ଗୀତାଞ୍ଜଳି ପୃଷ୍ଟି ପୂଜ୍ୟ ଗୁରୁଦେବ ଦେବତା ସମାନତୁମ ପଦେ ରଖି ଲୟଅତିକ୍ରମି ବାଧା ଜିଣିବି ଜଗତତୁଟାଇ ମନରୁ ଭୟ । ତୁମ କର ସ୍ପର୍ଶେ ଦୂରହେଲା ମୋରଅଜ୍ଞାନ ତମସା ଘୋରଦେଖାଇଲ ତୁମେ ଶୂନ୍ୟରୁ ପୂର୍ଣ୍ଣକୁବ୍ରହ୍ମମୟ
ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜୟନ୍ତୀ ପାଳନ ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ
ପୁଷ୍ପଲତା ଶତପଥୀ ଭୁଲି ହୁଏନାହିଁ ଅଭୁଲା ଅତୀତସ୍ମୃତି ହୋଇଯାଏ ରହିଯେତେ ଖୋଜିଲେ ବି ମିଳେନାହିଁରହେ ପ୍ରଶ୍ନବାଚୀ ହୋଇ । ହେ ମୋର ଅତୀତ କାହିଁ ଚାଳିଗଲମୋତେ କରିଦେଇ ଏକାଅଫେରା ରାଇଜେ ରହିଅଛି ମୁହିଁସାଉଁଟୁଛି ପରିଭାଷା
ଭୁବନେଶ୍ୱର : ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇବାକୁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ର ନାମ ଘୋଷଣା ପରେ ଚର୍ଚ୍ଚାକୁ ଆସିଛନ୍ତି ସୁନ୍ଦରଗଡ଼ର ଗୀତିକବି ଦୁର୍ଗାମାଧବ ପଣ୍ଡା । ଚଳଚ୍ଚିତ୍ରରେ ସ୍ଥାନ ପାଇଥିବା
ବିଶ୍ୱେଶ୍ୱର ମାଝୀ – ରାକ୍ଷୀ ନବ ରାକ୍ଷୀ, ଚିକିମିକି ମଖମଲି ରାକ୍ଷୀ । ଡାକ ଶୁଣି ଧାଇଁ ଆସିଲା ସରଳା । ରାକ୍ଷୀର ମାଳ ଗୋଟିଏ ବାଉଁଶରେ ସଜାଇ ସାଇକେଲରେ ଲଗାଇ ଜଣେ ଲୋକ
ସାଇ ସନ୍ତୋଷିନୀ ଗନ୍ତାୟତ ଆମ ପରମ୍ପରାରେ ପ୍ରତି ପୂର୍ଣ୍ଣିମା ଗୁରୁତ୍ୱପୂର୍ଣ୍ଣ । ଏହାକୁ ଏକ ପବିତ୍ର ତିଥି ଭାବରେ ପାଳନ କରାଯାଇଥାଏ । ଏହି କ୍ରମରେ ପ୍ରତି ବର୍ଷ ଶ୍ରାବଣ ମାସରେ ପଡୁଥିବା ଶ୍ରାବଣ
ଅରୁଣ କୁମାର ତ୍ରିପାଠୀ ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ୨୦୧୨ ମସିହାରୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ ପାଳନ କରାଯାଉଅଛି । ଏହି ଦିନ ଅର୍ଥାତ୍ ଅଗଷ୍ଟ ୨୯,
ଶ୍ରୁତକୀର୍ତ୍ତି ତ୍ରିପାଠୀ ଏବେ ଚାଲିଛି ପବିତ୍ର ଶ୍ରାବଣ ମାସ । ଏଇ ମାସଟା ଯାକ ନିରାମିଷ ଭକ୍ଷଣ କରିବା ସହିତ ସୋମବାର ଗୁଡ଼ିକରେ ଉପବାସ ରଖି ମହାଦେବଙ୍କୁ ଜଳଲାଗି କରାଯାଏ । ହଜାର ହଜାର
ଭୁବନେଶ୍ୱର : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଦ୍ଵିଭାଷିକ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଆଉ ନାହାନ୍ତି । ରବିବାର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୯୫ ବର୍ଷ
ତାରାପ୍ରସାଦ ଜେନା ରକେଟରେ ବସି ଚାଲ ଆମେ ମିଶି ପଳେଇଯିବା ଜହ୍ନକୁସେଇଠାରେ କେତେ ମଜା କରି ସତେବଢ଼େଇଦେବା ପ୍ରେମକୁ…….ରକେଟରେ ବସି ଚାଲ ଆମେ ମିଶି….. ! ୦ ! ଥଣ୍ଡାଥଣ୍ଡା ମନ କାଟି ସବୁଦିନହସିବା
