ଦୁର୍ଗାପ୍ରସାଦ ପଣ୍ଡା ଗୋଟିଏ ଚାଉଳରେ ଗଢାମୋର ଏ ଉଦାସୀ ଆଖି କିନ୍ତୁ ଖାଲି ଦେଖିବାରକଳାଟି ଶିଖିବାକୁଏ ଆଖିକୁ ଲାଗିଗଲା ଅନେକ ବର୍ଷ । ଏବେ ବେଳ ବୁଡ଼ିଆସିଲା ବେଳକୁକେଜାଣି କାହିଁକି ବେଶି ବେଶିସଫା ଦିଶୁଚି
ଭୁବନେଶ୍ଵର : “ମୋର କବିତା ନିଜସ୍ଵ ଅନୁଭୂତି, ଆନନ୍ଦ-ବିଷାଦ ତଥା ସମାଜର ବିକୃତ ବାସ୍ତବତାକୁ ପ୍ରତିଫଳିତ କରେ । ମୋର କବିତାଗୁଡ଼ିକ ଶବ୍ଦରେ ପ୍ରକାଶିତ ଲୁହର ବୁନ୍ଦା ପରି ମନେହୁଏ । ସେଗୁଡ଼ିକ କ୍ରମାଗତ
ଦୁର୍ଯ୍ୟୋଧନ ସ୍ଵାଇଁ ଚିରସବୁଜ “ଓମରରୁବାୟତ”ସୁରା ସାକୀର ସେ ପ୍ରଣୟ ବିଧୁର କବିତା,ପୂର୍ଣ୍ଣ ପିଆଲାର ତରଙ୍ଗେତରଙ୍ଗେଆଜି ବି ମତୁଆଲା ଜୀବନର ବିବଶତା । ସେ ପ୍ରଣୟେ ନାହିଁ କାମନାର ଜ୍ଵାଳାସେ ତ ଜୀବନପାତ୍ରର ମଧୁ ମଦିରା,ଜୀବନ
ଭୁବନେଶ୍ଵର : ତିନି ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଓଡ଼ିଆ ସାହିତ୍ୟର ପ୍ରଖର କାବ୍ୟସ୍ଵର ଥିବା କବି ସୁନୀଲ କୁମାର ପୃଷ୍ଟିଙ୍କ ଗତକାଲି ଦେହାନ୍ତ ହୋଇଛି । ଭୁବନେଶ୍ଵର ସ୍ଥିତ ବାସଭବନରେ ତାଙ୍କର ହୃଦଘାତରେ
ଭୁବନେଶ୍ଵର : ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗ୍ରନ୍ଥଗୁଡ଼ିକ ବିଶ୍ଳେଷଣ କଲେ ଲିପି ଓ ଭାଷା ସହିତ ସମୃଦ୍ଧ ବ୍ୟାକରଣ ପରମ୍ପରା କ୍ରମ ବିକାଶର ସ୍ପଷ୍ଟ ସୂଚନା ଏବଂ ଭାଷାର ବୈଶିଷ୍ଟ୍ୟ ଓ ବିବିଧତାର ପ୍ରମାଣ
ବିନୟ ମହାପାତ୍ର ତଥାପି ମୁଁ ହାରି ନଥିଲି,ଯେତେବେଳେମୋର ଭୋକିଲା ପେଟ ଆଗରେୟୁନିଭରସିଟିର ଶ୍ରେଷ୍ଠ ଡିଗ୍ରୀଆଣ୍ଠୁ ଭାଙ୍ଗି ବସିଗଲା ।ତଥାପି,ମନ ମୋର ହାରି ନଥିଲା,ଯେତେବେଳେ,କ୍ଲାସର ପଛ ବେଞ୍ଚରେ ବସୁଥିବାଜାତିଆଣ କୋଟା ହକଦାର,ଦୁଇ ବର୍ଷେ ଗୋଟିଏ ସୋପାନ
ଅରୁଣ କୁମାର ତ୍ରିପାଠୀ ତୁମେ ଏତେ ଅଭିମାନିନୀ ସାଜମୋ କଥା ମୋତେ ଫେରେଇମୋ’ଠୁ ଜିତିଯାଅକଥା ଛଳରେ ଠକି ଦିଅଧିର ଲାଳିତ୍ୟ ସମୀରେ ଶୀହରଣ ଦେଇକଡ଼ା କଥାକୁ ହାଲୁକାରେ କହିଦିଅ । ବାକ୍ ସ୍ୱାଧୀନତାର ଜମିଦାର
ଲତିକା ମହାପାତ୍ର ଏ ଭିତରେ ବିତିଗଲାଣି କେତେ ଯେ ସମୟ ! ବଦଳିଯିବା ସ୍ୱାଭାବିକ … କହିପାରସାଙ୍ଘାତିକ ଅସ୍ୱାଭାବିକବଦଳି ନଯିବା । ନିଜକୁ ସାଇତି ରଖିବା ଗୋଟାପଣେଓ ପୂର୍ବବତ ନିଜ ଭଲପାଇବାକୁସମ୍ପର୍କମାନଙ୍କୁ ଅସ୍ୱାଭାବିକଭୀଷଣ ଅସ୍ୱାଭାବିକ
ଭୁବନେଶ୍ଵର : ନୋବେଲ ବଜୟିନୀ କାନାଡ଼ା ସାହିତ୍ୟିକା ଆଲିସ ମୁନ୍ରୋଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । କ୍ଷୁଦ୍ରଗଳ୍ପ ପାଇଁ ଖ୍ୟାତି ଅର୍ଜନ କରିଥିବା ମୁନ୍ରୋଙ୍କୁ
ଅଭିମନ୍ୟୁ ଧଳ ଏକ ମେଳାର ଜନଗହଳି ଭିତରେ ବାପା, ତାଙ୍କର ପାଞ୍ଚବର୍ଷର ପୁଅ ସହ ମେଳା ଦେଖିବାକୁ ଆସିଥାନ୍ତି । ପୁଅ ବାପାଙ୍କ ହାତକୁ ଧରିଥାଏ । ଅଧିକ ଗହଳି ଦେଖି ପୁଅ କହିଲା,
