ସଞ୍ଜୟ କୁମାର ଜୟସିଂହ ସ୍ଵାର୍ଥ ପାଇଁ ଗଢା ନିବିଡ଼ ସମ୍ପର୍କଯେତେ ମିଛ ଅଭିନୟ,ସ୍ଵାର୍ଥ ସରିଗଲେ ଆପଣା ଯେ ପରଭୁଲିଯାଏ ପରିଚୟ । ମଣିଷ ହୋଇକି ମଣିଷ ଚିହ୍ନିବାସହଜ ନୁହଁଇ ଏତେ,ମଣିଷ ଭିତରେ ମଣିଷ ଅଛନ୍ତିଦାନବ

Read More

ସୁଧୀର କୁମାର ପଣ୍ଡା ପେଟର ଆରପାଖରେମସୃଣ ଚଟାଣଆକାଶ ପରି ଦିଶେପଡ଼ିଆ ପରି ଦିଶେସମୁଦ୍ର ପରି ଦିଶେ । ହାତରେ ଗଢିଥିବାଭବିଷ୍ୟତର ସ୍ଵପ୍ନସଫଳ କରିବାକୁଆଗକୁ ପାତିଦିଏମଥା, କଥା, ବ୍ୟଥାଦୁର୍ଦ୍ଦିନକୁ ଢାଲ କରିପାତି ହୁଏ ପିଠି ।

Read More

ସତ୍ୟନାରାୟଣ ଗନ୍ତାୟତ ହେ ନେତାଜୀ !ସ୍ୱପ୍ନ ତୁମ ସତତ ସତେଜଅନ୍ତହୀନ ତୁମରି ସଂଗ୍ରାମମୃତ୍ୟୁଂଜୟୀ ତୁମେକାଳ ଆଉ ମହାକାଳ ପାଇଁ ! ହେ ନେତାଜୀ !ତୁମେ ସଦା ଆୟୁଷ୍ମାନସତ୍ୟ ଥିଲା ତୁମ ଶସ୍ତ୍ରସାହସ ହିଁ ଥିଲା

Read More

ଡ. ଶୈଳଜା ମିଶ୍ର ଉତ୍କଳର ବରପୁତ୍ର ତୁମେଗୌରବର ପ୍ରତୀକଓଡ଼ିଆ ପୁଅରଉଦାହରଣର ଏକମାଇଲି ଖୁଣ୍ଟ । ବିଶ୍ୱ ଦରବାରରେତୁମେ ପରିଚିତ,ହେ ଭୂମିପୁତ୍ରଏ ମାଟି ତୁମକୁ ଖୋଜୁଛିଓଡ଼ିଶାବାସୀ ଝୁରୁଛନ୍ତି, ତୁମର କୀର୍ତ୍ତି ଆଜିଜୟ ଜୟ ଗାନ କରୁଛି,

Read More

ଅଞ୍ଜଳି ପଟ୍ଟନାୟକ ବାସ୍ ! ବହୁତ ହେଲା !ଏବେ ବନ୍ଦ କରତୁମର ସହାନୁଭୂତିଦରକାର ନାହିଁ ମୋର,ମତେ ମୋ ହାଲ୍ ରେ ଛାଡ଼ି ଦିଅଶାନ୍ତିରେ ଜୀଇଁ ପାରିଲିନିକମ୍ ସେ କମ୍ ଶାନ୍ତିରେମରିବାକୁ ତ ଦିଅ………! ରଖ

Read More

ନଳୀନିକାନ୍ତ ଦାଶ ଆସ ! ହଜିଯିବା ନିବିଡ଼ତାରପ୍ରୀତି ପ୍ରଣୟରେଚାଲ ସଖୀ, ଲୀନ ହୋଇଯିବାଯୌବନର ଉତ୍ତାଳ ଲହଡ଼ିରେ … । ଏବେ ତଯୌବନ ଜୁଆରଚରମ ସୀମାରେ ….. !!ଏଥର ଲୀନ କରିଦିଅ ତୁମନିଥିର ଆବେଗକୁ ମୋଆୟୁଷ୍ମାନ

Read More

ଆରତୀ ବେହେରା ଯୋଗ୍ୟ ନୁହେଁ ମୁହିଁ ଯଦି ପ୍ରିୟତମ ଭୁଲିଯିବ ଆଜି ପରେ ଭୁଲିଯିବ ସେହି ସ୍ୱପ୍ନ ସବୁ ଯାହା ଦେଖିଥିଲେ କେବେ ଥରେ ମୋ କପାଳେ ନାହିଁ ତୁମକୁ ପାଇବା କାହିଁକି କରିବି

Read More

ଉତ୍କଳ ଗୌରବ ମଧୁସୂଦନ ଦାସ ତୁ ପରା ବୋଲାଉ ଉତ୍କଳ ସନ୍ତାନକାହିଁ ପାଇଁ ଏଡ଼େ ଭୀରୁ !ତୋହର ଜନନୀ ରୋଦନ କରିଲେକହିବାକୁ କିମ୍ପା ଡରୁ ? ତୋ ପୁର୍ବ ପୁରୁଷେ ବୀର ପଣିଆରେଲଭିଥିଲେ କେତେ

Read More

ମନୋଜ ଦାସ ଏ ପଥର ଶେଷ କାହିଁ ? ଏ ପ୍ରଶ୍ନର ଅସଂଖ୍ୟ ଉତ୍ତରକର୍ମୀ କହେ ଜନପଦ, ଦାର୍ଶନିକ ଅରଣ୍ୟ ପ୍ରାନ୍ତର,ଭାବୁକ ଦେଖାଇ କହେ ଦୂର ଦିଗବଳୟତହିଁ ଏକ ପରୀ ରାଜ୍ୟ, ଏ ପଥର

Read More