ଡା. ଇପ୍ସିତା ପ୍ରଧାନ -ଓଃ ! କି ଚିକ୍କଣ ପାଦ ଆପଣଙ୍କର ମାଡାମ ! ବରଫ ଖଣ୍ଡେ ଥୋଇଦେଲେ ଖସିଯିବ ! ନିଜ ପାନଖିଆ ଦାନ୍ତକୁ ନିକୁଟି ନିକୁଟି ବଟ କହୁଥିଲା । ତା’
ଅରୁଣ କୁମାର ତ୍ରିପାଠୀ ସମୟ ସକାଳ ସାଢେ ତିନି । କାଳେ କିଏ ଆଗ ମେସେଜ କରିଦବ ଭାବି ବାବୁନା ସବନମକୁ ଗୁଡ଼ ମର୍ଣ୍ଣଂ ହନି ବୋଲି ମେସେଜ କଲା । ଏକଡ଼ସେକଡ଼ ଲେଉଟି
ଭୁବନେଶ୍ୱର : ଅନୁବାଦ କଳା ନା କାରିଗରୀ ସେ ନେଇ ସନ୍ଦେହ ଉପୁଜେ ସତ, ହେଲେ ସମଗ୍ର ବିଶ୍ଵ ସାହିତ୍ୟରେ ଅନୁବାଦ ବିଭାଗ ସର୍ବଦା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବୋଲି ମତପ୍ରକାଶ ପାଇଛି
ଭୁବନେଶ୍ଵର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ମାରୁତି ମିଡ଼ିଆ ପକ୍ଷରୁ ପ୍ରକାଶିତ ଓଡ଼ିଶାର ଶିଳ୍ପ ସମୂହ ସମ୍ପର୍କିତ ପୁସ୍ତକ ‘୧୦୦ ଇଣ୍ଡଷ୍ଟ୍ରିଜ ଇନ୍ ଓଡ଼ିଶା’ ଏଠାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଉନ୍ମୋଚିତ ହୋଇଯାଇଛି ।
ଗୀତାଞ୍ଜଳି ପୃଷ୍ଟି ସହରଟା ଆଉ ଶୋଉନି ରାତିରେସକାଳେ ଶୋଉଛି ବେଶିସୂରୁଜ କିରଣ ବାଜିଲେ ଦେହରେସରମେ ଦେଉଛି ହସି ll ରୂପା ଜହ୍ନ ଭଳି ବିଦ୍ୟୁତ ଆଲୋକରାସ୍ତା ଘାଟ ଦିଶେ ତୋଫାଦିନର ଝାଞ୍ଜିରେ ଜଳି ପୋଡ଼ିଯାଏବୃକ୍ଷ
ସାହିତ୍ୟିକା ଏଲି ମହାନ୍ତିଙ୍କ ସହିତ ସହ-ସମ୍ପାଦିକା ନୀଳିମା ନିବେଦିତାଙ୍କର ଏକ ସାକ୍ଷାତକାର : ଜଣେ ଏକୁଟିଆ ସ୍ତ୍ରୀଲୋକ ହିସାବରେ ଆବଶ୍ୟକୀୟ ଚରିତ୍ରମାନଙ୍କରେ କିଛିକିଛି ସମୟ କାମ କରିବା ପରେ ବିଶ୍ରାମ ପାଇଁ ଅଳ୍ପ ସମୟ ମିଳେ । ସେତିକି
ଭୁବନେଶ୍ଵର : ବିଶିଷ୍ଟ ନାଟ୍ୟକାର, କଳାକାର, ନିର୍ଦ୍ଦେଶକ ଓ ସୃଜନୀ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ତୃତୀୟ ପୁଣ୍ୟତିଥି ଅବସରରେ ରାଧା ନାରାୟଣ ଫାଉଣ୍ଡେସନ ପକ୍ଷରୁ ସ୍ମୃତିସଭା ଅନୁଷ୍ଠିତ କରାଯାଇଛି ।
ଭାଗୀରଥି ବେହେରା ବାରମ୍ବାର ଖସିଯିବାକୁ ଇଚ୍ଛା ହୁଏଯଦି କିଏ ସଂଭାଳିବାକୁ ଥାଏ ।ଏମିତି ବି ତ ହୋଇପାରେଖସିବାର-ନ ଖସିବାର ଚିନ୍ତା ହିଁ ନଥାଏଯେହେତୁ ସମ୍ଭାଳି ହେବାର ଆଶ୍ଵସ୍ତତାପାଖେପାଖେ ଥାଏ । ପ୍ରଶ୍ନ ଉଠେ କେତେ
ଭୁବନେଶ୍ଵର : ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦ ନାମକ ନୂତନ ଅନୁଷ୍ଠାନ ପବିତ୍ର ବୁଦ୍ଧପୂର୍ଣ୍ଣିମା ଅବସରରେ ଗଠନ କରାଯାଇଛି । ବଡ଼ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ପୀଠରେ କବୟତ୍ରୀ ସତ୍ୟଭାମା ପ୍ରଧାନଙ୍କ
