ବିଭୁଦତ୍ତ ଦାସ ମୁଁ ଦୁହିତା, ଦୁର୍ଗା, ଲକ୍ଷ୍ମୀ, ଦ୍ରୌପଦୀ, ସୀତାପଦବୀ ଛଳେ ଲୁଚାଏ ମୋ ମନର ବ୍ୟଥା ।ଛାତି ତଳେ ଚାପି ରଖେ କେତେ ଅକୁହା କଥାମହିୟସୀ ବୋଲି ମିଛ ଉପାଧିରେ ମୁଁ ଭୂଷିତା ।
Category: କବିତା
ଗୀତାଞ୍ଜଳି ପୃଷ୍ଟି ଆଧୁନିକ ଏହି ସମାଜ ବକ୍ଷରେଚିତ୍ର ଚରିତ୍ରଙ୍କ ମେଳିବଦଳି ଗଲାଣି ବାସ୍ତବତା ଏଠିପ୍ରହସନ ଯାଏ ବଳି ll ଧୋବ ଧାଉଳିଆ ବ୍ୟକ୍ତିତ୍ଵ ପଛରେଲୁଚିଥାଏ ସଇତାନିଦେଖାଇ ସୁନ୍ଦର ଲଗାନ୍ତି ହୁନ୍ଦରକରୁଥାନ୍ତି ରାହାଜାନି ll ଭଦ୍ର
ଅରୁଣ କୁମାର ମିତ୍ର ହଜାର ଜନମ ଧରିବାରମ୍ବାର ଆସିବି ଫେରିକାଉ କିମ୍ବା କୁମ୍ଭାଟୁଆ ବେଶେ,ଅଥବା ମୟୂର ହୋଇମସ୍ତକେ ଶିଖା ନେଇନାଚୁଥିବି ଘନ ଉଲ୍ଲାସେପାହାଡ଼ ପର୍ବତାକୀର୍ଣ୍ଣଏଇ ସେଇ କଳିଙ୍ଗ ପ୍ରଦେଶେ । ବିଷମ ବାସନା ମନେବୁଲୁଥିବି
ଛବିରାମ ସେଠୀ ଭାରତ ମାତାର ବୀରପୁତ୍ର ତୁମେଗାଇଲେ ମୁକ୍ତିର ମନ୍ତ୍ରଓଡ଼ିଆ ବଜାର କଟକେ ଜନ୍ମିଲହୋଇଥିଲ ଶ୍ରେଷ୍ଠ ଛାତ୍ର । (୧) ଯୁବଶକ୍ତିର ଧ୍ଵଜା ଉଡ଼ାଇଲଦେଶ ସ୍ବାଧୀନତା ପାଇଁକଳିଙ୍ଗ ମାଟିକୁ ରଖିଲ ବିଶ୍ବରେଉତ୍ତୁଙ୍ଗ ଶିଖରେ ନେଇ
ଦୀପ୍ତି ଦାସ ପିଠି କରି ବସିଛି ପୋଖରୀରଅହଙ୍କାରୀ ନୀରପଦୁଅଁ ପତର ବିନତି କରେପାଶେ ଥାଇ ତୁ ମୋର । କିଆଁ ରହୁ ଏତେ ଦୂରସାଥି ବିହୀନ ସେରହିଥାଏ ଉର୍ଦ୍ଧମୁଖଝରାଇ ଦେବ କି କାଳେବର୍ଷା ପାଣି
ବିନୟ ମହାପାତ୍ର ତୁମେ କହିଥିଲ,ବସନ୍ତ ଆସିଲେ, ତୁମେ ବି ଆସିବ,ତୁମରି ସେ ସୁକୁମାରୀ କୁମାରୀ ଅଙ୍ଗଲତାକୁସୋରିଷ ଫୁଲର ହଳଦିଆ ଶାଢୀରେ ସଜାଇମୋତେ ପ୍ରୀତି ଉପହାର ଦେବ । ତୁମେ କହିଥିଲ,ତୁମେ ନିଶ୍ଚୟ ଆସିବ,ଥିରିଥିରି ମଳୟ
