ସରୋଜ ବଳ ନା ମୁଁ ପଢ଼ିଛି ରେଭେନ୍‍ସାରେନା ମୁଁ ଗୀତଗାଇଛି ଆକାଶବାଣୀରେନା କରିଛି ମହାନଦୀରେ ଜ୍ୟୋତ୍ସ୍ନାବିହାରନା କଟକଚଣ୍ଡୀଙ୍କ ପଥରବାଘର ଆଁ ଭିତରେହାତ ପୂରାଇ ହସିଛି ନିଜ ଭାଗ୍ୟ ଉପରେ ତଥାପି କଟକ ଅଟକାଏ ସବୁଥରଅନ୍ୟମନସ୍କ

Read More

ଡମ୍ବରୁଧର ବେହେରା ମୁଁ ଲେଖେ…ମୋ ପାଇଁତୁମ ହୃଦୟର କୋହକୁଆଖିର ଲୁହରେନିରବତାର ସରବତରେସାକାରିନ ମିଳାଇଢକଢକ କରି ପିଇଆତ୍ମସନ୍ତୋଷର ବାହାବା ନେବାକୁ… ମୁଁ ଲେଖେ…ମୋ ଛାତିର କଲିଜାରୁସିଗାରେଟର ଧୁଆଁପ୍ରତିଶୋଧର ନିଆଁ ଜଳେ ବୋଲି… ମୁଁ ଲେଖେମଣ୍ଡୁକକୁ ଅହିତିଳତିଳ

Read More

ପବିତ୍ର ବେହେରା କେଉଁ ସମୟରେ ଗଢିଛି ବିଧାତାଲାବଣ୍ୟବତୀ ରୂପକୁ ତୋହର, ମନରେ ଉଠଇ ଆଶା ଅସୁମାରୀଦେଖି ଶ୍ୱେତପଦ୍ମା ମୁଖକୁ ତୋର, କେଉଁ ରାଇଜର ଅପସରୀ ତୁମେରମ୍ଭା ମେନକା ବିଦ୍ୟୁତା ନା ଉର୍ବଶୀ, ରୂପଲାବଣ୍ୟର ଗନ୍ତାଘର

Read More

ବିନୟ ମହାପାତ୍ର କେବେ ଯଦି ଜୀବନର ଜଞ୍ଜାଳରୁଦୁଇଘଡ଼ି ଫୁରସତ୍ ମିଳିବ,ସେଇଥିରୁ ଘଡ଼ିଏ,ମୋ ପାଇଁ ସାଇତି ରଖିବ,ଧଳାକଳା ମିଶା ଉଲୁରା ବାଳ ସଜାଡ଼ିପଣତରେ ଝାଳ ପୋଛିପୋଛିକେବେ ଯଦି ଆସିବ,ଅଗଣାର ବଉଳ ମୂଳରେମୋ ପାଖେ ଖୁନ୍ଦି ହୋଇ

Read More

ଲଲାଟେନ୍ଦୁ କଵି (ଦେହ ଆତ୍ମା ଓ ପରମାତ୍ମା) କଣା ବାଲଟିରୁ ଯଥା ଜଳ ଯାଏ ଝରି ।ତଥା ଆତ୍ମା ଯାଏ ଜୀର୍ଣ୍ଣ ଶରୀରୁ ନିଃସରି ॥ ୧ ଚକ୍ରଵାତେ ଶୁଷ୍କ ପତ୍ର ଉଡିଲା ପରାଏଭାରଶୂନ୍ୟ

Read More

କୈଳାସ ଚନ୍ଦ୍ର ସାହାଣୀ  କାଠଯୋଡ଼ି କୂଳେ ନରନାରୀ ମେଳେବସିଥିଲେ ଦିନେ ଗାନ୍ଧୀ ଗାନ୍ଧୀ,ଧୋତି ପାଇଜାମା ଶୋହୁଥିଲା ଦେହେଉତ୍କଳ ଚରଣ ବନ୍ଦି ;କହୁଥିଲେ ମନୁ ଫାନ୍ଦି…ଆମରି ଦେଶରେ ଆମେ ପରାଧୀନଦିନ ସରେ କାନ୍ଦିକାନ୍ଦି । ଗାନ୍ଧୀ

Read More

ଲତିକା ମହାପାତ୍ର ରାମ ବିରାଜିତ ହୁଅନ୍ତୁ ଭାବନା ରାଜ୍ୟରେଅଧିଷ୍ଠିତ ହୁଅନ୍ତୁ ହୃଦୟ ସିଂହାସନରେରାଜତ୍ୱ କରନ୍ତୁ ଚେତନା ରାଜ୍ୟରେ.. ନହେଉ ମର୍ଯ୍ୟାଦାର ଉଲ୍ଲଙ୍ଘନନହେଉ ଦୁଃଖୀର ହୃଦୟ ଦହନନହେଉ ଆଡମ୍ବରର ଆସ୍ଫାଳନଆଭିଜାତ୍ୟର ପ୍ରଦର୍ଶନ ରାମ ରମ୍ୟରମଣୀୟ ମଣିଷର

Read More

ଛବିରାମ ସେଠୀ ଚାହିଁ ବସିଥିଲୁ ଯିବା ପାଇଁ ବୁଲିରାମଚଣ୍ଡୀ ବେଳାଭୂମିସଂକଳ୍ପରେ ଆଜି ଏକାଠି ହୋଇଛୁନୂତନବର୍ଷରେ ଝୁମି ।(୧) ପ୍ରଭୁ ଗଣେଶୂର ପ୍ରଥମେ ପ୍ରଣାମନବଜ୍ୟୋତି ଦିଅ ଭରିଦିପ୍ତିରଞ୍ଜନରେ ସବିତାର ତୀରେଶୁଭ ପ୍ରଭାତରେ ଝରି ।(୨) ଶୁଭ୍ର

Read More

ଶୁଭ୍ରାଙ୍ଗୀ ପ୍ରିୟବାଦିନୀ ସମୟ,ଏକ ଘୂର୍ଣ୍ଣୟମାନ ଗତିକିନ୍ତୁ ସେ ଚାଲେନି କାହା କଥାରେ ଏଠି, ସମୟ,ଘୂରିଚାଲେ ତା’କକ୍ଷ ପଥରେଡରେନାହିଁ ସେ କାହାକୁ ଥରେ, ସମୟ,ତା’ଠାରୁ‌ ନାହିଁ ଶକ୍ତିମାନ ଏଠିସର୍ବଶକ୍ତିମାନ, ବଳବାନର‌ ପରିଚୟ ଦେଇଥାଏଟି, ସମୟ,କାହାର ଦୁଃଖରେ

Read More

ଅରୁଣ ମିତ୍ର ହେ ଅବିମୃଷ୍ଯକାରୀ, ତୁମ ଦର୍ପରେହତଭାଗ୍ୟ ବସୁନ୍ଧରା …ଆଜି ବାରୁଦ ସ୍ତୁପରେଅପେକ୍ଷାରେ ଖତରନାକ୍ ଆତତାୟୀହସ୍ତରେ ମଶାଲସଂକଟରେ ମାନବ ସଭ୍ୟତାଭୟ ବିହ୍ବଳା । ଧରିତ୍ରୀ ଜନନୀ କରଇ କ୍ରନ୍ଦନଦେଖି ତୁମ ନିର୍ବୋଧତାକାଳକୁ ଆବାହନ। ।

Read More