କୈଳାସ ଚନ୍ଦ୍ର ସାହାଣୀ ହୋଇପାରେ ,କିଛି ଛବି ବି କବିତାକୁ ଜନ୍ମ ଦେଇପାରେ । ତୁମେ କେବେ ବାଉଁଶ ରାଣୀ ଖେଳ ଦେଖିଛ ?ଚକ୍ରି ପରି ଘୂରୁଥିବ ଗୋଟେ ଜୀବନବୟସର ନହକା ବାଉଁଶ ଅଗରେ,ପେଟ
Category: କବିତା

ଡମ୍ବରୁଧର ବେହେରା ଅପେକ୍ଷା କି ଯନ୍ତ୍ରଣାଦାୟକକଟା ଘା ‘ ପରେଚୂନ ଆଉ ବ୍ଲିଚିଂରସଫେଦ ମଲମନା ଶୁଖିବାର ନାଆ ନେଉଛିନା ଜଳନର ନିଆଁ ଦିଶୁଛିଖାଲି ଅନୁଭବ ହେଉଛି । ରସଗୋଲା ଗୋଟିଏ ପରେ ଗୋଟିଏଗିଳୁଛି…ହେଲେ ପାଟିକୁ

ଗୀତାଞ୍ଜଳି ପୃଷ୍ଟି ଆଧୁନିକ ଏହି ସମାଜ ବକ୍ଷରେଚିତ୍ର ଚରିତ୍ରଙ୍କ ମେଳିବଦଳି ଗଲାଣି ବାସ୍ତବତା ଏଠିପ୍ରହସନ ଯାଏ ବଳି ll ଧୋବ ଧାଉଳିଆ ବ୍ୟକ୍ତିତ୍ଵ ପଛରେଲୁଚିଥାଏ ସଇତାନିଦେଖାଇ ସୁନ୍ଦର ଲଗାନ୍ତି ହୁନ୍ଦରକରୁଥାନ୍ତି ରାହାଜାନି ll ଭଦ୍ର

ଅରୁଣ କୁମାର ମିତ୍ର ହଜାର ଜନମ ଧରିବାରମ୍ବାର ଆସିବି ଫେରିକାଉ କିମ୍ବା କୁମ୍ଭାଟୁଆ ବେଶେ,ଅଥବା ମୟୂର ହୋଇମସ୍ତକେ ଶିଖା ନେଇନାଚୁଥିବି ଘନ ଉଲ୍ଲାସେପାହାଡ଼ ପର୍ବତାକୀର୍ଣ୍ଣଏଇ ସେଇ କଳିଙ୍ଗ ପ୍ରଦେଶେ । ବିଷମ ବାସନା ମନେବୁଲୁଥିବି

ଛବିରାମ ସେଠୀ ଭାରତ ମାତାର ବୀରପୁତ୍ର ତୁମେଗାଇଲେ ମୁକ୍ତିର ମନ୍ତ୍ରଓଡ଼ିଆ ବଜାର କଟକେ ଜନ୍ମିଲହୋଇଥିଲ ଶ୍ରେଷ୍ଠ ଛାତ୍ର । (୧) ଯୁବଶକ୍ତିର ଧ୍ଵଜା ଉଡ଼ାଇଲଦେଶ ସ୍ବାଧୀନତା ପାଇଁକଳିଙ୍ଗ ମାଟିକୁ ରଖିଲ ବିଶ୍ବରେଉତ୍ତୁଙ୍ଗ ଶିଖରେ ନେଇ