ଦେବଯାନୀ ରାୟ ଅଦ୍ଭୁତ ସନ୍ମୋହନରଗାମ୍ଭୀର୍ଯ୍ୟ କଳ୍ପନାରେଅବତୀର୍ଣ୍ଣ ଏକ କାୟାକଳ୍ପମୋ ଆଖିରେ ଚିତ୍ରିତତୁମ ଦେହମନ ଲୁଣ୍ଠିତ ଆଜିଆଉ କାହା ପାପ ନଜରରେ ।।ତୁମେ କୁହ ତ,ଖୋଜିବି ତ କେଉଁପରି….ସାରା ରାତି ଗହନ ଅନ୍ଧାରରୁଅଥବା,ସାରାଦିନ ଅସମାପ୍ତସମୁଦ୍ର ବାଲିରୁ

Read More

ପଞ୍ଚଧାରା ସାହିତ୍ୟ ସଂସଦର ସାରସ୍ୱତ ସମାରୋହ ଆଠମଲ୍ଲିକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପଞ୍ଚଧାର ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ସୂଚନା କେନ୍ଦ୍ରଠାରେ ନୂଆବର୍ଷ ଅବସରରେ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ

Read More

ଦୁଷ୍ମନ୍ତ କୁମାର ସେଇ ଆଖିସେଇ ମନଲୋଭା ଚାହାଣୀଚାହାଣୀରେ ବି ଥିଲା ମାଦକତାଦଶ ଫୁଟ ଦୂରରେ ଥିଲିହାତରେ ଥିଲା କାଚ ଗ୍ଲାସସଫ୍ଟ ନା ହାଡ଼ ଡ୍ରିଙ୍କସେ କଥା କହିବିନିକେବଳ ଦେଖୁଥିଲିଭିଡ଼ ଭିତରେ ବାରି ହୋଇ ପଡୁଥିଲାସେଇ

Read More

ହୃଷିକେଶ ମଲ୍ଲିକ, ଦିଗରାଜ ବ୍ରହ୍ମା ଓ ଦେବବ୍ରତ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ୨୦୨୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ବିଶିଷ୍ଟ ସାହିତ୍ୟିକ

Read More

ବହି : ଦି ବ୍ଲାଇଣ୍ଡ ମାଟ୍ରିଆର୍କଲେଖକ : ନମିତା ଗୋଖଲେପ୍ରକାଶକ : ପେଙ୍ଗୁଇନ ଭାଇକିଙ୍ଗମୂଲ୍ୟ : ୫୯୯ ଟଙ୍କା ମହାମାରୀକୁ ନେଇ ବିଶ୍ଵର ବିଭିନ୍ନ ଭାଷାରେ ଅନେକ ଗଳ୍ପ ଉପନ୍ୟାସ କବିତା ଲେଖା ହୋଇଛି

Read More

‘ଉତ୍କଳମାତାର ଯୋଗ୍ୟତମ ସୂତ, ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ, ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ, ନର ଦେହେଥିବ ଯାବତ ହୃଦୟ ।’ -ଉପରୋକ୍ତ ପଂକ୍ତି ଲେଖିଥିଲେ କବିବର ରାଧାନାଥ ରାୟ

Read More

ସୌମ୍ୟ ରଞ୍ଜନ ବିହାରା ପୁସ୍ତକ: ମୃଣାଳଙ୍କ ନିର୍ବାଚିତ ଗଳ୍ପ ସଙ୍କଳନ- ଶ୍ରେଷ୍ଠ ଗଳ୍ପଲେଖକ: ମୃଣାଳପ୍ରକାଶକ: ଟାଇମ୍‍ପାସ୍‍ପୃଷ୍ଠା: ୨୫୫ମୂଲ୍ୟ: ୨୨୫ ଟଙ୍କାସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା ବଛା ବଛା ତିରିଶଟି ଗପ । କେହି କାହାଠୁଁ

Read More

ବହି : ପିତୃ ପ୍ରସଙ୍ଗ – ଏ ବାଇଓଗ୍ରାଫିକାଲ ସ୍କେଚ୍‍ ଅଫ ଗଙ୍ଗାଧର ମେହେରମୂଳ ଓଡ଼ିଆ: ଭଗବାନ ବେହେରାମୁଳ ଓଡିଆରୁ ଇଂରାଜୀ ଅନୁବାଦ: ମାଲବିକା ପଟେଲପ୍ରକାଶକ: ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ, ଭୁବନେଶ୍ଵରମୂଲ୍ୟ: ୨୦୦/-

Read More

ଜ୍ଞାନେନ୍ଦ୍ର ଅଧା ଖରା ଅଧା ଛାଇରଷଢ଼ଋତୁରେ ଅଭିମନ୍ତ୍ରିତ ହୋଇମାଟି ହସିଉଠି ଜୀଉଁଥିଲା ପରି,ପ୍ରାପ୍ତି ଅପ୍ରାପ୍ତି ହସ ଲୁହରପର୍ଯ୍ୟାୟବାଚୀରେପ୍ରେମକୁ ବି ତଜୀଇଁବାକୁ ହୁଏ । କେବେ କେବେଦୀର୍ଘଦିନ ଧରି ଖେଳି ଯାଇପାରେନିରାଶାର ଅତିରଞ୍ଜିତ ଗ୍ରୀଷ୍ମ ଉତ୍ତାପ

Read More

ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆଶ୍ରା କ୍ଲବର ବିଂଶତମ ସ୍ୱନକ୍ଷତ୍ର ପାଳିତ ହୋଇଛି । ଏହି ଅବସରରେ ନରେନ୍ଦ୍ର ନାଥ ଦାଶଙ୍କ ଗୀତି କବିତା ପୁସ୍ତକ ‘ପ୍ରୀତି ପ୍ରମୋଦିନୀ’ ଲୋକାର୍ପିତ ହୋଇଛି ।

Read More