ନିବେଦିତା ମିଶ୍ରଗୁରୁ ସେ ଯେତେ କୋଲପ ମାରିଲୁଚେଇ ରଖିଲେ ବିମତେ ଆଦୌ ଅଛପା ନଥିଲାତା ଦୁଃଖ, ତା ଲୁହ, ତା ଦୀର୍ଘଶ୍ୱାସଅବା ସେ ଗୋପନରେ ହତ୍ୟାକରିଥିବା ତା ପ୍ରିୟ ଇଚ୍ଛାମାନଙ୍କୁତା ଆଦରର ସ୍ଵପ୍ନମାନଙ୍କୁ ସେଥିପାଇଁ
Category: କବିତା
ଲତିକା ମହାପାତ୍ର ଉତ୍ତପ୍ତ ମଧ୍ୟାହ୍ନରେ ଜୀବନରଭିନ୍ନ ଗୋଟେ ବାସ୍ନା ଜହ୍ନ ଅଛି ଜ୍ୟୋତ୍ସ୍ନା ନାହିଁରାତି ଅଛି ରତି ନାହିଁପ୍ରିୟ ପାଶେ ପ୍ରୀତି ନାହିଁଜୀବନର ମଧ୍ୟାହ୍ନରେ.. ମୁଁ ନିଜକୁ ପଚାରେ ଏମିତିକହେ କିଛି ଅଛି କିଛି
ଗୀତାଞ୍ଜଳି ପୃଷ୍ଟି କୋଟି ଲାବଣ୍ୟକୁ ଉପହାସ କରିତୁମ ରୂପକାନ୍ତି ହସେକହ କଳାକାହ୍ନୁ କଳାଠାକୁରହେଏମିତି କାହିଁକି ଦିଶେ ll ରଥ ପଥ ଆଜି ଶୋଭା ପାଉଅଛିତୁମ ଦିବ୍ୟ ସ୍ପର୍ଶ ପାଇଦେବତା ମାନବ ସର୍ବେ ଏକାକାରଭାବ ଭକ୍ତି
ଛବିରାମ ସେଠୀ ତୁହିରେ କାଳିଆ ତୁ ବଡ଼ ଛଳିଆଆସିବୁ ଭକ୍ତଙ୍କ ପାଇଁନୀଳାଚଳେ ଧାମେ ଯାତରା କରିବୁଭାଇଭଉଣୀଙ୍କୁ ନେଇ ।(୧) ରଥରେ ଚଢିବୁ ମନ ହରଷରେଜଗତ ଜନଙ୍କ ମେଳେଗହଳି ଲଗାଇ ବୁଲିବୁ ଦାଣ୍ଡରେସେବାୟତଙ୍କର ବଳେ ।(୨)
ବିଜୟଲକ୍ଷ୍ମୀ ଦାଶ ଶବ୍ଦର ତରଙ୍ଗଟିଏବେଳୁ ବେଳ ବଢୁଥାଏତୁମକୁ ଛୁଇଁବାକୁ ଯାଇବାରବାର ଫେରୁଥାଏ ପ୍ରତିଥର ହାର ପରେନିରାଶାଟେ ଘାରୁଥାଏସୁଖ ଦୁଃଖ ଯା’ ଯେତେପ୍ରତିକ୍ରିୟା କରୁଥାଏ ରାଗେ କେବେ କେବେ କାନ୍ଦେକେବେ ପୁଣି ଡରୁଥାଏପାପୀ(ତୁଚ୍ଛା ଭୟ ଗୋଟେ)
