ଡଃ ବିଭୁଦତ୍ତ ନାୟକ ଉଡ଼ ପକ୍ଷିଣୀଯେତେଦୂର ପାରିବୁ, ତୁ ଉଡ଼ !ଏଇ ଉନ୍ମୁକ୍ତ ବିସ୍ତୀର୍ଣ୍ଣ ଆକାଶବିଶାଳ ପୃଥିବୀରୁ ଅନ୍ତରୀକ୍ଷସବୁ ତୋର, କେବଳ ତୋର …ମୋର ସବୁତକ ଶୁଭେଚ୍ଛା ନେ,ନିଜ ଉପରେ ଭରସା ରଖତୁ ନିଶ୍ଚେ

Read More

ଭାସ୍ଵତୀ ବାସୁ ତିଥିର ମାଆ ବେଶ ଆଧୁନିକାବିଚାରରେ, ପୋଷାକରେ, ମନସ୍କରେ । କିନ୍ତୁ ଯେବେ ଦୁହିଁଙ୍କ ପାଦର ମାପ ସମାନ ହେଇଗଲାତିଥିର ମାଆଙ୍କ ଛାତି ଦୁଲୁକିଲାଝିଅଗୁଡ଼ାକ ପୁଅଙ୍କ ଠାରୁ ଜଲଦି ବଡ଼ ହେଇଯାଆନ୍ତିପୁଅଟିଏ ହେଇଥିଲେଆଉ

Read More

ହିମାଂଶୁ ପରିଡ଼ା କିଛି କୁହ ନାହିଁକହିବା ବି ଦରକାର ନାହିଁକିଛି ନୂଆନୂଆ ରୂପ ବେଶ ନେଇଆସିବା ବି ଲୋଡ଼ା ନାହିଁତୁମେ ଯେମିତି, ସେମିତି ହିଁ ମୋ ପାଇଁ ଯଥେଷ୍ଟ । ପିନ୍ଧି ପିନ୍ଧି ପାରୁ

Read More

ସୁନନ୍ଦା ବି ମହାପାତ୍ର ଆକାଶେ ଉଡୁଛି ଆଜିମାଟିରେ ଗଡୁଛି,ସାଗରେ ବୁଡୁଛି କେବେପବନେ ଦୋଳୁଛି,ଜାଣି ମୁଁ ପାରୁନି ଆଜିକେତେ ଅଛି କେତେମୋ ହଜିଛି !ଜୀବନର ଫୁଲ ଡାଳେପାଖୁଡା ନଥିବା ଫୁଲ,କେଜାଣି କାହିଁକି ଆଜିଉଲ୍ଲସି ଉଠୁଛି !

Read More

ବିଶ୍ୱେଶ୍ୱର ମାଝୀ କ ବି ତାକବିର କଥାଜୀବନ ଗୀତାସମାଜର ପ୍ରଥାସଂସ୍କୃତିର ବାର୍ତ୍ତାସଂହତିର ପ୍ରବକ୍ତାସଂସ୍କାରଧର୍ମୀ ଗାଥାମା’ କୋଳର ଉଷ୍ମତାଜ୍ଞାନର ସୁକ୍ଷ୍ମ ନିଗୂଢ଼ତାଆଧ୍ୟାତ୍ମିକ ଭାବର ଭର୍ତ୍ତାନିର୍ଝରିଣୀର ସ୍ରୋତସ୍ନାତାବିହଙ୍ଗମ କୁଜନରେ ସିକ୍ତାସୃଜନ ଚେତନାର ସୁକ୍ଷ୍ମତାବିଜ୍ଞାନର ପ୍ରଦୀପ୍ତ ଜୟଯାତ୍ରାଅବଚେତନର ଗୋପନ

Read More

ନୀଳିମା ନିବେଦିତା ଜୀବନ ସହଜ ଥିଲାପାଣି ପରିପବନ ପରିମୁଁ, ହଁ ମୁଁ ହିଁ ତାକୁ ଜଟିଳ କରିଦେଲିମୋ ବୁଦ୍ଧିରେ, ବିଚାରରେ, ହିସାବନିକାସରେ । ଜୀବନ କେବେ ବି ଧୋକା ଦେଇନିଧିକାରିନି ମୋତେକେବଳ ନେଇଛି କେତେଟା

Read More

ଡମ୍ବରୁଧର ବେହେରା ଅପେକ୍ଷା କି ଯନ୍ତ୍ରଣାଦାୟକକଟା ଘା ‘ ପରେଚୂନ ଆଉ ବ୍ଲିଚିଂରସଫେଦ ମଲମନା ଶୁଖିବାର ନାଆ ନେଉଛିନା ଜଳନର ନିଆଁ ଦିଶୁଛିଖାଲି ଅନୁଭବ ହେଉଛି । ରସଗୋଲା ଗୋଟିଏ ପରେ ଗୋଟିଏଗିଳୁଛି…ହେଲେ ପାଟିକୁ

Read More

ବିନୟ ମହାପାତ୍ର ହେ ପୃଥିବୀ,ତୁମେ କାଳେ ସର୍ବଂସହା ଧରିତ୍ରୀ,ତୃମେ ସୃଷ୍ଟି, ତୁମେ ଜନନୀତୁମରି କାରଣ ଏଇ ସମଗ୍ର ସୃଜନୀ ।ନାରୀ ବି ତ ସବୁ କିଛି ସହିଯାଏ,ପଣତରେ ଲୁହ ପୋଛି ଦୁଃଖ ସବୁ ପିଇନିଏତୁମଠାରୁ

Read More

ବିଭୁଦତ୍ତ ଦାସ ମୁଁ ଦୁହିତା, ଦୁର୍ଗା, ଲକ୍ଷ୍ମୀ, ଦ୍ରୌପଦୀ, ସୀତାପଦବୀ ଛଳେ ଲୁଚାଏ ମୋ ମନର ବ୍ୟଥା ।ଛାତି ତଳେ ଚାପି ରଖେ କେତେ ଅକୁହା କଥାମହିୟସୀ ବୋଲି ମିଛ ଉପାଧିରେ ମୁଁ ଭୂଷିତା ।

Read More