ଭୁବନେଶ୍ଵର : ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାମାଧବ ରଥଙ୍କ ରଚିତ ତିନିଗୋଟି ଶିଶୁ-କିଶୋର ଉପନ୍ୟାସ ‘ମୋ ପାପା’, ‘ରାଜାବାବୁଙ୍କ ଫାର୍ମ ହାଉସ୍’ ଏବଂ ‘ଗଛ କହୁଛି କଥା’ର ଶୁଭ ଲୋକାର୍ପଣ ଉତ୍ସବ ସ୍ଥାନୀୟ ଅନ୍ନପୂର୍ଣାଠାରେ ଅନୁଷ୍ଠିତ

Read More

ଭୁବନେଶ୍ଵର : ବିଶ୍ଵର ପ୍ରାୟ ପ୍ରତିଟି ସ୍ଥାନରେ ସବୁବେଳେ ନାରୀ ନେତ୍ରୀମାନଙ୍କର ଯୋଗଦାନ ପ୍ରଚାର ପ୍ରସାରର ଅଭାବ ଯୋଗୁ ଅଜ୍ଞାତ ହୋଇ ରୁହେ । ତାଙ୍କର ସଂଘର୍ଷର କାହାଣୀ ପରବର୍ତ୍ତୀ ପିଢି ଠିକ ଭାବରେ

Read More

ଭୁବନେଶ୍ଵର : କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଫେଲୋସିପ (ମହତ୍ତର ସଦସ୍ୟତା) ଗ୍ରହଣ କରିଛନ୍ତି ପ୍ରଖ୍ୟାତ ଲେଖକ ରସ୍କିନ ବଣ୍ଡ । ଲେଖକଙ୍କର ଅସୁସ୍ଥତା ହେତୁ ସାହିତ୍ୟ ଏକାଡ଼େମୀ ସଭାପତି ମାଧବ କୌଶିକ ଓ ସଚିବ

Read More

ରାମକୃଷ୍ଣ ବୁଝି ହେଉନିମୁଁ ଖେଳୁଛି ଶବ୍ଦକୁନା ଶବ୍ଦ ଖେଳୁଛି ମୋତେକିଏ କାହାର ଅକ୍ତିଆରରେ ଏଡ଼େ ସୁରକ୍ଷିତ ଶବ୍ଦର ବିଶାଳ ଦୁର୍ଗସମୁଦ୍ର କୂଳର ବାଲିଘର ପରି ଧୋଇନିଏନିରବତାର ଢେଉ,ନିର୍ବାକ ଛିଡ଼ା ହୋଇ ରହେମୋର ନଥିବା ପଣରେ

Read More

କୈଳାସ ଚନ୍ଦ୍ର ସାହାଣୀ କୁରେଇ ଫୁଲର ବାସ୍ନାରେବାସ୍ନାୟିତ ସବୁଜ ଅରଣ୍ୟ,କେଉଁ ଧାଙ୍ଗିଡ଼ୀର ଗଭା ମଣ୍ଡନ କରିସେ ସାର୍ଥକତା ଲଭେ ନିଜ ଜୀବନର;କେବେ ବଣମଲ୍ଲୀର ନାମରେ ନାମିତକେବେ ମୁନିଋଷି ଅଧ୍ୟୁଷିତ ଉଟଜକୁଟଜର ଶୋଭାରେ ଶୋଭାମୟ !

Read More

ମହେଶ୍ଵର ବିଶ୍ଵାଳ ଶେଷ ଠିକଣାର ଠିକଣା କେ ଭୁଲେଦେହ ଦରଜାର ଅନ୍ତିମ ଘାଟହଜିଯାଏ ସବୁ ସୁଖଦୁଃଖ ଯହିଁମାଟିରେ ମିଶଇ ମାଟିର ଘଟ । ଜନମରୁ ମୃତ୍ୟୁ ବାଟ ଦି ଚାଖଣ୍ଡଚାଲୁଚାଲୁ ସଞ୍ଜ ହୋଇବ ଆସିଲୁହ

Read More

ଅମିତା ମହାନ୍ତି ମାୟା ମୋହରେଥରେ ଥରେ ବସନ୍ତମଳୟ ବହେ…ଫଗୁଣ ରଙ୍ଗ ବୋଳେଆଲୁଅର ହସ ଦେଖିଅନ୍ଧାର ବାଟ ଜଗିଥାଏଖରାଛାଇ ମିଶା ଅଗଣାରେଖେଳେ ଲୁଚକାଳି ବିନାସଂକୋଚରେ । କେଉଁଠି କେମିତିମୋହଟିଏ କଅଁଳି ଆସେ,କାହାର ବିଶ୍ଵାସର ଆଶ୍ୱସ୍ତିଟିଏସଂସାରକୁ ଘେରି

Read More

ପ୍ରଦୀପ କୁମାର ପଣ୍ଡା ଶବ୍ଦ ଶୁଣିବାର ଦକ୍ଷତା ଆମର ଆଉ ନାହିଁଆମେ ଖାଲି ଶୁଣୁ ଅର୍ଥ, ଯାହା ଶବ୍ଦଙ୍କର ନୁହେଁ । ଶବ୍ଦ ଥିଲା ତାହାଯାହା ଗଛ କହୁଥିଲା ଗଛ କଟାଳୀକୁଉଞ୍ଚେଇଲାବେଳେ କୁରାଢି,ଶବ୍ଦ ଥିଲା

Read More