ଅଭିଜିତ୍ ସାହୁ ମଇ ମାସ ୭ ତାରିଖ ଭୋର ସମୟ, ପୋଲିସ ଗାଡି ଆଜି ମାଧପୁର ଗାଁ କୁଣ୍ଡ ପୋଖରୀ କୂଳରେ ଥିବା ଅଣଓସାରିଆ ରାସ୍ତା ଦେଇ ଗାଁ ମଝିରେ ଥିବା ରାଜଉଆସ ଆଗରେ|
ବହି: ଇଣ୍ଡିଆନ ମିଡିଆ ଜିଆଣ୍ଟସ୍: ଦି ବିଜିନେସ ଡାଇନାମିକସ୍ ଅଫ ପ୍ରିଣ୍ଟ ଲିଗାସିଜ୍ଲେଖିକା: ସୁରଭି ଦାହିଆପ୍ରକାଶକ: ଅକସଫୋର୍ଡ ୟୁନିଭରସିଟି ପ୍ରେସ ଭାରତରେ ମୁଦ୍ରିତ ଗଣମାଧ୍ୟମର ଆରମ୍ଭ ୧୭୮୦ ମସିହାରେ । ପ୍ରଥମ ଖବର କାଗଜ
ବହି: ଦ ଡନ ଅଫ ଏଭ୍ରିଥିଙ୍ଗ୍: ଏ ନିୟୁ ହିଷ୍ଟ୍ରି ଅଫ ହ୍ୟୁମାନିଟିଲେଖକ : ଡେଭିଡ୍ ଗ୍ରାଏବର ଏବଂ ଡେଭିଡ୍ ୱେନଗ୍ରୋପ୍ରକାଶକ: ଆଲେନ ଲେନ୍ମୂଲ୍ୟ: ୯୯୯ ଟଙ୍କା ବର୍ତ୍ତମାନ ମଣିଷକୁ ଆମେ ଯେଉଁ ରୂପରେ
ବହି : ହ୍ୟୁମାନସ ଅଫ କୋଭିଡ: ଟୁ ହେଲ୍ ଆଣ୍ଡ ବ୍ୟାକଲେଖିକା: ବରଖା ଦତ୍ପ୍ରକାଶକ: ଜଗର୍ନଟ ବୁକସ୍ପୃଷ୍ଠା: ୨୪୮ । ମୂଲ୍ୟ: ୬୯୯ ଟଙ୍କା ସାମ୍ବାଦିକା ଭାବରେ ବରଖା ଦତ୍ ସାରା ଭାରତରେ ବେଶ୍
ବହି: ୱାଟର ସେଡ, ହାଓ ଉଇ ଡେଷ୍ଟ୍ରଏଡ ଇଣ୍ଡିଆଜ ୱାଟର ଆଣ୍ଡ ହାଓ ଉଇ କ୍ୟାନ୍ ସେଭ ଇଟଲେଖକ : ମ୍ରିଦୁଲା ରମେଶପ୍ରକାଶକ: ହାଚେଟ ଇଣ୍ଡିଆପୃଷ୍ଠା: ୨୮୦, ମୂଲ୍ୟ: ୬୯୯ ଟଙ୍କା ଖରାଦିନ ଆସିଲାମାତ୍ରେ
ବହି – ଟମ୍ବ ଅଫ୍ ସ୍ୟାଣ୍ଡ୍ମୂଳ ହିନ୍ଦୀ: ଗୀତାଞ୍ଜଳି ଶ୍ରୀଇଂରାଜୀ ଅନୁବାଦ: ଡେଇଜି ରକ୍ୱେଲ୍ପ୍ରକାଶକ – ପେଙ୍ଗୁଇନ୍ପୃଷ୍ଠା – ୭୨୫, ମୂଲ୍ୟ – ୬୯୯ ଟଙ୍କା ଭାରତର ସ୍ୱାଧୀନତା ଏକ ରକ୍ତରଂଜିତ ସ୍ଥିତିରେ ହୋଇଥିଲା
ଆରତୀ ବେହେରା ଯୋଗ୍ୟ ନୁହେଁ ମୁହିଁ ଯଦି ପ୍ରିୟତମ ଭୁଲିଯିବ ଆଜି ପରେ ଭୁଲିଯିବ ସେହି ସ୍ୱପ୍ନ ସବୁ ଯାହା ଦେଖିଥିଲେ କେବେ ଥରେ ମୋ କପାଳେ ନାହିଁ ତୁମକୁ ପାଇବା କାହିଁକି କରିବି
ଉତ୍କଳ ଗୌରବ ମଧୁସୂଦନ ଦାସ ତୁ ପରା ବୋଲାଉ ଉତ୍କଳ ସନ୍ତାନକାହିଁ ପାଇଁ ଏଡ଼େ ଭୀରୁ !ତୋହର ଜନନୀ ରୋଦନ କରିଲେକହିବାକୁ କିମ୍ପା ଡରୁ ? ତୋ ପୁର୍ବ ପୁରୁଷେ ବୀର ପଣିଆରେଲଭିଥିଲେ କେତେ
ପଦ୍ମଲୋଚନ ପ୍ରଧାନ ମୁଁ ଫୁଲକୁ ଭଲ ପାଏ । ଫୁଲ ଗଛ ଲଗାଏ । ତାକୁ ଯତ୍ନ କରେ । ଗେହ୍ଲ ବି କରେ ।ମୋ ବାପା କିନ୍ତୁ ଏ ସବୁ ପସନ୍ଦ କରନ୍ତିନି
ବହି – ୧୯୪୬: ଲାଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନସ: ରୟାଲ ଇଣ୍ଡିଆନ ନେଭି ମ୍ୟୁଟିନିଲେଖକ – ପ୍ରମୋଦ କପୁରପ୍ରକାଶକ – ରୋଲି ବୁକସପୃଷ୍ଠା – ୩୫୦, ମୂଲ୍ୟ – ୪୯୮ ଟଙ୍କା ଫେବୃଆରି ୧୮,
