ବିଜୟଲକ୍ଷ୍ମୀ ଦାଶ ଶବ୍ଦର ତରଙ୍ଗଟିଏବେଳୁ ବେଳ ବଢୁଥାଏତୁମକୁ ଛୁଇଁବାକୁ ଯାଇବାରବାର ଫେରୁଥାଏ ପ୍ରତିଥର ହାର ପରେନିରାଶାଟେ ଘାରୁଥାଏସୁଖ ଦୁଃଖ ଯା’ ଯେତେପ୍ରତିକ୍ରିୟା କରୁଥାଏ ରାଗେ କେବେ କେବେ କାନ୍ଦେକେବେ ପୁଣି ଡରୁଥାଏପାପୀ(ତୁଚ୍ଛା ଭୟ ଗୋଟେ)
ଭୁବନେଶ୍ୱର : ମାସିକ ଓଡ଼ିଆ ପତ୍ରିକା କାଦମ୍ବିନୀର ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ଏକ ଘରୋଇ ହୋଟେଲରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବରେ
ଭୁବନେଶ୍ଵର : ଭୁବନେଶ୍ଵରସ୍ଥ ଢେଙ୍କାନାଳ କଲଚରାଲ୍ ଆସୋସିଏସନ ପକ୍ଷରୁ ଆମେରିକାରେ ରହୁଥିବା ପ୍ରକାଶକ ଓ ଲେଖକ ସତ୍ୟ ପଟ୍ଟନାୟକଙ୍କ ସମ୍ବର୍ଦ୍ଧନା ଉତ୍ସବ ତଥା ‘ଅବକ୍ଷୟମୁଖୀ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି’ ଆଲୋଚନାଚକ୍ର ସ୍ଥାନୀୟ
ଦେବବ୍ରତ ଜେନା ମେଘମନ୍ଦ୍ରା ଜମା ବୁଝେନା କବିତା । ବୁଝେନା କାହିଁକି ରୂପା ଢଳେଇ ଚନ୍ଦ୍ରିକାରେମୁଁ ଫଟା ଲାଉତୁମ୍ବାଟିଏ ଧରି ବାହାରିଯାଏଶବ୍ଦ ଭିକ୍ଷା ପାଇଁ । ବୁଝେନା ସେକାହିଁକି ମୁଁ ଦିନେଦିନେ ଗୋଟେନିଆଁଚଟା ଖରାବେଳକୁ
ସତ୍ୟନାରାୟଣ ଗନ୍ତାୟତ : କିରେ, ଆଜି ଫାଦର୍ସ ଡେ’ ବୋଲି ଜାଣି ବି ଏଯାଏଁ ବାପାଙ୍କୁ ଗ୍ରୀଟ୍ କରିନୁ ?ପୁଅ ସୋନୁକୁ ପଚାରିଲେ ସୁମିତ୍ରା l: ବାପା ବି ତ’ ଆଜି “ଶ୍ରଦ୍ଧା କେଆର୍
ମୂଳ ଲେଖା – ପ୍ରଫେସର୍ ଡ. ସନ୍ତୋଷ କୁମାର ରଥ (କୋସଳି)ଓଡ଼ିଆ ଅନୁବାଦ – ଶ୍ରୀପାଳ ପଣ୍ଡା ସବୁଠି ନଥାନ୍ତି ମଣିଷସଦାକାଳେ ।କୋଉଠି କୋଉଠି ଥାଆନ୍ତିହିଂସ୍ର ବାଘକୋଉଠି କୋଉଠିକାନ୍ଦୁରା ମଗର । ମଣିଷର କେତେ ରୂପ
ବିନୟ ମହାପାତ୍ର ରଜରେ ପ୍ରିୟାକୁ ସଜ ଦେଖିବାକୁଉଡ଼ିଯାଏ ମନ, ଆଜି ପ୍ରିୟତମା ଗାଆଁ,ମନରେ ସଂଯୋଗୀ ଗୋଟିଏ କାମନାପାଇବାକୁ ଥରେ ପ୍ରିୟାର କୁଆଁରୀ ଛୁଆଁ ।ସଜ ଫୁଲେ ଗଭା ସଜାଇ ଥିବ ସେକଳା କୁନ୍ତଳରେ ବାନ୍ଧି
ଭୁବନେଶ୍ୱର : ଗାନ୍ଧୀ ଚେତନାର ଜଣେ ସାର୍ଥକ ସାରସ୍ଵତ ସାଧକ ଥିଲେ ଶରତ ମହାନ୍ତି । ତାଙ୍କ ପୁସ୍ତକକୁ ସବୁ ସ୍ଥାନରେ ଅଧ୍ୟୟନ କରାଗଲେ ସାମାଜିକ ବିକାଶ ସହ ମାନବିକ ମୂଲ୍ୟବୋଧର ବିକାଶ ହୋଇପାରିବ
ଭୁବନେଶ୍ୱର : ସ୍ଥାନୀୟ ଶ୍ରୀରାମ ନାଗରସ୍ଥିତ ଖୋର୍ଦ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ‘ମୋର ପ୍ରିୟ ପୁସ୍ତକ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଭାପତି ତଥା ଐତିହ୍ୟ ଗବେଷକ ଗୋପାଳକୃଷ୍ଣ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ
