ଭୁବନେଶ୍ୱର : ଅନୁବାଦ କଳା ନା କାରିଗରୀ ସେ ନେଇ ସନ୍ଦେହ ଉପୁଜେ ସତ, ହେଲେ ସମଗ୍ର ବିଶ୍ଵ ସାହିତ୍ୟରେ ଅନୁବାଦ ବିଭାଗ ସର୍ବଦା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବୋଲି ମତପ୍ରକାଶ ପାଇଛି

Read More

ଭୁବନେଶ୍ଵର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ମାରୁତି ମିଡ଼ିଆ ପକ୍ଷରୁ ପ୍ରକାଶିତ ଓଡ଼ିଶାର ଶିଳ୍ପ ସମୂହ ସମ୍ପର୍କିତ ପୁସ୍ତକ ‘୧୦୦ ଇଣ୍ଡଷ୍ଟ୍ରିଜ ଇନ୍ ଓଡ଼ିଶା’  ଏଠାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଉନ୍ମୋଚିତ ହୋଇଯାଇଛି ।

Read More

ଗୀତାଞ୍ଜଳି ପୃଷ୍ଟି ସହରଟା ଆଉ ଶୋଉନି ରାତିରେସକାଳେ ଶୋଉଛି ବେଶିସୂରୁଜ କିରଣ ବାଜିଲେ ଦେହରେସରମେ ଦେଉଛି ହସି ll ରୂପା ଜହ୍ନ ଭଳି ବିଦ୍ୟୁତ ଆଲୋକରାସ୍ତା ଘାଟ ଦିଶେ ତୋଫାଦିନର ଝାଞ୍ଜିରେ ଜଳି ପୋଡ଼ିଯାଏବୃକ୍ଷ

Read More

ବିନୟ ମହାପାତ୍ର ଧୂଳି ଧୂସରିତ ଏଇ କଙ୍କରିତ ପଥ..ରଙ୍କ ନୁହେଁ ମୁଁ,କି ଖୋଜି ନାହିଁ ଅଙ୍କ ପଲଙ୍କ ଦିନେଲୋଡ଼ି ନାହିଁ ତୂଳୀତଳ୍ପ ଶେଯ ଅବାରାଜକୀୟ ଐଶ୍ୱର୍ଯ୍ୟର ଲୋଭି ନୁହେଁ ଚିତ୍ତ ।ଜୀବନର ଏଇ ମୋର

Read More

ସାହିତ୍ୟିକା ଏଲି ମହାନ୍ତିଙ୍କ ସହିତ ସହ-ସମ୍ପାଦିକା ନୀଳିମା ନିବେଦିତାଙ୍କର ଏକ ସାକ୍ଷାତକାର : ଜଣେ ଏକୁଟିଆ ସ୍ତ୍ରୀଲୋକ ହିସାବରେ ଆବଶ୍ୟକୀୟ ଚରିତ୍ରମାନଙ୍କରେ କିଛିକିଛି ସମୟ କାମ କରିବା ପରେ ବିଶ୍ରାମ ପାଇଁ ଅଳ୍ପ ସମୟ ମିଳେ । ସେତିକି

Read More

ଭୁବନେଶ୍ଵର : ବିଶିଷ୍ଟ ନାଟ୍ୟକାର, କଳାକାର, ନିର୍ଦ୍ଦେଶକ ଓ ସୃଜନୀ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ତୃତୀୟ ପୁଣ୍ୟତିଥି ଅବସରରେ ରାଧା ନାରାୟଣ ଫାଉଣ୍ଡେସନ ପକ୍ଷରୁ ସ୍ମୃତିସଭା ଅନୁଷ୍ଠିତ କରାଯାଇଛି ।

Read More

ଭାଗୀରଥି ବେହେରା ବାରମ୍ବାର ଖସିଯିବାକୁ ଇଚ୍ଛା ହୁଏଯଦି କିଏ ସଂଭାଳିବାକୁ ଥାଏ ।ଏମିତି ବି ତ ହୋଇପାରେଖସିବାର-ନ ଖସିବାର ଚିନ୍ତା ହିଁ ନଥାଏଯେହେତୁ ସମ୍ଭାଳି ହେବାର ଆଶ୍ଵସ୍ତତାପାଖେପାଖେ ଥାଏ । ପ୍ରଶ୍ନ ଉଠେ କେତେ

Read More

ଭୁବନେଶ୍ଵର : ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦ ନାମକ ନୂତନ ଅନୁଷ୍ଠାନ ପବିତ୍ର ବୁଦ୍ଧପୂର୍ଣ୍ଣିମା ଅବସରରେ ଗଠନ କରାଯାଇଛି । ବଡ଼ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ପୀଠରେ କବୟତ୍ରୀ ସତ୍ୟଭାମା ପ୍ରଧାନଙ୍କ

Read More

ଦୁର୍ଗାପ୍ରସାଦ ପଣ୍ଡା ଗୋଟିଏ ଚାଉଳରେ ଗଢାମୋର ଏ ଉଦାସୀ ଆଖି କିନ୍ତୁ ଖାଲି ଦେଖିବାରକଳାଟି ଶିଖିବାକୁଏ ଆଖିକୁ ଲାଗିଗଲା ଅନେକ ବର୍ଷ । ଏବେ ବେଳ ବୁଡ଼ିଆସିଲା ବେଳକୁକେଜାଣି କାହିଁକି ବେଶି ବେଶିସଫା ଦିଶୁଚି

Read More

ଭୁବନେଶ୍ଵର : “ମୋର କବିତା ନିଜସ୍ଵ ଅନୁଭୂତି, ଆନନ୍ଦ-ବିଷାଦ ତଥା ସମାଜର ବିକୃତ ବାସ୍ତବତାକୁ ପ୍ରତିଫଳିତ କରେ । ମୋର କବିତାଗୁଡ଼ିକ ଶବ୍ଦରେ ପ୍ରକାଶିତ ଲୁହର ବୁନ୍ଦା ପରି ମନେହୁଏ । ସେଗୁଡ଼ିକ କ୍ରମାଗତ

Read More