୁନିରବରେ ଶୁଣୁଥିଲି,ତା’ର ଅର୍ଥ ନୁହେଁମୁଁ ସେମାନଙ୍କୁ ସମର୍ଥନ କରୁଥିଲି । ଅସହାୟ ଏ ପରିବେଶରେ,ଅସମାପ୍ତ ଏ ଆଲୋଚନା,ଅଯୌକ୍ତିକ ଏ ଉପସ୍ଥାପନା…। ସବୁ ପୃଷ୍ଠା ଖୋଲି ଦେଉଥିଲାସେ ତରଙ୍ଗିତ
ଶିବାଶିଷ ପାଢୀ ସକାଳୁସକାଳୁ ସଜସଜ ଗୋଲାପରେ ଭର୍ତ୍ତି ହୋଇଯାଉଥିଲା ସ୍କ୍ରିନ । ପ୍ରତି ପାଞ୍ଚ ମିନିଟରେ ଆସୁଥିଲା ନୂଆନୂଆ ମେସେଜ । ବଦଳିଯାଉଥିଲା ଗୋଲାପର ରଙ୍ଗ ! ତା ସହ ଯୋଡ଼ି ହୋଇଯାଉଥିଲା ମନକୁ
ଶ୍ଵେତପଦ୍ମା ପାଢୀ ପକ୍ଷୀଟିଏ ପରିଣତ ବୟସରେ ପହଞ୍ଚିଲେ ସାରା ଆକାଶେ ଉଡ଼ିବାକୁ ଚାହେଁ । ହେଲେ ବେଳେବେଳେ ଏକ ଭୟ ଓ ଲଜ୍ୟାର କଳାମେଘ ତା’ ଉଡ଼ାଣକୁ ରୋକିଦିଏ । ବିଜୁଳି ଚମକରେ ଚମକି